Bollywood ରେ ସବୁଠୁ ଅଧିକ ଡେଙ୍ଗା ଅଟନ୍ତି ଏହି 5 ଜଣ Actress, ଯାହାଙ୍କ ଆଗରେ ହିରୋମାନେ ବି ହୁଅନ୍ତି ଲଜ୍ଜିତ, ନମ୍ବର 1 ଙ୍କ ହାଇଟ କେତେ ଶୁଣିଲେ ଆପଣ ଚମକି ପଡିବେ

ବଲୀଉଡ ଜଗତ ଏମିତି ଗୋଟେ ଦୁନିଆ ଯେଉଁଠାରେ ଯିବା ପାଇଁ ସମସ୍ତେ ସପନ ଦେଖନ୍ତି କିନ୍ତୁ ବହୁତ କମ ଲୋକ ସଫଳତା ପାଇଥାନ୍ତି, ତେବେ ବଲୀଉଡ ଜଗତରେ ଯିଏ ନିଜ ପାଦ ଯମେଇ ପାରିଲା ସେ ବହୁତ ଫେମସ ହୋଇଥାନ୍ତି ।

ତେବେ ଆଗ ସମୟରେ ଅଭିନେତ୍ରୀ ମାନେ ଏତେ ଲମ୍ବା ରହୁ ନଥିଲେ କିନ୍ତୁ ବର୍ତମାନ କିଛି ଅଭିନେତ୍ରୀ ଅଛନ୍ତି ଯିଏ ବହୁତ ଲମ୍ବା ହବା ସହ ବହୁତ ସୁନ୍ଦରୀ ଅଛନ୍ତି । ଏହି ଅଭିନେତ୍ରୀ ମାନଙ୍କ ହାଇଟ ଆଗରେ ହିରୋ ମାନେ ମଧ୍ୟ ଲାଜ କରନ୍ତି । ଆଜି ଆମେ ଆପଣଙ୍କୁ ଏହି ଭଳି ହିରୋଇନ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ସୁସ୍ମିତା ସେନ :

ଆପଣ ମାନେ ସୁସ୍ମିତା ସେନଙ୍କୁ ଜାଣିଥିବେ ତାଙ୍କ ସୁନ୍ଦରତା ବହୁତ ଅଟେ ସେ ମିସ ୱୋର୍ଲ୍ଡ ଆଉ ମିସ ୟୁନିଭର୍ସ ମଧ୍ୟ ହୋଇଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ତାଙ୍କ ହାଇଟ କେତେ ଅଛି ତାଙ୍କ ହାଇଟ ୫ ଫୁଟ ୧୨ ଇଞ୍ଚ ଅଛି ଯାହା ବହୁତ ହୋଇଥାଏ ।

ଡାଇନା ପେଟି :

ଆପଣ ମାନେ କକଟେଲ ଚଳଚିତ୍ରରେ ଡାଇନାଙ୍କୁ ଦୀପିକା ଆଉ ଶେଫ ଅଲି ଖାନ ସହ ଦେଖିବାକୁ ପାଇଥିବେ, ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ଏହା ଛଡା ତାଙ୍କ ହାଇଟ କେତେ ଆପଣ ଜାଣିଛନ୍ତି ୫ ଫୁଟ ୧୦ ଇଞ୍ଚ ଯାହା ଶେଫାଙ୍କ ହାଇଟରୁ ଅଧିକ ଅଟେ ।

ଦୀପିକା ପାଦୁକୋଣ :

ଦୀପିକା ବହୁତ କଷ୍ଟ କରି ଚଳଚିତ୍ର ଦୁନିଆରେ ନିଜ ନା ବନେଇ ପାରିଛନ୍ତି ତାଙ୍କ ଅଭିନୟ ଆଉ ସୁନ୍ଦରତା ଲୋକଙ୍କୁ ଦିବାନା କରିଥାଏ କିନ୍ତୁ ଦୀପିକା ଅନ୍ୟ ଅଭିନେତ୍ରୀଙ୍କ ଭଳି ପୁରା ଗୋରା ନୁହନ୍ତି ତାଙ୍କ ରଙ୍ଗ ଟିକେ କମ ଅଛି ତଥାପି ତାଙ୍କ ସୁନ୍ଦରତା ଅନ୍ୟ ମାନଙ୍କ ଠାରୁ ବହୁତ ଅଧିକ ଅଟେ । ଦୀପିକାଙ୍କ ହାଇଟ ୫ ଫୁଟ ୧୧ ଇଞ୍ଚ ଅଟେ ।

ସୋନାମ କପୁର :

ସୋନାମ କପୁରଙ୍କୁ ଭାରତରେ ଫେସନ ଲେଡି କୁହାଯାଏ କାହିଁକିନା ତାଙ୍କ ଫ୍ୟାସନ ଇଣ୍ଟରନେସନଲ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ତାଙ୍କ ହାଇଟ କେତେ ଅଛି ତାଙ୍କ ହାଇଟ ୫ ଫୁଟ ୧୧ ଇଞ୍ଚ ଅଛି ।

 

ଅନୁସକା ଶର୍ମା :

ଅନୁସକା ଶର୍ମାଙ୍କୁ ଆପଣ ମାନେ ବହୁତ ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ ତେବେ ତାଙ୍କ ହାଇଟ ୫ ଫୁଟ ୯ ଇଞ୍ଚ ଅଟେ ଆଉ ତାଙ୍କ ସ୍ଵଭାବ ବହୁତ ଭଲ ଅଟେ, ତେବେ ସେ ମେକଅପ ଲଗାଇବାକୁ ପସନ୍ଦ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *