ଭାଗ୍ୟଶାଳି ଲୋକଙ୍କ ୪ଟି ଚିହ୍ନ- You are Lucky or Unlucky ?

ଦୁନିଆରେ ବହୁତ ଏମିତି ଲୋକ ଅଛନ୍ତି ଯାହାକୁ ଅନ୍ୟ ମାନେ ବା ସେ ନିଜେ ନିଜକୁ ବହୁତ ଭାଗ୍ୟଶାଳି ମନେ କରନ୍ତି କାହିଁକିନା ତାଙ୍କୁ ନିଜ ଜୀବନରେ ବହୁତ ସହଜରେ ବହୁତ କିଛି ପ୍ରାପ୍ତ ହୋଇଥାଏ । ତେବେ କିଛି ଲୋକ ଏମିତି ମଧ୍ୟ ହୋଇଥାନ୍ତି ଯିଏ ନିଜକୁ ବହୁତ ଦୁର୍ଭାଗ୍ୟଶାଳୀ ମନେ କରନ୍ତି କାହିଁକିନା ସେ ବହୁତ ପରିଶ୍ରମ କଲେ ମଧ୍ୟ ତା ଫଳ ପାନ୍ତି ନାହିଁ ଓ କିଛି ନା କିଛି ଖରାପ ତାଙ୍କ ସହ ଘଟିଥାଏ ।

ତେବେ ଏହା ଉପରେ ଗୋଟେ ବୈଜ୍ଞାନିକ ଅଧ୍ୟୟନ କଲେ ଓ ୪ଟି କଥା କହିଲେ ଯାହା ଦ୍ଵାରା ମଣିଷ ଭାଗ୍ୟଶାଳି ଓ ଦୁର୍ଭାଗ୍ୟଶାଳୀ ହୋଇଥାଏ ।

Image Courtesy: Google

୧. ଲକ୍ଷ ଉପରେ ନଜର

ଭାଗ୍ୟଶାଳି ଲୋକଙ୍କୁ ଲକ୍ଷ ଛଡା ଅନ୍ୟ କିଛି ଦେଖା ଯାଏ ନାହିଁ କିନ୍ତୁ ଦୁର୍ଭାଗ୍ୟଶାଳୀ ଲୋକଙ୍କୁ ଅନ୍ୟ ଜିନିଷ ଦେଖା ଦେଇଥାଏ ଲକ୍ଷ ନୁହ । ଯେମିତିକି ଭାଗ୍ୟଶାଳି ଓ ଦୁର୍ଭାଜ୍ଞାଶାଳୀ ଲୋକଙ୍କ ଗୃପ କରା ଗଲା ଓ ଗୋଟେ ନ୍ଯୁଜ ପେପର ଦେଇ ପଚରା ଗଲା ଏହି ନ୍ଯୁଜ ପେପରରେ କେତେ ଫଟୋ ଅଛି । ଏହାକୁ ଦେଖି ଭାଗ୍ୟଶାଳି ଲୋକ କେବଳ ୨ ସେକେଣ୍ଡରେ କହିଲେ ୪୩ କାହିଁକିନା ନ୍ଯୁଜ ପ୍ପେପରରେ ଲେଖା ହୋଇଥିଲା ଗଣିବା ଆବଶ୍ୟକ ନୁହ ୪୩ ଫଟୋ ଅଛି ଏହା ଛଡା ବଡ ବଡ ଅକ୍ଷରରେ ଲେଖା ହୋଇଥିଲା ୨୫୦ଟଙ୍କା ପ୍ରାଇଜ ମଧ୍ୟ ପାଇବେ କିନ୍ତୁ ଏହି ଲାଇନ କୌଣସି ଦୁର୍ଭାଗ୍ୟଶାଳୀ ଲୋକଙ୍କୁ ଦେଖା ଗଲା ନାହିଁ ଏହା ଛଡା ତାଙ୍କୁ ଫଟୋ ଗଣିବାରେ ୨ ମିନିଟ ଲାଗି ଗଲା ।

Image Courtesy: Google

୨. ଖରାପ ସମୟକୁ ମଧ୍ୟ ଭଲ ସାଇଟରୁ ଦେଖନ୍ତୁ :

ଅନଲକୀ ଲୋକ ସବୁବେଳେ କୌଣସି କଥା ପାଇଁ ଚିନ୍ତା କରାନ୍ତି ଯାହା ଦ୍ଵାରା ତାଙ୍କ ମାଇଣ୍ଡ ସବୁବେଳେ ନେଗେଟିବ ହୋଇଥାଏ । କିନ୍ତୁ ଲକି ଲୋକ ସବୁବେଳେ ଖରାପ ସମୟକୁ ମଧ୍ୟ ଭଲ ମନେ କରନ୍ତି କାହିଁକିନା ତାଙ୍କ ଅନୁଯାଇ ଆ ଠାରୁ ବି ଖରାପ ହୋଇ ପାରି ଥାନ୍ତା ଭାଗ୍ୟ ଭଲ ଏତିକି ରହିଲା ତେବେ ଲକି ଲୋକ ସବୁବେଳେ ଖରାପକୁ ମଧ୍ୟ ଭଲ ବିଚାର କରନ୍ତି ଯାହା ଦ୍ଵାରା ତାଙ୍କ ଟେନସାନ କମିଥାଏ ।

Image Courtesy: Google

୩. ନିଜ ମନ କଥା ଶୁଣିବା ଉଚିତ :

ବେଳେ ବେଳେ ଏମିତି ହୋଇଥାଏ ଯେଉଁ ସମୟରେ ଆମ ମନ କହିଥାଏ ଏହା କରିବା ଠିକ ରହିବ ନାହିଁ । ଏହି କାମ କର ନାହିଁ କିନ୍ତୁ ଆମେ କରିଥାଉ ଓ ପରେ ପଛତେଇଥାଉ । ତେବେ ଲକି ଲୋକ ପ୍ରାୟତଃ ନିଜ ମନ କଥା ମାନନ୍ତି ଓ ଅନଲକି ଲୋକ ଚାନସ ମାରିବା ପ୍ପାଇନ ନିଜେ ଗାତରେ ପଡିଥାନ୍ତି ।

Image Courtesy: Google

୪. ପୋଜେଟିବ ଭାବନା :

କେତେ ଲୋକ ନିଜ ଭିତରେ ବହୁତ ପଜେଟିବ ଭାବନା ରଖନ୍ତି ଯାହା ଫଳ ସ୍ୱରୂପ ବହୁତ ଥର ହାର ମାନିବା ପରେ ମଧ୍ୟ ତାଙ୍କୁ ନିଜ ସଫଳତା ପ୍ପ୍ରାପ୍ତ ହୋଇଥାଏ କିନ୍ତୁ ଅନଲକି ଲୋକ କିଛି ଥର ପ୍ରୟାସ କରିବା ପରେ ହବନି ଭାବି ପ୍ରୟାସ କରିବା ମଧ୍ୟ ଛାଡି ଦିଅନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *