ବୁଧବାର 18 ଡିସେମ୍ବର 2019 – ଆଜି ଏହି ୫ଟି ରାଶିଙ୍କ ଉପରେ ଗଣେଶଙ୍କର କୃପା ରହିବ, ବଦଳି ଯିବ ଭାଗ୍ୟ, ମିଳିବ ମନବାଞ୍ଛିତ ଫଳ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଏହା କେବଳ ୨୫% ଫଳ ବିଷୟରେ କହିଥାଏ, ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜିଚାକିରି ଲୋକଙ୍କ ଦରମା ବଢି ପାରେ, ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆଜି ଆପଣ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ରୁହନ୍ତୁ, କାହିଁକିନା ଆଜି କୌଣସି କାର୍ଯ୍ୟ ବିନା ପରିଶ୍ରମରେ ପୂର୍ଣ ହବ ନାହିଁ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ । ସବୁ ପ୍ରକାର ପରିସ୍ଥିତି ସହ ସାମ୍ନା କରିବା ପାଇଁ ଆପଣ ସକ୍ଷମ ଅଟନ୍ତି ।

ବୃଷ ରାଶି :

ଆଜି ଆପଣଙ୍କୁ ବିଦେଶ ଲାଭ ମିଳିବା ସଂକେତ ପାଇବେ, ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ । ଆଜି ଆପଣଙ୍କ ମନ ରେ କିଛି ଚିନ୍ତନ ରହିବ, କୌଣସି ପାରିବାରିକ ସମସ୍ଯା ଉଧାର ପାଇଁ ସକ୍ଷମ ହୋଇବେ । ଜୀବନସାଥୀ ସହ ଭୁଲ ବୁଝା ମଣା ହୋଇ ପାରେ, ବହୁତ ସିଗ୍ର ଆପଣଙ୍କୁ ନିଜ ଭାବନା ବା ଅନୁଭବ କହିବା ପାଇଁ ଚାନ୍ସ ମିଳିବ ।

ମିଥୁନ ରାଶି :

ଆଜି ଅଫିସ ରେ ଆପଣଙ୍କୁ କିଛି ଭଲ ଖବର ମିଳି ପାରେ, ତୀର୍ଥ ଯାତ୍ରା ସମ୍ଭାବନା ଅଛି । ବିଜଣେଶ ରେ ନିବେଶ କରିବା ପାଇଁ ଭଲ ସମୟ ଅଟେ, ଆର୍ଥିକ ଆୟୋଜନ ଭଲ ଭାବରେ ହୋଇବେ । ବ୍ୟବସାରେ ଲାଭ ପାଇବା ଆପଣଙ୍କ ପାଇଁ ଭଲ ସମୟ ଅଟେ, ଗାଡି ଚଳେଇଲା ବେଳେ ଧ୍ୟାନ ରଖନ୍ତୁ ।

କର୍କଟ ରାଶି :

ଆଜି ଆପଣ କାର୍ଯ୍ୟ କରିବା ପାଇଁ ଆଗେଇ ଯିବେ, ଗାଡି ଚଳେଇବା ସମୟରେ ସାବଧାନ ହୋଇ ଚଳେଇବା ଉଚିତ ଅଟେ । ଆଜି ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହୋଇବ, ଘରେ ଅତିଥି ଆସିଲେ ଘର ଲୋକେ ପ୍ରସନ୍ନ ହୋଇବେ । ବ୍ୟବସାରେ ଆପଣ ଧୀରେ ଧୀରେ ବିକାଶ କରିବେ ।

ସିଂହ ରାଶି :

ଆଜି ଆପଣଙ୍କ ଅଧିକାରୀ ପକ୍ଷ ଦ୍ଵାରା ସାହାଜ୍ଯ ପ୍ରାପ୍ତ ହୋଇ ପାରେ, ଆର୍ଥିକ ଉନ୍ନତି ପାଇଁ ଯୋଗ ହେଉଛନ୍ତି । ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ, ନିଜ ରାଗ ଏବଂ ଆବେଶ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ । ମହିଳା ସାଙ୍ଗ ସହ ଦେଖା ହୋଇ ପାରେ ଓ ତାଙ୍କ ସାହାଜ୍ଯ ରେ ଆପଣ ଲାଭ ମଧ୍ୟ ପ୍ରାପ୍ତ କରିବେ ।

କନ୍ୟା ରାଶି :

ଆଜି ସବୁ କ୍ଷେତ୍ର ସଫଳତା ସହ ପ୍ରେମରେ ମଧ୍ୟ ସଫଳତା ପ୍ରାପ୍ତ କରିବେ, ଟଙ୍କା ପଇସା କଥା ଆପଣଙ୍କୁ ଚିନ୍ତା ଦେଇ ପାରେ । ଆଜି ହଟାତ ଧନ ପ୍ରାପ୍ତି ଯୋଗ ଅଛି, କୋର୍ଟ ଆଇନ କାର୍ଯ୍ୟ ଠାରୁ ଦୂରେଇକି ରୁହନ୍ତୁ, ଚାକିରିଆ ଲୋକଙ୍କ ପାଇଁ ଭଲ ଯୋଗ ଅଛି । ଆର୍ଥିକ ଲାଭ ପ୍ରାପ୍ତ ହୋଇ ପାରେ ଏବଂ କାର୍ଯ୍ୟ କ୍ଷେତ୍ର ରେ ଉପଲବଧି ମଧ୍ୟ ମିଳି ପାରେ ଯୋଗ  ହେଉ ଅଛି ।

ତୁଳା ରାଶି :

କାମକାର୍ଯ୍ୟ ରେ ଚିନ୍ତା ଆପଣଙ୍କ ମାନସିକ ଶାନ୍ତି ଭଙ୍ଗ କରି ପାରେ, ଆଜି ଆପଣ ନିଜ ସାଙ୍ଗ ଦ୍ଵାରା କିଛି ଭଲ ଖବର ପାଇ ପାରନ୍ତି, ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ, ଆଜି ଆପଣଙ୍କ ଆତ୍ମବିଶ୍ଵାସ ଭଲ ରହିବ । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି ।

ବିଛା ରାଶି :

ଆଜି ଆପଣଙ୍କ ଦିନ ଗତ ଭଲ ଦିନ ଗୁଡିକ ମନେ ପକେଇବେ, ସାଙ୍ଗମାନଙ୍କ ସହ ଦେଖ ସମୟ ଆନନ୍ଦମୟ ହୋଇବ । ଶିକ୍ଷା କାର୍ଯ୍ୟ କ୍ଷେତ୍ର ରେ ସମ୍ମାନ ପ୍ରାପ୍ତ ହୋଇବ, ଛୋଟ ଛୋଟ କଥା ପାଇଁ ଆପଣ ରାଗିବେ । କୌଣସି କାର୍ଯ୍ୟ ପାଇଁ ଅବହେଳା କରନ୍ତୁ ନାହିଁ । ବ୍ୟବସାଇକ ଲୋକଙ୍କ ପାଇଁ ସମୟ ଚିନ୍ତା ର ବିଷୟ ଅଟେ, ଭାଗ୍ୟ ସାହାଜ୍ଯ ପାଇବେ, ଶିକ୍ଷା କାର୍ଯ୍ୟ ପାଇଁ ମାନ ସମ୍ମାନ ବଢିବ ।

ଧନୁ ରାଶି :

ନୂଆ କାର୍ଯ୍ୟ କରିବା ପାଇଁ ଭଲ ଓ ଶୁଭ ସମୟ ଅଟେ, ଏହା ଛଡା ଆର୍ଥିକ ଲାଭ ମଧ୍ୟ ପାଇ ପାରିବେ । ଆଜି ସବୁ ବୁଝି କାର୍ଯ୍ୟ କରନ୍ତୁ ଆଜି କିଛି ଛୋଟ ପରିବର୍ତନ ଦ୍ଵାରା ରୋଜଗାର ବଢି ପାରେ ବା ଖରାପ ମଧ୍ୟ ହୋଇ ପାରେ ସେଥିପାଇଁ ଧ୍ୟାନପୂର୍ଣ ହୋଇ କାର୍ଯ୍ୟ କରନ୍ତୁ । ଆଜି କାହା ସହ ଭୁଲ ବୁଝା ମଣା ହୋଇ ପାରେ, ପ୍ରପାର୍ଟି ସମ୍ବନ୍ଧିତ କୌଣସି ନିଷ୍ପତ୍ତି ବ୍ୟସ୍ତ ହୋଇ କରନ୍ତୁ ନାହିଁ, ଶିକ୍ଷା କ୍ଷେତ୍ର ରେ ସମାନ ପ୍ରାପ୍ତ ହୋଇ ପାରେ ।

ମକର ରାଶି :

ଆଜି ବିଦେଶ ରେ ରହୁ ଥିବା ସାଙ୍ଗ ବା ସମ୍ପର୍କୀୟ ଲୋକଙ୍କ ଖବର ପାଇ ଆପଣଙ୍କ ମନ ଭାଉକ ହୋଇ ଜୀବ । ଆପଣଙ୍କ ଦିନ ଆଜି ସୁଖପୂର୍ଣ ହୋଇବ, କାର୍ଯ୍ୟ ସ୍ଥଳ ରେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ । କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ଜୀବନ ବଦଳି ପାରେ ଏବଂ ସକାରାତ୍ମକ ବିଚାର ଉତ୍ତପନ ହେବ ।

କୁମ୍ଭ ରାଶି :

ଯୁବକ ଆଜି ନିଜ କୌଣସି ନୂଆ ଇଛା ପାଇଁ ଉତ୍ସାହିତ ରହିବେ, ନୂଆ ଜାଗା ଆପଣଙ୍କୁ ଖୁସି ପ୍ରଦାନ କରିବ । ପାରିବାରିକ ପରିସ୍ଥିତି ରେ ଯେତେ ପାରୁଛନ୍ତି ବିବାଦ ସ୍ଥିତି କୁ ଛାଡିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ଆର୍ଥିକ କାର୍ଯ୍ୟ ପାଇଁ ସାବଧାନ ରୁହନ୍ତୁ, ନିଜ ରାଗ ବା କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଚେଷ୍ଟା କରନ୍ତୁ, ପରିବାର ସହ କୌଣସି ଧାର୍ମିକ ଯାତ୍ରା ପାଇଁ ଯାଇ ପାରନ୍ତି ।

ମୀନ ରାଶି :

ଆଜି ଆପଣଙ୍କ ମନ ନିଜ ପାଇଁ ସମୟ ଖୋଜିବ, କାର୍ଯ୍ୟକୁ ଶାନ୍ତ ବାତାବର୍ଣ ରେ କାଲେ ଶାନ୍ତି ପ୍ରାପ୍ତ ହୋଇବ । ମାତାଙ୍କର ପୂର୍ଣ ସାହାଜ୍ଯ ପ୍ରାପ୍ତ ହୋଇବ, ବ୍ୟବସାଇକ ଲୋକଙ୍କ ପାଇଁ ଶୁଭ ସମୟ ଅଟେ । ଆଜି ଆପଣଙ୍କ ଭାବନା ଗୋଟେ କଥା ପାଇଁ ସ୍ଥିର ରହିବନି ତଥା ଲଗାତାର ପରିବର୍ତନ ହୋଇ ଚାଲିବ, ଭାବି ଥିବା କାର୍ଯ୍ୟ ପୂର୍ଣ ହୋଇ ପାରେ ।

Leave a Reply

Your email address will not be published. Required fields are marked *