କରୋନା ପୀଡିତ ଚିକିତ୍ସା ରେ ଭାରତୀୟ ଡକ୍ଟର କହିଛନ୍ତି – ହସ୍ପିଟଲ ବାହାରେ ଟ୍ରକ ରହୁଛି, ଶବ ସିଧା ମଶାଣି ଯାଇଛି

କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ଆମେରିକା ରେ ବଢି ଯାଇ ଡେଢ ଲକ୍ଷ ଉପରେ ହୋଇଯାଇଛି ଯାହା ବହୁତ ବଡ ଚିନ୍ତା ର ବିଷୟ ହୋଇଛି, ଏହି ଖବର ପରେ ଆମେରିକା ପ୍ରଧାନ ମନ୍ତ୍ରୀ କହିଛନ୍ତି ଯଦି ସାମାଜିକ ଦୂରତା ନ ରଖା ଗଲା ତେବେ ୨୨ ଲକ୍ଷ ଠାରୁ ଅଧିକ ମୃତ୍ୟୁ ହୋଇପାରେ । ଯଦି ଏହି ସଂକ୍ରମଣ ସଂଖ୍ୟା ଆମେ ଗୋଟେ ଲକ୍ଷ ଭିତରେ ଅଟକେଇ ଦଉ ତେବେ ବୁଝିବୁ ଯେ ଆମେ ଭଲ କାମ କରିଛୁ ।

ଟ୍ରମ୍ଫ ସୋଶିୟାଲ ମିଡିଆ ରେ କହିଛନ୍ତି ଯେ ୩୦ ଏପ୍ରିଲ ପର୍ଯ୍ୟନ୍ତ ଆମେରିକା ଋକବରୀ ରାସ୍ତା ରେ ଥିବ, ଡକୋଟାର ମଧ୍ୟ କହିଛନ୍ତି ଏବେ ଯଦି ଲୋକଙ୍କୁ ଅଟକା ନଗଲା ତେବେ ୨ ଲକ୍ଷ ଠାରୁ ଅଧିକ ମୃତ୍ୟୁ ହବ ।

ନ୍ୟୂୟର୍କ ହସ୍ପିଟଲ ରେ କାମ କରୁଥିବା ଜଣେ ଭାରତୀୟ ମହିଳା କହିଛନ୍ତି ଯେ ଏଠାରେ ଅବସ୍ତା ବହୁତ ଖରାପ ଅଟେ ହସ୍ପିଟଲ ତଳେ ଟ୍ରକ ରହୁଛି ଓ କରୋନା ଦ୍ଵାରା ମୃତ୍ୟୁ ହୋଇଥିବା ଲୋକଙ୍କ ଶବ ତୁରନ୍ତ ମସାଣି ପଠା ଯାଉଛି ଯାହା ଦ୍ଵାରା ଶବ ମାଟି ତଳେ ପୋତା ଯାଇ ପାରୁ । ମୁଁ ୧୨ ବର୍ଷ ଧରି ନ୍ୟୂୟର୍କ ହସ୍ପିଟଲ ରେ ଫିଜିସିଆନ ରୂପରେ କାମ କରୁଅଛି, ଯେତେବେଳେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଆସିଥିଲା ସେତେବେଳେ କେହି ଏହା ଭାବି ନଥିଲେ ଯେ ଅବସ୍ତା ଆଗକୁ ଯାଇ ଏତେ ଖରାପ ହୋଇଯିବ ।

ପ୍ରଥମ କେସ ପରେ ହସ୍ପିଟଲ ରେ ପଜେଟିବ କେସର ଲାଇନ ଲାଗି ଗଲା, କେବଳ ନ୍ୟୂୟର୍କରେ ହଜାର ଠାରୁ ଅଧିକ ମୃତ୍ୟୁ ହୋଇଛି, ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ତିନୋଟି ଲୋକ ଭାରତୀୟ ଥିଲେ । ଡକ୍ଟର ଆଗକୁ କହିଛନ୍ତି ଯେ ଯୁବକ ଲୋକଙ୍କ ମୃତ୍ୟୁ ଦେଖି ମନ ଡଋ ଯାଇଛି କିନ୍ତୁ ସଂକ୍ରମଣ ଦ୍ଵାରା ଏତେ ଲୋକ ପୀଡିତ ଅଛନ୍ତି ଯେ ଆମକୁ କୀଟ ମିଳୁ ମିଳୁ ଗୋଟେ ସପ୍ତାହ ଠାରୁ ଅଧିକ ହୋଇ ଯାଉଛି ।

ଏନ-୯୫ ମାସ୍କ ଆମକୁ ଗୋଟେ ଦିନ ଆଗରୁ ମିଳିଥିଲା, ତାଙ୍କ କହିବା ଅନୁଯାଇ ଲଗାତାର ୨୦ ଦିନ ୧୮-୨୦ ଘଣ୍ଟା କାମ କଲା ପରେ ଆଜି ତାଙ୍କୁ ଛୁଟି ପ୍ରଦାନ ହୋଇଛି, ଡକ୍ଟର ଆଗକୁ କହିଲେ ମୋ ଟିମରେ ୨୫ଟି ଲୋକ ଥିଲେ ସେଥିରୁ ୨୨ଟି ଲୋକ ସଂକ୍ରମିତ ହୋଇଯାଇଛନ୍ତି, ଏବେ କେବଳ ଆମେ ତିନି ଜଣ ବଞ୍ଚିଛୁ ।

Leave a Reply

Your email address will not be published. Required fields are marked *