ବାଛନ୍ତୁ ଏହି ପାନ ପତରୁ ଗୋଟେ ଦେଖନ୍ତୁ ନିଜ ଭବିଷ୍ୟ । ଓ ନିଜ ବିଷୟରେ କିଛି

ସଂସାର ର ସମସ୍ତ ଲୋକ ଚାହାନ୍ତି ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ । କିନ୍ତୁ ଏହା ସହ କାମ ବି କରିବାକୁ ପଡିବ । ମନୁଷ୍ୟ ର ପରିଶ୍ରମ ସହ ତାର ଭାଗ୍ୟ ବି ତା ସଙ୍ଗରେ ରହିବା ଦରକାର । ନହେଲେ ଯେତେ ବି ପରିଶ୍ରମ କଲେ କିଚ୍ଛି ହବନି । ବହୁତ ଲୋକ ଇଚ୍ଛା କରନ୍ତି ଆଗରୁ ଭବିଷ୍ୟତ ବିଷୟରେ ଜାଣିବା ପାଇଁ । ଆଜିକାଲି ଯୁଗରେ ସାଇନ୍ସ ହୁଏତ ଏମିତି କଥାରେ ବିଶ୍ୱାସ କରେନାହିଁ । କିନ୍ତୁ ବର୍ତ୍ତମାନ ଯେତେ ଆଡ଼ଭାନ୍ସ ହେଲେ ବି ଆମ ପୂର୍ବପୁରୁଷମାନଙ୍କ କଥା କେବେ ହେଲେ ମିଛ ନଥାଏ ।

ଏବେ ବି ବହୁତ କିଛି କଥା କୁ ଅନୁଧ୍ୟାନ କରି କୁହାଯାଇପାରେ ଆପଣଙ୍କ ଭବିଷ୍ୟତ କିପରି ହେବ । ତେବେ ଚିତ୍ର ରେ ଦିଆ ଯାଇଥିବା ହାର୍ଟ ରୁ ଗୋଟେ ମନେ ମନେ ବାଛନ୍ତୁ । ତାପରେ ନିଜ ଭବିଷ୍ୟତ କେମିତି ଜାଣନ୍ତୁ ।

୧ . ଯଦି ଆପଣ ପ୍ରଥମ ହାର୍ଟ କୁ ବାଛିନେବେ ମାନେ ଲାଲ ରଙ୍ଗର ହାର୍ଟ ତେବେ ଆପଣ ବହୁତ ଆକ୍ଟିଭ ପ୍ରକୃତିର ମଣିଷ । କିନ୍ତୁ ସବୁ ଜିନିଷ କୁ ନଜରଅନ୍ଦାଜ କରନ୍ତି । ଯଦି ଆପଣ ଗୋଟେ କାର୍ଯ୍ୟ ଠିକ ରେ ମନ ଧ୍ୟାନ ଦେଇ କରିବେ ତେବେ କେବେ ବି ବିଫଳ ହେବେନି । ସେ ଆପଣଙ୍କ ଚାକିରୀ ହେଉ କି ପ୍ରେମ ଆପଣ ନିଶ୍ଚିତ ସଫଳ ହେବେ ।

୨ . ଯଦି ଆପଣ ଦ୍ୱିତୀୟ ହାର୍ଟ ବାଛୁଛନ୍ତି ତେବେ ଆପଣ ନିକଟ ଭବିଷ୍ୟତରେ ଆପଣଙ୍କ ପରିବାର ବିଷୟରେ ଏକ ସୁଖବର ପାଇବେ । ଯେମିତି ନିଜ ପରିବାର କୁ ଭଲ ପାଆନ୍ତି ସେମିତି ପାଆନ୍ତୁ । ।ଆପଣ ବି ଖୁସିରେ ରହିବେ ।

୩ . ଯଦି ତୃତୀୟ ହାର୍ଟ ମାନେ ବାଇଗଣୀ ରଙ୍ଗର ହାର୍ଟ ବାଛିଥାନ୍ତି ତେବେ ଆପଣ ନିଶ୍ଚିତ ହେଇଯାଅନ୍ତୁ । କାରଣ ଅଳ୍ପ ଚେଷ୍ଟା ରେ ବି ଆପଣଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ଟିକେ କମ ରାଗନ୍ତୁ । ବନ୍ଧୁଗଣ ଏହା ମନୋବିଜ୍ଞାନୀ ମାନଙ୍କ ମତରେ ଆପଣଙ୍କ ଭବିଷ୍ୟତ ଏହିପରି । ବେଳେବେଳେ ମନୋବିଜ୍ଞାନୀ ବି ଏମିତି ସତ୍ୟ କହିଥାନ୍ତି ତାହା ଠିକ ହୋଇଥାଏ । ତେଣୁ ପରିଶ୍ରମ କରନ୍ତୁ ଆଉ ଭାଗ୍ୟ ଉପରେ ଭରସା ରଖନ୍ତୁ ।

Leave a Reply

Your email address will not be published. Required fields are marked *