ସାପ ଚୋଟ ମାରିବା ପରେ ତୁରନ୍ତ କରନ୍ତୁ ଏହି ଉପାୟ, ଏହି ଉପାୟ କାହା ଜୀବନ ବଞ୍ଚାଇ ପାରେ

ଆମ ଭାରତରେ ପ୍ରାୟତଃ ଜାଗାରେ ସାପ ଦେଖିବାକୁ ମିଳି ଥାନ୍ତି ତେବେ କେବେ ନା କେବେ କାହାକୁ ସାପ ଚୋଟ ମାରିବା କଥା ଶୁଣିବାକୁ ମିଳିଥାଏ ତେବେ ସଠିକ ଉପାୟ ବା ହସ୍ପିଟଲ ପାଖରେ ନହବା ଦ୍ଵାରା କେତେ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ହସ୍ପିଟଲ ପାଖରେ ନଥିଲେ ଆପଣ କରି ପାରିବେ ଓ ସେହି ଲୋକ ବା ନିଜକୁ ବଞ୍ଚାଇ ପାରିବେ । ପୁରା ଭାରତରେ ୩୦୦ ଠାରୁ ଅଧିକ ସାପ ପ୍ରଜାତି ଦେଖିବାକୁ ମିଳିଥାନ୍ତି ଯେଉଁଥିରେ କୋବ୍ରା, ଅଜଗର ଓ କେତେକ ବିଷାକ୍ତ ସାପ ମଧ୍ୟ ଭାରତ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ସାପ ଚୋଟ ମାରିବା ପରେ କରିବା ଉଚିତ ନୁହ ।

Image Courtesy: Google

୧. ଡରିବା :

ସାପ ଚୋଟ ମାରିବା ପରେ ମନ ବହୁତ ଦରିଥାଏ ଯେ ଆମ ମୃତ୍ୟୁ ହୋଇଯିବ ଆମେ କଣ କରିବୁ ତେବେ ନିଜ ମନକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ ଓ ଡରନ୍ତୁ ନାହିଁ । ତେବେ ଦରିଲେ ବା ଚିଲେଇଲେ ବା ଦୌଡିଲେ ଆମ ରକ୍ତ ଶୀଘ୍ର ପ୍ରବାହିତ ହୋଇଥାଏ ଯାହା ସହ ବିଆଇଏସ ମଧ୍ୟ ଶୀଘ୍ର ପ୍ରବାହିତ ହୋଇଥାଏ ଓ ପୁରା ଶରୀରରେ ବିଆଇଏସ ବ୍ୟାପୀ ଯାଏ ଓ ମଣିଷ ମୃତ୍ୟୁ ଶୀଘ୍ର ହୋଇଥାଏ ସେଥିପାଇଁ ଶାନ୍ତ ରୁହନ୍ତୁ ।

Image Courtesy: Google

୨. ତାନ୍ତ୍ରିକ :

ଭୁଲରେ ବି କୌଣସି ତାନ୍ତ୍ରିକ ପାଖରେ ଜାନ୍ତୁ ନାହିଁ ସେ ଆପଣଙ୍କ ଅସୁବିଧା କମ କରିବା ବଦଳରେ ବଢେଇ ଦବ ଯେତିକି ସମୟ ପାଇଛନ୍ତି ରୋଗୀକୁ ହସ୍ପିଟଲ ନେଇକି ଜାନ୍ତୁ ଏହି ଉପାୟ ଆଗ କାଳରେ କରା ଯାଉଥିଲା ଯେତେବେଳେ ହସ୍ପିଟଲ ସୁବିଧା ନଥିଲା ତେବେ କମ ବିଷାକ୍ତ ସାପ କାହାକୁ ମାରି ପାରନ୍ତି ନାହିଁ ସେଥିପାଇଁ ଲୋକ ତାନ୍ତ୍ରିକ ଉପରେ ଭରସା କରୁଥିଲେ ଯାହା ଫଳ ସ୍ୱରୂପ ଲୋକ ତାନ୍ତ୍ରିକ ଉପରେ ଭରସା କରୁଥିଲେ କିନ୍ତୁ ଆପଣ ଏହି ଭୁଲ କରନ୍ତୁ ନାହିଁ ଯେତେ ଶୀଘ୍ର ପାରୁଛନ୍ତି ହସ୍ପିଟଲ ଜାନ୍ତୁ ।

୩. କାଟିକା :

ବହୁତ ଲୋକଙ୍କ ଏହା ବିଚାର ହୋଇଥାଏ ଯେ ସାପ ଚୋଟ ମାରିଥିବା ଜାଗା ପାଖରେ କୌଣସି ବ୍ଲେଡ ବା ଛୁରୀରେ କାଟି ରକ୍ତ ବାହାର କଲେ ବିଆଇଏସ ବାହାରି ଯାଇଥାଏ କିନ୍ତୁ ଏହା ଉଚିତ ନୁହ । ଏମିତି କଲେ ରକ୍ତ ଅଧିକ ବାହାରି ପରେ ଓ ଚୋଟ ଖାଇଥିବା ବ୍ୟକ୍ତି ମୃତ୍ୟୁ ମଧ୍ୟ ହୋଇପାରେ ।

Image Courtesy: Google

୪. ବାନ୍ଧିବା :

ବହୁତ ଲୋକଙ୍କ ଏହା ଭାବନା ଥାଏ ଯେ ସାପ ଚୋଟ ମାରିଥିବା ଅଙ୍ଗ ବାନ୍ଧିବା ଦ୍ଵାରା ରକ୍ତ ପ୍ରଭାବ ରହିଯାଇଥାଏ ଯାହା ଦ୍ଵାରା ବିଆଇଏସ ପ୍ରବାହିତ ହୋଇନଥାଏ କିନ୍ତୁ ଏହା ଭୟଙ୍କର ହୋଇପାରେ ବାନ୍ଧିଥିବା ଅଙ୍ଗ କାଟିବାକୁ ବି ପଡି ପାରେ ସେଥିପାଇଁ ଭୁଲରେ ମଧ୍ୟ କୌଣସି ଅଙ୍ଗ ବାନ୍ଧନ୍ତୁ ନାହିଁ । ଏହା ଛଡା ବହୁତ ଲୋକ ଭାବନ୍ତି ଯେ ବିଷ ଚୁଚୁମି ବାହାର କରା ଯାଇ ପାରିବ ଏହା ପୂର୍ଣତଃ ଭୁଲ କଥା ଯେମିତି ପାଣିରେ କ୍ଷୀର ମିଶି ଯାଇଥାଏ ଠିକ ସେମିତି ରକ୍ତରେ ବିଷ ମିଶି ଯାଇଥାଏ ଯାହାକୁ ଚୁଚୁମିକି ବାହାର କରିବା ଅସମ୍ଭବ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *