ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ? ଏହା ସହ ଆହୁରି 13 Gk Questions & Answers

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।

ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

ପ୍ରଶ୍ନ :- ମୁଁ ବାୟୁଠାରୁ ହାଲୁହା କିନ୍ତୁ ସହେ ଲୋକ ମୋତେ ସାବଧାନରେ ଉଠାନ୍ତୁ ମୁଁ କିଏ ?

ଉତ୍ତର – ବେଲୁନ

ପ୍ରଶ୍ନ :- ଆହାତରୁ ତା ହାତ ହୁଏସେ ବହୁତ ଜା ହାତରେ ରହିଲା ସିଏ ମଜଭୁତ ?

ଉତ୍ତର – ଟଙ୍କା

ପ୍ରଶ୍ନ :- ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାହାର ଦନ୍ତର ରଙ୍ଗ କଣ ହୋଇଥିବ ?

ଉତ୍ତର – ଜନ୍ମ ହେବା ମାତ୍ରେ ଦାନ୍ତ ଉଠିନଥାଏ

ପ୍ରଶ୍ନ :- ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?

ଉତ୍ତର – ନାମ

ପ୍ରଶ୍ନ :- ମମତା ଦେବୀଙ୍କର ପାଞ୍ଚ ଜଣ ପୁଅ ସମସ୍ତଙ୍କର ଜେନ ଲେଖାଏଁ ଭଉଣୀ ମମତା ଦେବୀଙ୍କର ସମୁଦୟ କେତେଜଣ ସନ୍ତାନ ?

ଉତ୍ତର – ୬ ଜଣ

ପ୍ରଶ୍ନ :- ମାଧ୍ୟାକର୍ଷଣ ଶକ୍ତି ବିଷୟରେ ବିଶ୍ଵବସୀଙ୍କୁ କିଏ ପ୍ରଥମେ ଅବଗତ କରାଇଥିଲେ ?

ଉତ୍ତର – ସାର ଆଇଜାକ ନିଉଟନ

ପ୍ରଶ୍ନ :- ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ମୁଁ କିଏ ?

ଉତ୍ତର – ଚିୱୀନି ଡଗ

କାରଣ ତାଙ୍କର ମାକୁ କୁକୁର ଓ ତାଙ୍କ ବାପାଙ୍କୁ କଦଳୀ ବୋଲି କୁହାଯାଏ ।

ପ୍ରଶ୍ନ :- କଣ ଟାଣ ଖରାରେ ମଧ୍ୟ ସୁଖୀ ନଥାଏ ?

ଉତ୍ତର – ଝାଳ

ପ୍ରଶ୍ନ :- ସୂର୍ଯ୍ୟ ପୃଥିବୀ ପୃଷ୍ଠରେ ଆଜି ପର୍ଯ୍ୟନ୍ତ କଣ ଦେଖି ନାହିଁ ?

ଉତ୍ତର – ଅନ୍ଧାର,

ପ୍ରଶ୍ନ :- ଏମିତି କଣ ଅଛି ଯାହା ପାଣି ପିଇବା ଦ୍ଵାରା ମରିଯାଇଥାଏ ?

ଉତ୍ତର – ଶୋଷ

ପ୍ରଶ୍ନ :- କେଉଁ ମାଛ ସମୁଦ୍ରରେ ପହଁରି ପାରେ ନାହିଁ ?

ଉତ୍ତର :- ସେଲଫିଶ, ଏହା ହେଉଛି ଗୋଟେ ଇଂରାଜୀ ଶବ୍ଦ । ଗୋଟେ ଇଂରାଜୀ ସବ୍ଦ ପାଣିରେ ପହଁରିବା ସମ୍ବଭ ହୋଇନଥାଏ ।

ପ୍ରଶ୍ନ :- ଏପରି କେଉଁଠାରେ ଅଛି ଶେଠୀ ନଦୀ ଅଛି କିନ୍ତୁ ପାଣି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସଡକ ଅଛି କିନ୍ତୁ ଗାଡି ନାହିଁ, ସହର ଅଛି କିନ୍ତୁ , ଘର ନାହିଁ ?

ଉତ୍ତର – ମାନଚିତ୍ର

ପ୍ରଶ୍ନ :- ଗାଈ କ୍ଷୀର ଦେଇଥାଏ ଏବଂ କୁକୁଡା ଅଣ୍ଡା ଦେଇଥାଏ, ଆପଣ କୁହନ୍ତୁ ଏମିତି କିଏ ଅଛି ଯିଏ ଦୁଇଟା ଯାକ ଦେଇଥାଏ ?

ଉତ୍ତର – ଦୋକାନୀ

ପ୍ରଶ୍ନ :- ଏମିତି କଣ ଯାହାର ଓଜନ କିଛି ନୁହେଁ କିନ୍ତୁ କେହି ହେଲେ ତାକୁ ବହୁତ ସମୟ ପର୍ଯ୍ୟନ୍ତ ଧରି ରଖି ପାରନ୍ତି ନାହିଁ ?

ଉତ୍ତର – ଶ୍ଵାସ ପ୍ରଶ୍ଵାସ

ଯଦି ପ୍ରଶ୍ନ ଉତ୍ତର ଆପଣ ମାନଙ୍କୁ ଭଲ ଲାଗିଲା ଲାଇକ କରନ୍ତୁ ଆଉ ଏମିତି ନୂଆ ନୂଆ ପ୍ରଶ୍ନ ଦେଖିବା ପାଇଁ ସେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *