ବହୁତ ବଦଳି ଯାଇଛନ୍ତି ‘କଭି ଖୁସି କଭି ଗମ’ ର ଛୋଟ ‘ପୂ’, ଏବେ ଚିହ୍ନିବା ବି କଷ୍ଟକର

୧୪ ଡିସମ୍ବର ୨୦୦୧ରେ କରନ ଜୋହର ନିର୍ଦେଶକ ଫିଲ୍ମ କଭି ଖୁସି କଭି ଗମ ରିଲିଜ ହୋଇଥିଲା । ଫିଲ୍ମ ରେ ଅମିତାବ ବଚନ, କାଜୋଲ, କରିନା, ଶାରୁଖ ଏବଂ ଜୟା ବଚନ ମୁଖ୍ୟ ଅଭିନେତା ଥିଲେ । କିଛି କଳାକାରମାନଙ୍କ ବଚପନ ଦେଖା ଗଲା, ଫିଲ୍ମରେ କରିନାଙ୍କ ବଚପନ ଅଭିନୟ ମାଲବିକା ରାଜ କରିଥିଲେ । ମାଲବିକା ନିଜ କ୍ୟୁଟନେସ ପାଇଁ ସମସ୍ତଙ୍କ ମନ କିଣି ନେଇ ଥିଲେ କିନ୍ତୁ କଣ ଆପଣ ଜାଣିଛନ୍ତି ସମୟ ସହ ମାଲବିକା କେତେ ବଦଳି ଯାଇଛନ୍ତି ।

ମାଲବିକା ସୋଶିଅଲ ମିଡିଆ ଉପରେ ବହୁତ ଏକ୍ଟିଭ ରୁହନ୍ତି, ମାଲବିକା ପ୍ରାୟତଃ ନିଜ ଫଟୋ ଇଂଷ୍ଟାଗ୍ରାମ ରେ ଶେୟର କରି ଥାନ୍ତି ।

ତାଙ୍କ ଫଟୋଜକୁ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ କରନ୍ତି, ଇଂଷ୍ଟାଗ୍ରାମ ରେ ମାଲବିକାଙ୍କ ଟ୍ରେଡିସନାଲ ଠାରୁ ଆରମ୍ଭ କରି ବିନ୍ଦାସ ଅବତାର ପର୍ଯ୍ୟନ୍ତ ଫଟୋଜ ଅଛି । ଆପଣ ଫଟୋ ରେ ଦେଖି ପାରନ୍ତି ମାଲବିକା କେତେ ବଦଳି ଯାଇଛନ୍ତି ।

କହିଦବାକୁ ଚାହୁଁଛୁ ଯେ ମାଲବିକା ପ୍ରଥମେ ଫିଲ କ୍ଯାପଟେନ ନୱାବ ରେ ନଜର ଆସିଥାନ୍ତେ, ଇମରାନ ହାସମୀ ପୋଷ୍ଟର ମଧ୍ୟ ରିଲିଜ ହୋଇ ଯାଇ ଥିଲା । କିନ୍ତୁ କୌଣସି କାରଣ ରୁ ଫିଲ୍ମ ଅଧାରେ ଲଟକି ଗଲା, ଏହା ପରେ ମାଲବିକା ଅନ୍ୟ ଏକ୍ଟର ସହ ଫିଲ୍ମ ରେ ନଜର ଆସିବା ପାଇଁ ରାଜି ଅଛନ୍ତି ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାଇ ମାଲବିକା ଏବେ ଡୈନୀ ଡେନ୍ଜୋଂଗପା ପୁଅ ରିନଜିଂଗ ଡେନ୍ଜୋଂଗପା ସହ ଫିଲ୍ମ ରେ ନଜର ଆସିବେ । ରିପୋର୍ଟ ଅନୁଯାଇ ଫିଲ୍ମ ନା ‘ସକ୍ଵାଡ’ ହବ ବୋଲି କୁହା ଯାଉଛି । ଫିଲ୍ମ ବିଷୟରେ କିଛି ଅଧିକ ଜଣା ପଡି ନାହିଁ, ମାଲବିକାଙ୍କର ଫିଲ୍ମ ଦୁନିଆ ସହ ପୁରୁଣା ସମ୍ପର୍କ ଅଟେ, ମାଲବିକା ପ୍ରସିଦ୍ଧ ଅଭିନେତା ଜଗଦୀଶ ରାଯଙ୍କ ନାତୁଣୀ । ୨୦୦୧ରେ ନିଜ ଛୋଟ ବେଳେ ଅଭିନୟ ପାଇଁ ମାଲବିକା ବହୁତ ପ୍ରଶଂସା ପାଇ ଥିଲେ ଦେଖା ଯାଉ ଏବେ ସେ ଦର୍ଶକଙ୍କ ମନ କିଣି ପାରୁଛନ୍ତି କି ନାହିଁ ।

ଏହି ଭଳି ଅନେକ ବଲୀଉଡ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Leave a Reply

Your email address will not be published. Required fields are marked *