ଦୁନିୟାର ପାଞ୍ଚୋଟି ରହସ୍ୟମୟୀ ଜାଗା, ଯାହା ରହସ୍ୟ ସମାଧାନ କରିବା ପାଇଁ ବୈଜ୍ଞାନିକ ଏବେ ବି ଅସମର୍ଥ

ଦୁନିଆରେ ଆଜି ବି କେତେକ ଜାଗା ସମାଧାନ ହୋଇ ନାହିଁ, ରହସ୍ୟମୟ ହୋଇ ରହିଛି । ବୈଜ୍ଞାନିକ କିଛି ରହସ୍ୟ ଉପରୁ ପର୍ଦା ଉଠାଇଛନ୍ତି, କିନ୍ତୁ ଦୁନିଆ ର କିଛି ରହସ୍ୟମୟ ଜିନିଷ ଉତ୍ତର ବୈଜ୍ଞାନିକ ବି ପାଇ ନାହାନ୍ତି । ଦୁନିଆ ରହସ୍ୟମୟ ଜାଗା ରେ ପରିପୂର୍ଣ୍ଣ ଅଛି, ଆସନ୍ତୁ ଜାଣିବା କିଛି ଏମିତି ଜାଗା ବିଷୟରେ ଯାହା ରହସ୍ୟ ବିଷୟରେ ବୈଜ୍ଞାନିକ ମଧ୍ୟ ଜାଣି ନାହାନ୍ତି । ଆସନ୍ତୁ ଜାଣିବା ସେହି ସବୁ ସ୍ଥାନ ବିଷୟରେ ।

ଡେଥ ବେଲି :

କୈଲିଫୋର୍ନିୟା ର ଡେଥ ବାଲି ରେ ଉପସ୍ଥିତ ଖସୁଥିବା ପଥରର ରହସ୍ୟ ବୈଜ୍ଞାନିକ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହାନ୍ତି । ଏଠାରେ ଅଲଗା ଅଲଗା ଓଜନ କେତେକ ପଥର ଅଛି, ଯାହାକୁ ଦେଖିଲେ ଲାଗୁଛି ସେହି ପଥର ଖସିକିରି ଆଗକୁ ବଢିବ । ଏଠାରେ ଖସୁଥିବା ପଥର ଚିହ୍ନ ମଧ୍ୟ ଅଛି କିନ୍ତୁ କେହି ଜାଣି ପାରନ୍ତିନୀ ଏହାକୁ ଟାଣୁଛି କିଏ, ଏହା ଏହି ଜାଗାର ରହସ୍ୟ ।

ଡ୍ୟାନ୍ସିଙ୍ଗ ପ୍ଲେଗ :

୧୫୧୮ବର୍ଷ ଫ୍ରାନ୍ସ ର ଗୋଟେ ସହର ଷ୍ଟ୍ରାସବର୍ଗ ରେ ହଟାତ କେତେ ଲୋକ ନାଚିବା ଆରମ୍ଭ କରି ଦେଲେ, ଦିନ ରୁ ରାତି ଓ ରାତି ପରେ ପୁଣି ଦିନ କିନ୍ତୁ ଲୋକଙ୍କ ନାଚିବା ବନ୍ଦ ହେଲା ନାହିଁ, ଏମିତି ନାଚୁ ନାଚୁ କେତେକ ଲୋକଙ୍କ ମୃତ୍ୟୁ ହୋଇ ଗଲା । ଏହାକୁ ‘ଡ୍ୟାନ୍ସିଙ୍ଗ ପ୍ଲେଗ’ ନା ରେ ପ୍ରଚଳିତ, କିନ୍ତୁ ଏଯାଏଁ ଏହି ରହସ୍ୟ କେହି ଜାଣି ପାରିଲେନି ଯେ ଲୋକଙ୍କୁ କଣ ହେଇଥିଲା ?

ସ୍ଟୋନହେନ୍ଜ :

ଇଂଗ୍ଲୈଂଡ ର ୱିଲ୍ଟଶାୟର ରେ ସ୍ଥିତ ସ୍ଟୋନହେନ୍ଜ ଏ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି । ଗ୍ରେନିଟର ଏହି ବିଶାଲ ପଥରଙ୍କ ଉପରେ ଆଠଟି ଭାଷା ଅଙ୍ଗରେଜି, ସ୍ପେନିଶ, ସ୍ଵାହିଲି, ହିନ୍ଦୀ, ହିବୃ, ଅରବି, ଚାଇନୀଜ ଏବଂ ରଶୀୟନ ରେ ଲେଖା ଲାଇନ ଏପର୍ଯ୍ୟନ୍ତ ସମାଧାନ ହୋଇ ନାହିଁ । ଏହି ପଥର ଉପରେ ଲେଖା ଲାଇନ ଅର୍ଥ କେହି ବୁଝି ପାରି ନାହାନ୍ତି ।

ନାଜକା ଲାଇନ୍ସ :

ପେରୁ ର ନାଜକା ରେଗିସ୍ତାନ ରେ ଏହି ଆକୃତି ବୈଜ୍ଞାନିକଙ୍କ ପାଇଁ ଆଜି ପର୍ଯ୍ୟନ୍ତ ବୁଝି ହେଲା ନାହିଁ, କୁହାଯାଏ ଯେ ଏହି ଆକୃତି ଗୁଡିକ ୨୦୦ଈସା ପୂର୍ବ ରୁ ଏହି ଜାଗାରେ ଏହି ପରି ଅଛି ।

ଡେୱିଲ୍ସ ୱାଟରଫଲ୍ସ :

ମିନେସୋଟା ଡେୱିଲ୍ସ ୱାଟରଫଲ୍ସ ଦୁନିୟାର ସବୁଠାରୁ ରହସ୍ୟମୟ ଝରଣା ବୋଲି କୁହାଯାଏ । ଏହି ଝରଣା ଦୁଇଟି ଧାରା ଅଛି ଗୋଟେ ଧାରା ସାମାନ୍ଯ ରୂପରେ ତଳେ ପଡେ ଓ ପ୍ରବାହିତ ହୁଏ କିନ୍ତୁ ଦ୍ଵିତୀୟ ଧାରା ଗୋଟେ ବଡ ଖାଲରେ ପଡେ ଓ କେଜାଣେ କୁଆଡେ ଗାୟବ ହୋଇ ଯାଏ । ଏହି ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣି ପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *