ଯଦି ଆପଣ କିନ୍ନରକୁ ଏହି ଜିନିଷ ମାଗିବାରେ ହୋଇଯିବେ ସଫଳ- ତେବେ ବଦଳି ଯିବ ଆପଣଙ୍କ ଭାଗ୍ୟ

ଯେଉଁ ମଣିଷ ଜୀବନରେ ଧନ ଓ ପଇସାର ଅଭାବ ଥାଏ ତାକୁ ଜୀବନରେ ବହୁତ ଅସୁବିଧାର ଶିକାର ହେବାକୁ ପଡିଥାଏ । ଧନ ପାଇବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ ଓ ଏହା ସହିତ ଧନର ଦେବୀ ମହାଲକ୍ଷ୍ମୀଙ୍କ କୃପାର ମଧ୍ୟ ଆବଶ୍ୟକ ହୋଇଥାଏ । ପ୍ରତି ଲୋକ ଚାହାନ୍ତି କି ତାଙ୍କ ପାଖରେ ଦାମିକିଆ ଗାଡି ହେଉ, ନିଜର ଗୋଟେ ଭଲ ଘର ହେଉ ଓ ବହୁତ ସାରା ଧନ ଥାଉ ।

ଏହି ପ୍ରକାରର ସପ୍ନ ବହୁତ ଲୋକ ଦେଖନ୍ତି କିନ୍ତୁ ଏହି ସ୍ଵପ୍ନକୁ ବହୁତ କମ ଲୋକ ପୁରା କରି ପାରିଥାନ୍ତି ।

ଜୀବନରେ ଏତେ ଅସୁବିଧା ବଢିଯାଏ କି ଆମର ପର୍ସ ଖାଲି ହୋଇଯାଏ । ଏହା ଦ୍ଵାରା ଆପଣ ବହୁତ ଖରାପ ପରିସ୍ଥିତିରେ ରହିଥାନ୍ତି । ଯଦି ଆପଣ ଚାହାନ୍ତି କି ଏହା ଆପଣଙ୍କ ସହିତ ନହେଉ ତେବେ ଆପଣ ଏହି ଜିନିଷର ଧ୍ୟାନ ରଖିବାକୁ ହେବ । ଯାହା ଦ୍ଵାରା ଆପଣଙ୍କ ପର୍ସ ସବୁବେଳେ ପଇସାରେ ଭରି ରହିବ ।

ଲକ୍ଷ୍ମୀ ପୂଜାରେ ଉପଯୋଗ କରଯାଇଥିବା ଚାଉଳ

ଶାସ୍ତ୍ର ଅନୁସାରେ ଧନର ସମସ୍ୟା ଦେଖାଗଲେ ମା ଲକ୍ଷ୍ମୀଙ୍କ ପୂଜା କରିବା ମଧ୍ୟ ଆବଶ୍ୟକ ହୋଇଥାଏ । ମନାଯାଏ କି ଚାଉଳ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ ଅନାଜ ଅଟେ, ଏହି କାରଣରୁ କୌଣସି ପୂଜାରେ ଦେବୀ ଦେବତାଙ୍କୁ ତିଲକ ଲଗେଇଲା ପରେ ଚାଉଳ ବି ଚଢାନ୍ତି । ଲକ୍ଷ୍ମୀ ପୂଜା ସମୟରେ ଚଢା ଯାଇଥିବା ଚାଉଳ ବହୁତ ବିଶେଷ ଅଟେ । ସେହି ଚାଉଳରୁ ୨୧ଟି ଦାନା ନେଇକି ଗୋଟେ କାଗଜ ପୁଡିଆ ବନେଇକି ନିଜ ପର୍ସରେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଶୁକ୍ର ଗ୍ରହ ତଥା ମାତା ଲକ୍ଷ୍ମୀଙ୍କ ସମ୍ବନ୍ଧିତ ସକାରାତ୍ମକ ଫଳ ପ୍ରାପ୍ତି ହେବ ।

ଓସ୍ତ ଗଛର ପତ୍ର

ମାନାଯାଏ ଓସ୍ତ ଗଛରେ ବିଷ୍ଣୁଙ୍କ ବାସ ସ୍ଥାନ ହୋଇଥାଏ ସେଥିପାଇଁ ଓସ୍ତଗଛ ପତ୍ର ଆଣିକି ଗଙ୍ଗାଜଳରେ ଧୋଇକି ପବିତ୍ର କରନ୍ତୁ । ଏଥିରେ କେସରରେ ଶ୍ରୀ ଲେଖିକି ନିଜ ପର୍ସରେ ଏମିତିଆ ଜାଗାରେ ଲୁଚେଇ ଦିଅନ୍ତୁ ଯେଉଁଠି କାହାର ନଜର ଯିବନି । ନିୟମିତ ଅନ୍ତରାଳରେ ଏହାକୁ ବଦଳେଇ ଦିଅନ୍ତୁ ।

କିନ୍ନର ଦେଇଥିବା ଶିକ୍କା (Coin)

କିନ୍ନର ଦ୍ଵାରା ଦିଆ ଯାଇଥିବା ଆଶୀର୍ବାଦ ବହୁତ କାମରେ ଆସେ କୌଣସି ବ୍ୟକ୍ତି ତାର ଅସୁବିଧାରୁ ମଧ୍ୟ ଏହି ଆଶୀର୍ବାଦ ଦ୍ଵାରା ବାହାରି ପାରିବ । ଯଦି ଆପଣଙ୍କ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଆପଣ କୌଣସି କିନ୍ନର ଠାରୁ ମାଗିକି ଗୋଟେ ଟଙ୍କିକିଆ ଆଣନ୍ତୁ । ଯଦି କିନ୍ନର ନିଜ ଖୁସିରେ ଦେଲା ତ ସେହି ଟଙ୍କିକିଆକୁ ଗୋଟେ ସବୁଜ କପଡାରେ ଗୁଡେଇ ନିଜର ପର୍ସ ବା ନିଜ ଆଲମାରିରେ ରଖନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ସମସ୍ୟା ଦୂର ହେଇଯିବ ।

ପର୍ସ ଓ ଚାବିକୁ ଟେବୁଲ ଉପରେ ରଖନ୍ତୁ ନାହିଁ

ଶାସ୍ତ୍ର ଅନୁସାରେ ପର୍ସ ଓ ଚାବିକୁ କେବେବି ଟେବୁଲ ଉପରେ ରଖନ୍ତୁ ନାହିଁ ଏହା କରିବା ଦ୍ଵାରା ଘରେ ପଇସାର ସମସ୍ୟା ଦେଖାଦେବ ।

ଗୁରୁଙ୍କ ଫୋଟୋ

କୁହାଯାଏ କି ପର୍ଶରେ ନିଜେ ମାନୁଥିବା କୌଣସି ଗୃରୁଙ୍କ ଫୋଟୋ ରଖିବା କଥା । ଏହା କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇନଥାଏ ।

Leave a Reply

Your email address will not be published. Required fields are marked *