ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ କିଏ ଅବା ଜାଣି ନାହିଁ ସେ ତାଙ୍କ ଚାଣକ୍ୟ ନୀତିରେ ଏମିତି କେତେକ କଥା ଲେଖିଛନ୍ତି ଯାହା ସାମାନ୍ଯ ବ୍ୟକ୍ତି କେବେ ଚିନ୍ତା ମଧ୍ୟ କରି ପାରିବ ନାହିଁ କିନ୍ତୁ ଏହାକୁ ନିଜ ଜୀବନରେ କରିବା ଦ୍ଵାରା ମଣିଷକୁ ବହୁତ ପ୍ରକାର ଲାଭ ମିଳିବା ଆରମ୍ଭ ହୋଇଥାଏ ।
ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣିଥିବେ ପୃଷଙ୍କ ସ୍ଵଭାବ ବିଷୟରେ । ପ୍ରାୟତଃ ପୁରୁଷମାନେ ଅଧିକ ଏକ୍ସପ୍ରେସିବ ହୋଇନଥାନ୍ତି ସେ ନିଜ ମନ କଥା ଖୋଲିକି କାହାକୁ କହି ପାରନ୍ତି ନାହିଁ ।
୧. ଶରୀରରେ ଅଧିକ ବାଳଥିବା ପୁରୁଷ :
ସମୁଦ୍ର ଶାସ୍ତ୍ରରେ ଏହା ଲେଖା ହୋଇଛି ଯେ ଯେଉଁ ପୁରୁଷ ଶରୀରରେ ବହୁତ ଅଧିକ ବାଳ ହୋଇଥାଏ ଏହି ଭଳି ପୁରୁଷ ସବୁବେଳେ ସତ କଥା କହିଥାଏ, ଏହି ଭଳି ପୁରୁଷ ସମସ୍ତଙ୍କ ଆଦର ଓ ସମ୍ମାନ କରିଥାନ୍ତି, ଏହି ଭଳି ବ୍ୟକ୍ତି ମିଛ ଜମାବି ବର୍ଦାସ୍ତ କରନ୍ତି ନାହିଁ । ଏହି ଭଳି ପୁରୁଷ ଅନ୍ୟ ମାନଙ୍କୁ ଭଲ କଥା କରିବା ପାଇଁ କୁହନ୍ତି ।
୨. ଯାଇ ର ରହସ୍ୟ :
ସମୁଦ୍ର ଶାସ୍ତ୍ର ଅନୁଯାଇ ଯେଉଁ ପୁରୁଷ ପଦ ତଳିରେ ଯାଇ ହୋଇଥାଏ ତାଙ୍କୁ ବହୁତ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେବେ ଯେଉଁ ପ୍ପୁରୁଶ୍ଙ୍କ ପାଦ ତଳିରେ ଚକ୍ର ହୋଇଥାଏ ସେହି ଭଳି ପୁରୁଷ ବହୁତ କମ ହୋଇଥାନ୍ତି କିନ୍ତୁ ବହୁତ ମହାନ ହୋଇଥାନ୍ତି ଏହି ଭଳି ପୁରୁଷ ବହୁତ ବଡ ବଡ କାମ କରି ନା ପାଇଥାନ୍ତି । ଯେଉଁ ବ୍ୟକ୍ତିଙ୍କ ତର୍ଜନୀ ଆଙ୍ଗୁଳିରେ ଯାଇଥାଏ ଏହି ଭଳି ପୁରୁଷ ବହୁତ ଧାର୍ମିକ ପ୍ରବର୍ତୀର ହୋଇଥାନ୍ତି ।
ଯେଉଁ ପୁରୁଷଙ୍କ ଓଠରେ ଯାଇଥାଏ ସେହି ବ୍ୟକ୍ତିଙ୍କ କାମ ବାସନା ପ୍ରତି ଅଧିକ ରୁଚି ରହିଥାଏ । ଯେଉଁ ପୁରୁଷଙ୍କ ଆଖିରେ ଯାଇଥାଏ ସେହି ଭଳି ପୁରୁଷ ନିଜ ଜୀବନସାଥି ସହ ସବୁବେଳେ କଳହ କରିଥାନ୍ତି । ଯେଉଁ ବ୍ୟକ୍ତିଙ୍କ କପାଳରେ ଯାଇଥାଏ ସେହି ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ ଓ ଯେଉଁ ବ୍ୟକ୍ତିଙ୍କ ଗଳାରେ ଯାଇଥାଏ ସେହି ବ୍ୟକ୍ତି ନିଜ କଥା ଦ୍ଵାରା ସଫଳତା ପାଇଥାନ୍ତି ।
୩. ନଖ ର ଆକୃତି :
ଯେଉଁ ପୁରୁଷଙ୍କ ନଖରେ ଚନ୍ଦ୍ର ଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଶାରୀରିକ ଯନ୍ତ୍ରଣା ଅଧିକ ହୋଇଥାଏ । ତେବେ ଏହି ଭଳି ପୁରୁଷ ବହୁତ ରାଗି ସ୍ଵଭାବର ହୋଇଥାନ୍ତି ।
୪. ହାତର ଆଙ୍ଗୁଳି :
ଯେଉଁ ପୁରୁଷଙ୍କ ହାତ ଆଙ୍ଗୁଳି ପତଳା ଓ ଲମ୍ବା ହୋଇଥାଏ ସେହି ଭଳି ପୁରୁଷ ବହୁତ ସରଳ ଶାନ୍ତ ଓ କଳାକାର ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।