ସ୍ତ୍ରୀଲୋକ ମାନେ କରନ୍ତୁ ଏହି ଛୋଟ କାମ, ସ୍ଵାମୀ ରାତାରାତି ହୋଇଯିବେ କୋଟିପତି

ଭଗବାନ ହନୁମାନ ଅମର ବୋଲି ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରା ଯାଇଛି । ତେବେ କୁହା ଯାଇଛି ଯେ ଯେତେବେଳେ ଭଗବାନ ହନୁମାନ ଭଗବାନ ରାମଙ୍କ ସନ୍ଦେଶ ନେଇ ମାତା ସିତାଙ୍କ ପାଖକୁ ଯାଇଥିଲେ ସେତେବେଳେ ମାତା ବହୁତ ପ୍ରସନ୍ନ ହୋଇଥିଲେ ଓ ଭଗବାନ ହନୁମାନଙ୍କୁ ସୁଖ ସମୃଦ୍ଧି ସହ ଅମର ହବାର ବରଦାନ ମଧ୍ୟ ଦେଇଥିଲେ ଓ ମଣିଷ ଶୁଭ ପାଇଁ କଳିଯୁଗ ଅନ୍ତ ପର୍ଯ୍ୟନ୍ତ ଭଗବାନ ହନୁମାନଙ୍କୁ ପୃଥିବୀ ଉପରେ ବାସ କରିବା ପାଇଁ କହିଥିଲେ ।

ତେବେ ଏହି କାହାଣୀ ବହୁତ ଲୋକ ଜାଣିଥିବେ କିନ୍ତୁ ଆଜି ଆମେ ସ୍ତ୍ରୀ ମାନାଙ୍କୁ ଏମିତି ଗୋଟେ ଛୋଟ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଭଗବାନ ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ ଏହାର ଅର୍ଥ ପ୍ରଭୁ ହନୁମାନ ସମସ୍ତଙ୍କ ସଙ୍କଟ ସମୟରେ ସମସ୍ତଙ୍କୁ ରକ୍ଷା କରିଥାନ୍ତି ।

Image Courtesy: Google

କିନ୍ତୁ ଯେଉଁ ବ୍ୟକ୍ତି ଖରାପ କାମ କରିଥାଏ ବା ଅନ୍ୟ ମାନଙ୍କୁ କଷ୍ଟ ଦେଇଥାଏ ସେହି ଭଳି ବ୍ୟକ୍ତି ଉପରେ ଭଗବାନ କେବେ ସୁଖୀ ହୁଅନ୍ତି ନାହିଁ । କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ହନୁମାନ ଚାଳିଶା ସନ୍ଧ୍ୟା ବେଳେ ପାଠ କରିଥାଏ ଓ ବୁନ୍ଦି ଯୁକ୍ତି ଲଡୁ ଭଗବାନକୁ ଭୋଗ ସ୍ୱରୂପ ଅର୍ପଣ କରିଥାଏ ଓ ଏହା ସହ ବଞ୍ଚିଥିବା ଭୋଗ ଗରିବ ମାନଙ୍କ ମଧ୍ୟରେ ବାଣ୍ଟିଥାଏ ସେହି ଭଳି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ଆସେ ନାହିଁ ଯଦି କିଛି ଆସିବି ଯାଏ ତେବେ ଭଗବାନ ହନୁମାନ ତାଙ୍କୁ ବଞ୍ଚାଇଥାନ୍ତି ।

Image Courtesy: Google

ଏହି ଭଳି ବ୍ୟକ୍ତିଙ୍କ ଉପରେ ଭଗବାନ ହନୁମାନଙ୍କ କୃପା ରହିଥାଏ । ଯଦି ଆପଣଙ୍କୁ ସବୁବେଳେ କିଛି ନା କିଛି ସମସ୍ୟା ରହୁଛି ଓ ଆପଣଙ୍କୁ ବହୁତ ଚିନ୍ତା ମଧ୍ୟ ହେଉଛି ତେବେ ସବୁଦିନ ଭଗବାନ ହନୁମାନଙ୍କ ଚରଣରେ ଫିଟିକିରି ରଖନ୍ତୁ ଦେଖିବେ କିଛି ଦିନ ଭିତରେ ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ ଓ ଆପଣଙ୍କୁ ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଯିବ ।

Image Courtesy: Google

ଯଦି ଆପଣଙ୍କ ମନରେ କୌଣସି ମନସ୍କାମନା ଅଛି ଯାହା ପୂର୍ଣ୍ଣ ହେଉ ନାହିଁ ତେବେ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ନିଜ ଡାହାଣ ହାତ ଆଙ୍ଗୁଳିରେ ହନୁମାନ ଭଗବାନଙ୍କ ମସ୍ତକ ସିନ୍ଦୁର ନେଇ ଆସନ୍ତୁ ଓ ମାତା ସିତାଙ୍କ ଚରଣରେ ସେହି ସିନ୍ଦୁର ଲଗାଇ ନିଜ ମନସ୍କାମନା କହି ଦିଅନ୍ତୁ ଦେଖିବେ ବହୁତ ଶୀଘ୍ର ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହବ କିନ୍ତୁ ଯାହା କରିବେ ଶ୍ରଧା ଓ ବିଶ୍ଵାସ ସହ କରନ୍ତୁ ଦେଖିବେ ଫଳ ଅବଶ୍ୟ ପାଇବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *