କରୋନା ଭା-ଇ-ର-ସ ପୁରା ଭରତ ଦେଶର ଅଣ୍ଟା ଭାଙ୍ଗି ଦେଇଛି, ଏହି ମ-ହା-ମା-ରୀ ପାଇଁ ସମସ୍ତଙ୍କୁ ବହୁତ ଅସୁବିଧା ହେଉଛି ଆଉ ଏହି କାରଣ ପାଇଁ ଲୋକଙ୍କ ପାଖରେ ଏବେ ଖାଇବା ପାଇଁ ମଧ୍ୟ ଟଙ୍କା ନାହିନ କେତେକ ଲୋକ ନିଜ କାମ ଛାଡି ଗାଁରେ ଚାଷ କଲେଣି ଯାହା ଦ୍ଵାରା ତାଙ୍କୁ ଖାଇବା ପାଇଁ ଦୁଇ ସମୟ ମିଳି ଯାଉ ବୋଲି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କରୋନା ପାଇଁ ଟୀକା ଗୋଟେ ମାସ ହେଲାଣି ଦିଆ ଯାଉଛି କିନ୍ତୁ ଏହି ଟୀକା ଆପଣଙ୍କ ଶରୀର ଉପରେ ସଠିକ ଭାବରେ କାମ କରୁଛି ବା ନାହିନ କଣ ଆପଣ ଜାଣିଛନ୍ତି । ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ କିଛି ଲକ୍ଷଣ ବିଷୟରେ ବିସତାର ସହ ଜାଣିବା ।
ଆମେରିକା ର ଚିଫ ମେଡିକାଲ ଏଡଭାଇଜର ଡକ୍ଟର ଏନଥାନି ଫାଉଛି କହିବା ଅନୁଯାଇ ଯଦି ଭ୍ୟାକ୍ସିନ ଦ୍ଵିତୀୟ ଡୋଜ ନେଲା ପରେ ଆପଣଙ୍କୁ ହାଲ୍କା ଶରୀର ଦରଜ ଆଉ ଥଣ୍ଡା ଲାଗୁଛି ତେବେ ଏହା ଆପଣଙ୍କ ଶରୀରରେ ବହୁତ ଭଲ କାମ କରୁଛି । ତେବେ ଏହାର ଅର୍ଥ ଆପଣଙ୍କ ରୋଗ ପ୍ରତି ରୋଧକ କ୍ଷମତା ବଢୁଛି ଆଉ ଆପଣ ନୂଆ ଭା-ଇ-ର-ସ ସହ ଲଢିବା ପାଇଁ ରେଡି ହେଉଛନ୍ତି । ଏହି ବ୍ୟାକସିନ ଦ୍ଵାରା ଆପଣଙ୍କ ଶରୀରକୁ ଇମୟୂନ ସିଷ୍ଟମ କୋଭିଡ ୧୯ ସ୍ପାଇକ ପ୍ରୋଟିନ ନାମ ଭାଇରାଲ ପ୍ରୋଟିନ କୁ ଆମ ଶରୀର ଚିହ୍ନି ଥାଏ ।
ଆଉ ଏହା ସହ ଲଢିବା ପାଇଁ ଆମ ଶରୀର ଏନ୍ଟିବଡି ମଧ୍ୟ ତିଆରି କରିଥାଏ ଯାହା ଆମକୁ କରୋନା ଠାରୁ ଲଢିବା ପାଇଁ ସାହାଯ୍ୟ କରିଥାଏ । ଯେତେବେଳେ ବ୍ୟାକସିନ ଦିଆ ଯାଇଥାଏ ତେବେ ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ଦେଖା ଯାଇଥାଏ, ତେବେ ବ୍ୟାକସିନ ନେଇଥିବା କାନ୍ଧ ଦରଜ ହବା, ଥକା ଲାଗିବା, ଜର ଆସିବା, ମୁଣ୍ଡ ବିନ୍ଧା, ବାନ୍ତି ଇତ୍ୟାଦି ଲକ୍ଷଣ ଦେଇଖିବାକୁ ମିଳିଥାଏ ।
ଯଦି ଆପଣଙ୍କୁ ମଧ୍ୟ ଏହି ଭଳି ଲକ୍ଷଣ ଦେଖା ଯାଇଛି ତେବେ ଚିନ୍ତା କରନ୍ତୁ ନାହିଁ ଏହି ସବୁ ଲକ୍ଷଣ ଦେଖା ଯିବାର ଅର୍ଥ ଆପଣଙ୍କ ଶରୀରରେ ଭାକସିନ ଭଲ ଭାବରେ କାମ କରିଛି । ଭାକସିନ ନେଲା ପରେ ଯେତେ ପାରୁଛନ୍ତି ତରଳ ପଦାର୍ଥ ସେବନ କରନ୍ତୁ, ଯଦି ବାକସିନ ନେଇଥିବା ଜାଗା ଫୁଲି ଯାଇଛି ତେବେ ବର୍ଫ ଦ୍ଵାରା ସେକ ଦେଇ ଦିଅନ୍ତୁ ।
କୁହା ଯାଉଛି ଯେ ଭାରତର ସ୍ଵଦେଶୀ କୋଭାକସିନ କରୋନା ର 617 ବେରେଣ୍ଟ ବିରୁଦ୍ଧରେ କାରାଗାର ଅଟେ । ତେବେ କୋଭାକସିନ ଦୁନିଆର ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଢିଆ ଭାକସିନ ଅଟେ । ଏହି କଥାକୁ ନିଜେ ଆମେରିକାର ଚିଫ ମେଡିକାଲ ଏଡଭାଇଜର ଡକ୍ଟର ଏନଥାନି ମାନିଛନ୍ତି ଆଉ ସ୍ଵୀକାର କରିଛନ୍ତି ।