କରୋନା ସଙ୍କଟ : ଦେଶରେ ୧୨୫୧ କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଲା, ଗୋଟେ ଦିନରେ ୨୨୭ଟି ଲୋକ ସଂକ୍ରମିତ ଓ ୭ଟି ଲୋକ ମୃତ୍ୟୁ ବରଣ କରିଛନ୍ତି

ଦେଶରେ କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି, ସୋମବାରକୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୧୨୫୧ ହୋଇ ଯାଇଛି, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାଇ ଗତ ୨୪ ଘଣ୍ଟାରେ ୨୨୭ଟି ନୂଆ ଲୋକ ସଂକ୍ରମିତ ହୋଇଛନ୍ତି । ଏହା ଗୋଟେ ଦିନରେ ବଢିଥିବା ସବୁଠାରୁ ଅଧିକ ସଂକ୍ରମଣ ଅଟେ, ସବୁଠାରୁ ଅଧିକ ୨୦୨ କେସ କେରଳ ର ଅଟେ ଓ ଏହା ପରେ ୧୯୮ କେସ ମହାରାଷ୍ଟ୍ର ରେ ଆସଅଛି ।

ତେବେ ମହାରାଷ୍ଟ୍ରରେ ଦୁଇ ଲୋକଙ୍କ ସହ ଗତ ୨୪ ଘଣ୍ଟା ରେ ୭ଟି ସଂକ୍ରମିତ ଲୋକଙ୍କ ମୃତ୍ୟୁ ହୋଇଛି, ଏହାକୁ ମିଶେଇ ଦେଶରେ ସଂକ୍ରମଣ ଦ୍ଵାରା ମୃତକ ସଂଖ୍ୟା ବଢି ଯାଇ ୩୨ ହୋଇଯାଇଛି ।

୧୦୨ ସଂକ୍ରମିତ ଲୋକ ଭଲ ହୋଇଯାଇଛନ୍ତି, ଦିଲ୍ଲୀ ରେ ୨୫ ନୂଆ ସଂକ୍ରମିତ ଲୋକଙ୍କ ପରେ ୯୭ ରୋଗୀଙ୍କ କେସ ସାମ୍ନାକୁ ଆସିଛନ୍ତି । ଟେଲିକମ କମ୍ପାନୀ ଏୟରଟେଲ ଏହା ନିଷ୍ପତ୍ତି କରିଛନ୍ତି ଯେ ୧୭ ଏପ୍ରିଲ ପର୍ଯ୍ୟନ୍ତ ଇନକମିଙ୍ଗ ସେବା ବିନା ବାଧାରେ ଦିଆ ଯିବ, ଲୋ ଇନକମ ପ୍ରିପେଡ ୟୁଜର୍ସ କୁ ଫ୍ରି ରେ ୧୦ ଟଙ୍କା ଟକଟାଇମ ଦିଆଯିବ ।

ଗୌତମ ବୁଧ ନଗରରେ ୯୬ ସଂକ୍ରମିତ ଲୋକ :

ଏତେ ସରକାର ଦ୍ଵାରା ସତର୍କ କରା ଗଲା ପରେ ମଧ୍ୟ ୟୁପି ରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଚାଲିଛି, ସୋମବାର ଦିନ ୬ଟି ନୂଆ ଲୋକଙ୍କୁ ସଂକ୍ରମଣ ହବାର ଖବର ସାମ୍ନାକୁ ଆସିଛି, ଗୌତମ ବୁଧ ନଗରରେ ୩୭ ଲୋକ ଏହି ସଂକ୍ରମଣ ଦ୍ଵାରା ପୀଡିତ ଅଛନ୍ତି । ୟୁପିଏ ରେ ବର୍ତମାନ ଅନୁଯାଇ ୯୬ ସଂକ୍ରମିତ ଲୋକଙ୍କ ଖବର ସାମ୍ନାକୁ ଆସିଛି, ଏଥିରୁ ୧୪ଟି ସଂକ୍ରମିତ ଲୋକ ପୂର୍ଣ ରୂପରେ ଭଲ ହୋଇ ଯାଇଛନ୍ତି ।

ତେବେ ବରେଲୀ ରେ ମଧ୍ୟ ଗୋଟେ ୩୪ ବର୍ଷ ଯୁବକ କରୋନା ସଂକ୍ରମିତ ମିଳିଛି, କୁହା ଯାଇଛି ଯେ ଏହି ଲୋକ ଲଣ୍ଡନରୁ ଆସିଥିବା ଫାୟର କମ୍ପାନୀ ର ଅଡିଟର ସଂକ୍ରମଣ ରେ ଆସିଥିଲା ଯାହା ପରେ ଯୁବକ କରୋନା ସଂକ୍ରମଣ ରେ ଆସିଲା । ଦିଲ୍ଲୀ ପଞ୍ଜାବରୁ ଫେରୁଥିବା ଲୋକଙ୍କୁ ବରେଲୀ ରାସ୍ତାରେ ଅଟକାଇ ଲୋକଙ୍କୁ କେମିକଲ ଯୁକ୍ତ ପାଣିରେ ଗାଁ ଲୋକ ଗାଧେଇବାର ଅଭିଯୋଗ ଆସିଛି । ଏହି ଦୁଷ୍କର୍ମ ପାଇଁ ନିତୀଶ କୁମାର କଠିନ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ଓ ଦୋଷୀମାନଙ୍କ ଉପରେ କାର୍ଯ୍ୟବାଇ ହବ ।

Leave a Reply

Your email address will not be published. Required fields are marked *