କରୋନା ଭ୍ୟାକ୍ସିନ ନେଲା ବେଳେ ନାଟକ କଲେ ଯୁବତୀ, ଡାକ୍ତର କହିଲେ କିଛି ଏମିତି…

ବନ୍ଧୁଗଣ, କରୋନା ମ-ହା-ମା-ରୀ ସାରା ବିଶ୍ଵରେ ମୁଣ୍ଡବଥା ର କାରଣ ପାଲଟିଛି । ପ୍ରତିଦିନ ଅଧିକାଂଶ ପରିମାଣରେ କରୋନା ସଂ-କ୍ର-ମି-ତ ରୋଗୀ ଚିହ୍ନଟ ହେଉଛନ୍ତି । ବନ୍ଧୁଗଣ ଗତବର୍ଷ ଏହି ମ-ହା-ମା-ରୀ ର ପ୍ରଥମ ଲହରୀ ସମସ୍ତଙ୍କୁ ବିଚଳିତ କରିଥିବା ବେଳେ, ସମସ୍ତଙ୍କ ଦୁଖ ଦୁର୍ଦ୍ଧଶା ର କାରଣ ହୋଇଥିଲା । ଏହି ମ-ହା-ମା-ରୀ ରେ ଅନେକ ମନୁଷ୍ୟ ସଂ-କ୍ର-ମି-ତ ହୋଇ ଜୀବନ ହରାଇଥିଲେ । ବନ୍ଧୁଗଣ ଅନେକ ପରିବାର କରୋନା କାରଣରୁ ବରବାଦ ହୋଇଯାଇଛି । ଗୋଟେ ମା ତାହାର ପୁଅକୁ, ଗୋଟେ ସ୍ତ୍ରୀ ତାହାର ସ୍ଵାମୀ କୁ, ପିଲାମାନଙ୍କୁ ଏହି ସଂକ୍ରମଣ ବାପା-ମା ଛିଉଣ୍ଡ କରିଦେଇଛି ।

ବନ୍ଧୁଗଣ ବର୍ତ୍ତମାନ ଏହାର ଦ୍ଵିତୀୟ ଲହରୀ ପ୍ରଥମ ଅପେକ୍ଷା ବହୁତ ଭୟାନକ ରୂପ ଧାରଣ କରି ମାଡି ଆସିଛି । ଏହି ରୋଗରୁ ସଂ-କ୍ର-ମି-ତ ହେବାରୁ ବଞ୍ଚିବା ପାଇଁ ସରକାର ଭ୍ୟାକ୍ସିନ ମଧ୍ୟ ବାହାର କରି ଟୀକା କରଣ କାର୍ଯ୍ୟ ଆରମ୍ଭ କରି ସାରିଲେଣି ।

ନିକଟରେ ଟୀକା କାରଣ କାର୍ଯ୍ୟ ଆରମ୍ଭ ମଧ୍ୟ ହେବାକୁ ଲାଗିଲାଣି । ବନ୍ଧୁଗଣ କରୋନା ର ଦ୍ଵିତୀୟ ଲହରୀ ବର୍ତ୍ତମାନ ଶିଶୁ ମାନଙ୍କୁ ବହୁଳ ଭବାରେ ଆକ୍ରାନ୍ତ କରିବାକୁ ଲାଗିଛି । ଆଜି ଆମ୍ଭେ ଆପଣଙ୍କୁ ଗୋଟିଏ ଯୁବତୀ କଥା କହିବାକୁ ଯାଉଅଛୁ । ଗୋଟିଏ ପାର୍ଶ୍ଵରେ ଲୋକେ ଟୀକା ନେବାକୁ ଅନାଇ ବସିଥିବା ସମୟରେ ଅପର ପାର୍ଶ୍ଵରେ ଏହି ଟୀକା କୁ ନେଉଥିବା କିଛି ଲୋକ ମୋମ୍ମି ମୋମ୍ମି ଚିଲାଉଛନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଏମିତି ଏକ ଦୃଶ୍ୟର ବିବରଣୀ ଦେବାକୁ ଯାଉଅଛୁ ଯାହା ବର୍ତ୍ତମାନ ଶୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି ।

ଆଜ୍ଞା ହଁ ବନ୍ଧୁଗଣ ଗୋଟିଏ ଯୁବତୀ ଭ୍ୟାକ୍ସିନ ନେବାକୁ ଡାକ୍ତର ପାଖକୁ ଗଲେ । ସେଠାରେ ଟୀକା ଦେବାକୁ ଡାକ୍ତର ବାହାରିଲା ବେଳକୁ ଦୁନିଆ ପ୍ରକାର ନଖରା ଦେଖାଇଲେ । ଡାକ୍ତର କହୁଛନ୍ତି ଚୁପ ରୁହ, ଚୁପ ରୁହ । କିନ୍ତୁ ଯୁବତୀ ଜଣଙ୍କ ଶୁଣିବାକୁ ନାରାଜ ଇଞ୍ଜେକ୍ସନ ଡାକ୍ତର ଡେନବାକୁ ଯାଉଥିବା ସମୟରେ ଯୁବତୀ ଜଣକ ଆ-ଆ, ଊ-ଊ, ମୋମ୍ମି-ମୋମ୍ମି ହେଉଥାନ୍ତି ।

ବନ୍ଧୁଗଣ ସାରା ଦେଶ ବର୍ତ୍ତମାନ ଯେଉଁ ପରିସ୍ଥିତି ରେ ଗତି କରୁଛି, ଏହି ପରିସ୍ଥିତିରେ ଯୁବତୀ ଜଣଙ୍କ ମୋମ୍ମି-ଡାଡୀ ହେଉଛନ୍ତି । ଏହା ଦେଖି ଡାକ୍ତର ରାଗି ଯାଇ କହିଲେ ତାଙ୍କର ପରିବାର ସଦସ୍ୟ କୁ ଯେ ୟାଙ୍କୁ ନେଇ ଯାଆନ୍ତୁ । ଏମିତି ହେଲେ ମୁଁ ଟୀକା ଦେଇ ପାରିବି ନାହିଁ ।

ଏହା କହିଲା ବେଳକୁ ଯୁବତୀ ଜଣକ ଡାକ୍ତରଙ୍କୁ ପୁଣି କହିଲା, ଯେ sorry sorry ଆପଣ ଭ୍ୟାକ୍ସିନ ଲଗାନ୍ତୁ । ମାତ୍ର ଡାକ୍ତର ଟୀକା ଲଗାଇଲା ବେଳକୁ ପୁଣିଥରେ ଯୁବତୀ କୁହନ୍ତି ଯେ, ମୋମି ଙ୍କୁ ଡାକି ପାରିବି ? ଡାକ୍ତର ରାଗିକି କହିଲେ “ନାଁ ଚୁପ ରୁହ” । ଯୁବତୀ କୁହନ୍ତି ଆରେ କିଛି ତ କହିବାକୁ ଦିଅ । ଏହା କହିବା ପରେ ଡାକ୍ତର ଇଞ୍ଜେକ୍ସନ ଲଗାଇଦେଲେ ।

ଏହାପରେ ଯୁବତୀ ଜଣଙ୍କ କୁହନ୍ତି ସରିଗଲା ଓଃ ହୋ; ଡାକ୍ତର କୁହନ୍ତି ‘ଚାଲି ଯା’ । ବନ୍ଧୁଗଣ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ଭାଇରାଲ ହେବାକୁ ଲାଗିଛି । ବନ୍ଧୁଗଣ କରୋନା ର ଆତଙ୍କ ଚାରିଆଡେ ଖେଳି ଯାଇଥିଲା ବେଳକୁ ଡାଡି-ମୋମ୍ମି ଡାକି ଏହି ଯୁବତୀ ଜଣଙ୍କ ଡାକ୍ତରଙ୍କ ମୁଣ୍ଡବଥା ଆରମ୍ଭ କରିଦେଲେ ।

ବନ୍ଧୁଗଣ ଆପଣଙ୍କୁ ଏହି ପ୍ରସଙ୍ଗ କିଭଳି ଲାଗିଲା ? ଦୟାକରି କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *