ବହୁତ ଧନୀ ଅଟନ୍ତି ‘Taarak Mehta ka Ooltah Chashmah’ ର ଅବ୍ଦଦୁଲ…. ( ସରଦ ସଙ୍କଲା)ଙ୍କ ସମ୍ପତି ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ତାରକା ମେହେତାକା ଉଲ୍ଟା ଚଷମା ସବୁଠୁ ଚର୍ଚିତ ସୋ ମଧ୍ୟରୁ ଗୋଟେ ଅଟେ । ଏଥିରେ ସବୁ ଚରିତ୍ର ମାନେ ବହୁତ ଦମଦାର ଅଭିନୟ କରନ୍ତି । ସବୁ ଚରିତ୍ର ତାର ଅଭିନୟକୁ ବହୁତ ଭଲରେ ନିଭାଇ ଥାଏ । ତାରକା ମେହେତାକା ଉଲ୍ଟା ଚଷମା ସୋରେ ଅବଦୁଲ ଚରିତ୍ରରେ ଅଭିନୟ କରୁଥିବା ସରଦ ସଙ୍କଲଙ୍କୁ ଇଣ୍ଡସଷ୍ଟ୍ରୀରେ ୨୫ ବର୍ଷରୁ ଅଧିକ କାମ କଲେଣି । ମିଡିଆ ରିପୋର୍ଟ ମୁତାବିକ ଶରଦ ୩୫ ରୁ ଅଧିକ ଫିଲ୍ମ ଓ ବହୁତ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି ।

କଣ ଆପଣ ଜାଣିଛନ୍ତିକି ନିଜ ପରିଚୟ ବନେଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡିଛି । ଶରଦଙ୍କ ପ୍ରଥମ ଦରମା ୫୦ ତାଙ୍କ ଥିଲା । କିନ୍ତୁ ଏବେ ସେ ଦୁଇଟି ରେଷ୍ଟୁରେଣ୍ଟର ମାଲିକ ଅଟନ୍ତି ।ଆସନ୍ତୁ ଜାଣିବା ଶରଦଙ୍କ ଜୀବନ ସହିତ ଜଡିତ କିଛି କଥା ।

ମିଡିଆ ରିପୋର୍ଟ ମୁତାବିକ ଶରଦ ପ୍ରଥମ ଥର ୧୯୯୦ ରେ ଫିଲ୍ମ ବଂଶରେ କ୍ୟାମେରା ସାମ୍ନାକୁ ଆସିଥିଲେ । ସେ ଚାର୍ଲି ଚାପଲୀନ ଙ୍କ ଚରିତ୍ରରେ ଅଭିନୟ କରିଥିଲେ, ବହୁତ ଛୋଟ ଚରିତ୍ର ଥିଲା । ସେହି ସମୟରେ ସରଡାଙ୍କୁ ମାତ୍ର ୫୦ ଟଙ୍କା ମିଳୁଥିଲା । ଏହାପରେ ସେ ଖିଲାଡି, ବାଜିଗର, ବାଦଶା,ଭଳି ବଡ ଫିଲ୍ମରେ କାମ କରିଛନ୍ତି ।  କିନ୍ତୁ ଏହା ପରେ ମଧ୍ୟ  ସେ ଆଠବର୍ଷ ପର୍ଯ୍ୟନ୍ତ ଚାକିରି ଛାଡି ବସିଥିଲେ ।

ଏହାପରେ ସେ ତାରକା ମେହେତାକା ଉଲ୍ଟା ଚଷମାରେ କାମ କରିଥିଲେ ଓ କେବେ ଆଉ ପଛକୁ ବୁଲି ଦେଖିନଥିଲେ । ଶରଦ ଦୁଇଟି ରେଷ୍ଟୁରେଣ୍ଟର ମାଲିକ ମଧ୍ୟ ଅଟନ୍ତି ।  ତାଙ୍କର ଗୋଟେ ରେଷ୍ଟୁରେଣ୍ଟ ପାର୍ଲେ ଜୁହୁରେ ଓ ଆଉ ଗୋଟେ ଚାର୍ଲି କବାବ ଅନ୍ଧେରିରେ ଅଛି । ସାରଦାଙ୍କୁ ପ୍ରତି ଏପିସୋଡ ୧୫ ହଜାର ଟଙ୍କା ମିଳୁଛି । ସରଦାଙ୍କ ସମ୍ପତି ପାଖାପାଖି ୧୯ କୋଟି ଟଙ୍କା ଅଟେ ।

ସରଦାଙ୍କ ଜନ୍ମ ୧୯ ଜୁନ ୧୯୬୫ ମୁମ୍ବାଇରେ ହୋଇଥିଲା । ତାଙ୍କର ସ୍ତ୍ରୀଙ୍କ ନାମ ପ୍ରେମିଲା ସାଙ୍କଲା ଅଟେ ଓ ଦୁଇଜଣଙ୍କ ବିବାହକୁ ୨୭ ବର୍ଷ ହୋଇଗଲାନି । ସରଦାଙ୍କ ଝିଅର ନାମ କୃତୀକା ଓ ପୁଅର ନାମ ମାନବ ଅଟେ । ଶରଦ ପାଠପଢା ଛାଡି ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଗୋଟେ ବିଜ୍ଞାପନ ଇଡି ଚେରୀ ବ୍ଲୋଜମ ସୁ ପଲିସରେ ଚାର୍ଲି ଚାପଲିଙ୍କ ରୋଲ କରିଥିଲେ, ଯାହା ବହୁତ ପ୍ରସିଦ୍ଧ ହୋଇଥିଲା ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *