ବାଛନ୍ତୁ ଗୋଟେ ହୃଦୟ, ଜାଣନ୍ତୁ ନିଜ ଜୀବନସାଥି ବିଷୟରେ- Color Astrology

ଆଜି ଆମେ ଆପଣଙ୍କୁ ତିନୋଟି ହାର୍ଟ ଶେପ ଦେଖେଇବୁ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହେବ । ଆପଣ କହିବେ ଆପଣଙ୍କୁ କେଉଁ କଲର ହାର୍ଟ ଶେପ ଭଲ ଲାଗୁଛି । ବନ୍ଧୁଗଣ ଯଦି ଆପଣ ରେଡ କଲର ହାର୍ଟ ଶେପ ପସନ୍ଦ କରିଛନ୍ତି ଆପଣ ଆପଣଙ୍କ ଜୀବନସଠିକୁ ବହୁତ ସୁନ୍ଦର ଲାଗନ୍ତି । ଆପଣ ଜୀବନସାଥି ବେସୀ କଥାକହିବାକୁ ପସନ୍ଦ କରିନଥାନ୍ତି ।

କିନ୍ତୁ ଝଗଡା କରିବାରେ ମାହିର ହୋଇଥାଏ ।ଆପଣଙ୍କ ଜୀବନ ସାଥିକୁ ବହୁତ ରାଗ ଆସିଥାଏ ଓ କଣ୍ଟ୍ରୋଲ କରିପାରନ୍ତି ନହିଁ । ଆପଣଙ୍କ ଜୀବନସାଥି ନିଜ ମନ ହିସାବରେ କାମ କରିଥାନ୍ତି ଓ ଜିଦି ମଧ୍ୟ ହୋଇଥାନ୍ତି । ଆପଣଙ୍କୁ ସନ୍ଦେହ ମଧ୍ୟ ବହୁତ ହୋଇଥାଏକି ସେ ଆଉ କାହା ସହିତ କଥା ହେଉନାହାଁନ୍ତିତ ।

ହୋଇପାରେ ଆପଣଙ୍କ ଭିତରେ ଝଗଡା ହୋଇଥାଏ କିନ୍ତୁ ଆପଣ ଆପଣଙ୍କ ଜୀବନସାଥିକୁ ବହୁତ ପ୍ରେମ କରିଥାନ୍ତି । ଯଦି ଆପଣ ହଳଦିଆ ହାର୍ଟ ଶେପ ପସନ୍ଦ କରିଛନ୍ତି ତାହେଲେ ଆପଣଙ୍କ ଜୀବନସାଥି ବହୁତ ଲାଜକୁଳା ହୋଇଥାନ୍ତି । ସେ କେବେ ଖୋଲିକି ତାରିଫ କରିପାରନ୍ତି ନହିଁ । ଆପଣଙ୍କ ଜୀବନ ସାଥୀକୁ ମିଛ ପସନ୍ଦ ହୋଇନଥାଏ ଓ ଯଦି ଜଣାପଡେ ସେ କ୍ଷମା ମଧ୍ୟ କରିଦେଇଥାନ୍ତି ।

ଯଦି ଆପଣ କିଛି କଥା ତାଙ୍କୁ ଲୁଚାଇଥାନ୍ତି ତାଙ୍କ ହ୍ରୁଦୟକୁ ବହୁତ କଷ୍ଟ ହୋଇଥାଏ । ସେଥିପାଇଁ ଆପଣ ଓ ଆପଣଙ୍କ ଜୀବନସାଥି ଭିତରେ ବହୁତ ଦିନ ପର୍ଯ୍ୟନ୍ତ କଥା ହୁଅନ୍ତି ନହିଁ । ଯଦି ଆପଣ ଗୋଲାପି ରଙ୍ଗର ହାର୍ଟ ଶେପ ପସନ୍ଦ କରିଛନ୍ତି ତାହେଲେ ଆପଣଙ୍କ ଜୀବନସାଥି ବହୁତ ସୁନ୍ଦର କଥା କହିଥାନ୍ତି । ସେ ବହୁତ ନଖରେ ମଧ୍ୟ ବହୁତ କରିଥାନ୍ତି । ସେ ବହୁତ ଭଲ ପାଇଥାନ୍ତି କିନ୍ତୁ ଦେଖେଇ ହୋଇ ହୋଇନଥାନ୍ତି ।

ସେ ଆପଣଙ୍କୁ ଟେନସନ ବି କରିଥାଏ । ଆପଣଙ୍କ ଜୀବନସାଥୀ ଭିତରେ ରାଗ ବହୁତ ଥାଏ କିନ୍ତୁ କେମିତି କଣ୍ଟ୍ରୋଲ କରାଯାଏ ତାକୁ ବହୁତ ଭଲ ଭାବରେ ଜଣା ଥାଏ । ସେ ଆପଣଙ୍କୁ ବହୁତ ପ୍ରେମ ମଧ୍ୟ କରିଥାନ୍ତି ସେ ଟିକେ ଲାଜକୁଲା ହୋଇଥିବାରୁ ଖୋଲିକି କଥା ହୋଇପାରନ୍ତି ନହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *