ଚୁପ୍ ଚାପ୍ ଆଲମାରିରେ ରଖି ଦିଅନ୍ତୁ ଏହି ଗଛର ପତ୍ର, ଘରକୁ ଆସିବ ଖାଲି ପଇସା ହିଁ ପଇସା

ବେଦ ଓ ଉପନ୍ୟାସରେ ଓସ୍ତ ଗଛକୁ ବିଷ୍ଣୁଙ୍କ ସ୍ଵରୂପ ମନା ଯାଇଥାଏ । କେବଳ ହିନ୍ଦୁ ଧର୍ମରେ ନୁହେଁ ଆଧୁନିକ ବିଜ୍ଞାନରେ ମଧ୍ୟ ଓସ୍ତ ଗଛକୁ ମହତ୍ବପୂର୍ଣ୍ଣ କୁହାଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ ଲେଖାଯାଇଛି କି ଓସ୍ତ ଗଛର ସବୁ କୋରଡ, ସବୁ ପତ୍ର ଓ ସବୁ ଡାଳରେ ୬୪ କୋଟି ଦେବୀ ଦେବତା ବାସ କରନ୍ତି । ଯଦି କେହି ବ୍ୟକ୍ତି ଓସ୍ତ ଗଛର ଦିଆଯାଇଥିବା ଏହି ଉପାୟ ଗୁଡିକୁ ନିୟମିତ ମାନିବା ତେବେ ତାହାର ଭାଗ୍ୟ ତୁରନ୍ତ ବଦଳିଯିବ ।

ପ୍ରଥମ ଉପାୟ

ଓସ୍ତ ଗଛ ପତ୍ରର ଏହି ଉପାୟ ଆପଣାଇବା ପରେ ଆପଣ ମାନେ । ଓସ୍ତ ଗଛ ପତ୍ରକୁ ଶନିବାର ଦିନ ଆଣିକି ଗଙ୍ଗାଜଳରେ ଧୋଇ ଦିଅନ୍ତୁ ଓ ତାପରେ ହଳଦୀ ତଥା ଦହିର ଘୋଳ ବନାନ୍ତୁ ତାପରେ ଏହା ଉପରେ ଡାହାଣ ହାତର ଅନାମିକା ଆଙ୍ଗୁଳିରେ ଲେଖନ୍ତୁ ।

ଏହା ପରେ ଏହି ପତ୍ରକୁ ପୂଜା ସ୍ତାନରେ ଧୂପ ବତୀ ଦେଖେଇକି ନିଜର ପର୍ସ କିମ୍ବା ଆଲମାରୀରେ ରଖନ୍ତୁ । ସବୁ ଶନିବାର ଏହି ପତ୍ରକୁ ପୂଜକରିବା ସହିତ ବଦଳେଇଲେ, କିଛି ଦିନରେ ଆପଣଙ୍କୁ ଅନୁଭବ ହେବେ କି ଆପଣଙ୍କ ପର୍ସ କିମ୍ବା ଆଲମାରି ଧନରେ ଭର୍ତ୍ତି ହୋଇଯିବ । ସବୁଠାରୁ ମହତ୍ବପୂର୍ଣ୍ଣ କଥା ଏହାକି ଯେ ଯେତେବେଳେ ଆପଣ ପୁରୁଣା ପତ୍ରକୁ ବଦଲୁଛନ୍ତି ତାକୁ କୌଣସି ପବିତ୍ର ସ୍ତାନରେ ରଖନ୍ତୁ ।

ଦ୍ଵିତୀୟ ଉପାୟ

ପ୍ରତି ସପ୍ତାହର ମଙ୍ଗଳବାର ଓ ଶନିବାରକୁ ବ୍ରହ୍ମ ମୂହୁର୍ତ୍ତରେ ଉଠିକି ପ୍ରଥମେ କୌଣସି ଓସ୍ତ ଗଛର ୧୧ଟି ଭଲ ପତ୍ର ଆଣିବେ ଧ୍ୟାନ ରଖିବେ ସେହି ପତ୍ରରେ କୌଣସି କଣା ନଥିବ । ତାପରେ ସେହି ପତ୍ରକୁ ଭଲରେ ଧୋଇକି କୁମକୁମ କିମ୍ବା ଅଷ୍ଟଗଂଧ ବା ଚନ୍ଦନର ମିଶ୍ରଣରେ ଶ୍ରୀରାମଙ୍କ ନାମ ଲେଖନ୍ତୁ, ଏହା କରୁଥିବା ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ । ପୂଜା ସମାପ୍ତ ହେବ ପରେ ସେହି ପତ୍ରକୁ ମାଲା ବନେଇକି ହନୁମାନ ମନ୍ଦିର ଯାଇକି ଭଗବାନ ହନୁମାନଙ୍କୁ ଅର୍ପିତ କରନ୍ତୁ।

Leave a Reply

Your email address will not be published. Required fields are marked *