ଟିଭିର Popular ସୋ “ଦି ଗ୍ରେଟ ଓଡିଶା ପଲିଟିକାଲ ସର୍କସ”ର ଆଙ୍କର Sovana Mishra କରିଲେ ବିବାହ, ଦେଖନ୍ତୁ କାହାକୁ

ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି । ଏହା ଛଡା ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଷ୍ଟାଇଲ ଅନ୍ଦାଜ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି ।

ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ଟିଭି ଦୁନିଆରେ ଆଙ୍କରିଙ୍ଗ ଭାବେ କାମ କରିଥାନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଆଙ୍କର ଶୋଭନାଙ୍କ ବିବାହକୁ ନେଇ କିଛି ସୂଚନା ଦେବାକୁ ଯାଉଛୁ । ଆପଣ ମାନେ ଆଙ୍କର ଶୋଭନା ଙ୍କୁ ଅନେକ ସୋ ରେ ଆଙ୍କରିଙ୍ଗ କରିବାର ନିଶ୍ଚୟ ଦେଖିଥିବେ । ସେ ନିଜର ଆଙ୍କରିଙ୍ଗ ମାଧ୍ୟମ ରେ ଏତେ ସୁନ୍ଦର ଭାବେ ପେଶ ଆସନ୍ତି ଯାହା ପାଇଁ ସେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ଓଟିଭି ଚ୍ଯାନେଲ ରେ ପ୍ରସାରିତ ହେଉଥିବା “ଦ ଗ୍ରେଟ ଓଡିଶା ପଲିଟିକାଲ ସରକସ” ଯାହା ଏକ କମେଡି ସୋ ଅଟେ ଆପଣ ମାନେ ନିଶ୍ଚୟ ଦେଖୁଥିବେ । ଏହି ସୋ ରେ ଆଙ୍କର ଶୋଭନା ଆଙ୍କରିଙ୍ଗ କରୁଥିବାର ନଜର ଆସୁଛନ୍ତି । ସୂଚନା ଅନୁସାରେ ଶୋଭନା ଆଗାମୀ ଦିନ ମାନଙ୍କରେ ବିବାହ ବନ୍ଧନ ରେ ବାନ୍ଧି ଏହବାକୁ ଯାଉଛନ୍ତି । ଗତ ଦୁଇ ଦିନ ତଳେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି । ଶୋଭନାଙ୍କ ନିର୍ବନ୍ଧ ରେ ତାଙ୍କ ପରିବାର ଲୋକଙ୍କ ବ୍ଯତୀତ ତାଙ୍କର କିଛି ସମ୍ପର୍କୀୟ ଓ ବନ୍ଧୁ ମାନେ ଯୋଗ ଦେଇଥିବାର ନଜର ଆସିଥିଲେ ।

ତାଙ୍କର ନିର୍ବନ୍ଧ କୋରୋନା ଗାଇଡ ଲାଇନ ଅନୁସାରେ ସମ୍ପନ୍ନ ହୋଇଛି । କୋରୋନା ଗାଇଡ ଲାଇନ ଅନୁସାରେ ତାଙ୍କର ଏନଗେଜମେଣ୍ଟ ରେ ଅଳ୍ପ ଲୋକ ସାମିଲ ହୋଇଥିଲେ । ବହୁତ ଜଲ୍ଦି ଆଙ୍କର ଶୋଭନାଙ୍କର ବିବାହ ଡେଟ ଫିକ୍ସ ହେବ ବୋଲି ସୂଚନା ମିଳିଛି । ତେବେ ଶୋଭନା ନିଜ ଏନଗେଜ ମେଣ୍ଟ ରେ ବହୁତ ସୁନ୍ଦର ଲାଗୁଥିଲେ ।

ଏହା ସହ ସେ ତାଙ୍କ ହାତ ରେ ତାଙ୍କ ସ୍ଵାମୀଙ୍କ ନାଁ ରେ ମେହେନ୍ଦି ଲଗାଇବାର ଏହି ଭିଡିଓ ରୁ ଜଣା ପଡୁଛି । ସେ ତାଙ୍କ ମ୍ୟାରେଜ କୁ ନେଇ ବହୁତ ଖୁସି ଥିବାର ଜଣା ପଡ଼ୁଛନ୍ତି । ଏହା ସହ ସେ ତାଙ୍କ ଏନଗେଜ ମେଣ୍ଟ ତେ ବହୁତ ମଜା ମସ୍ତି କରିଛନ୍ତି । ଆଶା କରୁଛୁ ଶୋଭନାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଓ ସେ ଏମିତି ଆଙ୍କର ଭାବେ ନଜର ଆସୁଥାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆଙ୍କର ଶୋଭନାଙ୍କର ଆଙ୍କରିଙ୍ଗ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *