ଏହି ଝିଅର ସାହସକୁ ଆଜି ପୁରା ଦୁନିଆ କରୁଛି ସଲାମ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ବର୍ତମାନ ସମୟରେ ସମସ୍ତଙ୍କ ପ୍ରାକୃତିକ ସୁନ୍ଦରତା ଗାୟବ ହବାକୁ ଲାଗିଛି, ଏବେ ସମସ୍ତଙ୍କୁ ନିଜ ସୁନ୍ଦରତା ଦେଖେଇବା ପାଇଁ ମେକଅପ ସାହାରା ନବାକୁ ପଡୁଛି, ଆପଣମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ବିବାହ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵପୂର୍ଣ ସମୟ ହୋଇଥାଏ ଏହି ସମୟ ସମସ୍ତଙ୍କ ପାଇଁ ବହୁତ ସୁନ୍ଦର ହୋଇଥାଏ, ସ୍ତ୍ରୀ ଓ ପୁରୁଷ ଜୀବନ ଏହି ଦିନ ପରେ ସମ୍ପୂର୍ଣ ଭାବରେ ବଦଳି ଯାଇଥାଏ । ଗୋଟେ ଝିଅ ତା ଜୀବନରେ ବିବାହ ପାଇଁ ବହୁତ ଗୁଡେ ସ୍ବାପନ ଦେଖିଥାଏ ଠିକ ସେମିତି ଗୋଟେ ପୁଅ ମଧ୍ୟ ନିଜ ଭାବି ସ୍ତ୍ରୀ ବିଷୟରେ କିଛି ଭାବନା ରଖି ଥାନ୍ତି । ତେବେ ବିବାହ ବହୁତ ବଡ ନିଷ୍ପତ୍ତି ହୋଇଥାଏ ସେଥିପାଇଁ ପୁଅ ଝିଅ ଦୁହିଙ୍କ ଦେଖା ଯାଏ ତା ପରେ ନିଷ୍ପତ୍ତି କରା ଯାଇଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ପଞ୍ଜାବ ଏମିତି ଗୋଟେ ନାରୀ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନରେ ନିଜ ସହ ବହୁତ ବଡ ସଂଘର୍ଷ କରିଛନ୍ତି ଯାହା ପରେ ବହୁତ ଥର ହାର ମାନିଲା ପରେ ସେ ନିଜକୁ ନିଜେ ଯେମିତି ଅଛନ୍ତି ଆପଣେଇ ନେଇଛନ୍ତି ଆମ ଭାରତରେ ବିବାହ ନିଶ୍ଚୟ ହେଲା ପରେ ଝିଅ ନିଜକୁ ଅଧିକ ସଜ ଏବଂ ସୁନ୍ଦର ବନେଇବାରେ ଲାଗିଥାନ୍ତି । ତେବେ ବିବାହ ବେଦିରେ ମଧ୍ୟ ଲୋକ କନ୍ୟା ମେକଅପ ଏବଂ ତାଙ୍କ କପଡା ବିଷୟରେ କଥା ହୋଇଥାନ୍ତି, ତେବେ ଆପଣ ଏହା ଭାବି ନିଅନ୍ତୁ ଯେ କନ୍ୟା ସୁନ୍ଦର ହବା ବହୁତ ଆବଶ୍ୟକ ଅଟେ ।

Image Courtesy: Google

କିନ୍ତୁ ଆଜି ଆମେ ଯାହା ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ତାଙ୍କ ନାମ ହର୍ନାମ ଅଟେ, ୨୩ ବର୍ଷୀୟ ହର୍ନାମ ଦେହ ଓ ଚେହେରାରେ ପୁରୁଷ ମାନଙ୍କ ଭଳି କଡା ଛୁଟି ଏବଂ ଦାଢି ଅଛି ଯାହା କାରଣରୁ ସେ ବହୁତ ଦୁଃଖୀ ରହୁଥିଲେ କିନ୍ତୁ ଶିଖ ହେଲା ପରେ ସେ ଏହାକୁ ନିଜର ଗୋଟେ ଭାଗ ବଲି ସ୍ଵୀକାର କରିଛନ୍ତି ।

Image Courtesy: Google

ହର୍ନାମ ପୋଲିସିଷ୍ଟି ଓଭରି ଶିଣ୍ଡ୍ରୋମ ନାମକ ରୋଗ ଦ୍ଵାରା ପୀଡିତ ଅଛନ୍ତି ଯାହା ଦ୍ଵାରା ତାଙ୍କ ଶରୀର ଓ ଚେହେରା ଉପରେ ପୁରୁଷଙ୍କ ଭଳି ଚୁଟି ଅଛି ଯାହା ଦ୍ଵାରା ପ୍ରଥମେ ସେ ବହୁତ ଦୁଃଖୀ ଥିଲେ ସେ ଏତେ ଡିପ୍ରେସନରେ ଥିଲେ ଯେ ସେ ଥରେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ଏହା ପରେ ସେ ବହୁତ ମଜବୁତ ହୋଇକି ବାହାରିଲେ ସେ ନିଜ ଏହି ରୂପକୁ ଆପଣେଇ ନେଇଛନ୍ତି ଓ ଏହା ସହ ଖୁସି ଅଛନ୍ତି । ସେ ଗୋଟେ ବ୍ରାଇଡଲ ଷୁଟ ମଧ୍ୟ ଦାଢି ଓ ପଗଡି ସହ କରିଛନ୍ତି ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଛି ।

Leave a Reply

Your email address will not be published. Required fields are marked *