Ollywoodର ଏହି ହିରୋକୁ ଭଲ ପାଆନ୍ତି Bhumika! ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟକୁ ଜିତି ପାରିଛନ୍ତି । ଏହା ଛଡା ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଷ୍ଟାଇଲ ଅନ୍ଦାଜ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି ।

ଓଡିଆ ଜଗତର କଳକାର ମାନେ ନିଜ ଅଭିନୟ ଦୁନିଆରେ ହିଁ ଏମିତି କାହାକୁ ପ୍ରେମ କରି ବସନ୍ତି ତ ଆଉ କେହି ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକା ନିଜର ପ୍ରେମିକ ବିଷୟରେ କଣ କହିଛନ୍ତି ଓ ସେ କାହାକୁ ନିଜର ମନ ଦେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଓଲିଉଡ ଅଭିନେତ୍ରୀ ଭୂମିକା ଙ୍କୁ ବେଶ ଭଲ ଭାବେ ଜଣାଇଥିବେ । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ରୋମାଞ୍ଚକର ଅଟେ ଯାହା ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ସେ ଅନେକ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଅନେକ ଫିଲ୍ମ ରେ ସେ ଶିଶୁ କଳାକାର ଭାବେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ପ୍ରଥମ ଥର ପାଇଁ “ତୁ ମୋ ଲଭ ଷ୍ଟୋରି” ଫିଲ୍ମରେ ଅଭିନେତା ସ୍ଵରାଜଙ୍କ ସହ ଲିଡ ନାୟିକା ଭାବେ ଅଭିନୟ କରିଥିଲେ ଯାହା ପାଇଁ ଫିଲ୍ମ ଟି ହିଟ ମଧ୍ୟ ହୋଇଥିଲା । ସ୍ଵରାଜ ଓ ଭୂମିକାଙ୍କ ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା ।

ଏହା ପରେ ସେ ଅନେକ ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଛନ୍ତି । ବର୍ତ୍ତମାନ ସୂଚନା ଅନୁସାରେ ଭୂମିକାଙ୍କର ଆଗାମୀ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ରହିଛି “ଇଏ ବି ଗୋଟେ ଲଭ ଷ୍ଟୋରି” ଯେଉଁଥିରେ ସେ ଅଭିନେତା ଜ୍ୟୋତିଙ୍କ ସହ ଅଭିନୟ କରିବେ । ଏହି ଫିଲ୍ମ ରେ ଭୂମିକାରେ ଜ୍ୟୋତି ଙ୍କୁ ବହୁତ ଅଧିକ ଭଲ ପାଇବାର ଦେଖା ଯାଇଛି ।

ଏହି ଫିଲ୍ମ ରେ ଜ୍ୟୋତି ଙ୍କୁ ଭୂମିକା ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଛନ୍ତି ଓ ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ଯାହା ଭୂମିକା ନିଜ ରାଏ ରେ କହିଛନ୍ତି । ତେବେ କେବଳ ଫିଲ୍ମ ରେ ହିଁ ଭୂମିକା ନିଜ ପ୍ରେମିକଙ୍କ ବହୁତ ଭଲ ପାଉଛନ୍ତି

ବୋଲି କହିଛନ୍ତି । ତାଙ୍କର ରିୟଲ ଲାଇଫରେ ସେ କାହାକୁ ଭଲ ପାଆନ୍ତି ତାହା ଆଜି ଯାଏଁ ସ୍ପଷ୍ଟ କରି ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଭୂମିକାଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *