ଚାଣକ୍ୟ ନୀତି ବିଷୟରେ ବହୁତ ଲୋକ ଜାଣିଛନ୍ତି ତେବେ ଯେଉଁ ଲୋକ ନିଜ ଜୀବନରେ ଚାଣକ୍ୟ ନୀତି ବ୍ୟବହାର କରିଛନ୍ତି ସେ ଭଲ ଭାବରେ ଜାଣିଛନ୍ତି ଯେ ଚାଣକ୍ୟ ନିଜ ଜୀବନରେ ଏମିତି ଏମିତି କଥା କହିଛନ୍ତି ଯାହା ଅନୁଯାଇ ଗୋଟେ ବ୍ୟକ୍ତି ବହୁତ କିଛି କରି ପାରେ ଓ ନିଜ ଜୀବନ ରାଜା ଭଳି ବଞ୍ଚି ପାରେ କିନ୍ତୁ ବହୁତ ଲୋକ ଏହାକୁ ନିଜ ଜୀବନରେ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଏମିତି ୩ଟି କାମ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ସବୁ ଦୁଃଖ ଦୂର ହୋଇଯିବ ଓ ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ ।

୧. ଅଜଣା ସଫଳତା ପାଇଁ ପ୍ରତିଦିନ ପରିଶ୍ରମ କରିବା ଉଚିତ :
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାଇ ସଫଳତା ବା ଚାନ୍ସ ଆପଣଙ୍କୁ ପଚାରି ଆସି ନଥାଏ ଆପଣଙ୍କୁ ସବୁବେଳେ ଅଜଣା ମୋକା ପାଇଁ ରେଡି ରହିବା ଉଚିତ କାହିଁକିନା ଜୀବନରେ ବହୁତ କମ ଥର ଆପଣଙ୍କୁ ଚାନ୍ସ ମିଳିଥାଏ ଓ ଯଦି ଆପଣ ସେହି ସମୟରେ ରେଡି ନଥିବେ ତେବେ ଆପଣଙ୍କ ସଫଳତା ଆଉ କେହି ନେଇ ଯିବ । ଆଜି କାଳିକା ସମୟରେ ସବୁ କାମ ପାଇଁ କମ୍ପଟିସନ ବହୁତ ବଢି ଯାଇଛି ଯେଉଁ ଲୋକ ନିଜ ଜୀବନରେ କିଛି କରିବା ପ୍ପାଇନ ଇଛା ରଖନ୍ତି ତାଙ୍କୁ ସବୁବେଳେ ପରିଶ୍ରମ କରିବା ଉଚିତ କେଉଁ ଦିନ ସଫଳତା ମିଳି ଯିବ ତାର କିଛି ଭରସା ନାହିଁ ।

୨. ତ୍ୟାଗ ଓ ସମର୍ପଣ :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କୌଣସି ମଣିଷ ବିନା ତ୍ୟାଗ ଓ ପରିଶ୍ରମ ଓ ସମର୍ପଣରେ କେବେ ସଫଳତା ପ୍ରାପ୍ତ କରି ନଥାଏ । କିଛି ପାଇବାକୁ ହେଲେ ମଣିଷକୁ ବହୁତ କିଛି ତ୍ୟାଗ କରିବାକୁ ପଡିଥାଏ ଯେମିତି ସାମାନ୍ୟତଃ କ୍ଳାସରେ ଫଷ୍ଟ ଆସିବାକୁ ହେଲେ ମଜା ମସ୍ତି କ୍ଳାସ ବନ୍ଦ କରିବା ସାଙ୍ଗ ମାନଙ୍କ ସହ ବୁଲିବା, ନିଦ ସବୁ କିଛି ଭୁଲିବାକୁ ପଡିଥାଏ ଓ କେବଳ ପାଠ ମନେ ରଖିବାକୁ ପଡିଥାଏ ଠିକ ସେମିତି ଭଲ କେରିଅର ପାଇଁ ଆପଣଙ୍କୁ ନିଜ ଜୀବନ ବହୁ ମୂଲ୍ୟବାନ ଜିନିଷ ପଛରେ ଛାଡିବାକୁ ପଡିଥାଏ ।

୩. ପ୍ରତିଦିନ ତମର ଅନ୍ତିମ ଦିନ ଭାବି କାମ କର :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସଫଳତା କେବେ କହିକି ଆସି ନଥାଏ ତେବେ ଏହା ପାଇଁ ଆପଣଙ୍କୁ ପ୍ରତିଦିନ ୧୦୦% ଦବାକୁ ପଡିଥାଏ କିନ୍ତୁ ଯଦି କେଉଁ ଦିନ ଆପଣ ନିଜ କାମ ସଠିକ ଭାବରେ ନକରିବେ ଓ ସେହି ଦିନ କିଛି ଭଲ ଚାନ୍ସ ଆସେ ତେବେ ଆପଣଙ୍କୁ ନିଜ କାମ ଉପରେ ରାଗ ଲାଗିଥାଏ ଯେ ସବୁ ଦିନ ଭଲ କାମ କରୁଥିଲି ଆଜିବି କରିଥିଲେ ମତେ ସଫଳତା ପ୍ରାପ୍ତ ହୋଇଥାନ୍ତା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।