ଡାଇବେଟିସ ବା ସୁଗାର 380 ହେଉ କି 480, ବହୁ ବର୍ଷ ପୁରୁଣା ଡାଇବେଟିସ କଣ୍ଟ୍ରୋଲ ରେ ରହିବ….

ବନ୍ଧୁଗଣ ଆଜି ର ସମୟରେ ଭୁଲ ଜୀବନ ଶୈଳୀ ଓ ଖାଦ୍ଯ ରେ ଅନିୟମିତତା କାରଣରୁ ଲୋକ ମାନେ ବିଭିନ୍ନ ପ୍ରକାରର ରୋଗର ସମୁଖିନ୍ନ ହେଉଛନ୍ତି । ସେଥି ମଧ୍ୟ ରୁ ଭୟଙ୍କର ରୋଗ ଅଟେ ମଧୁମେହ । ଯଦି ବ୍ୟକ୍ତି ର ସୁଗାର ଅଧିକ ହୋଇଯାଏ ତେବେ ଶରୀରରେ ନାନା ପ୍ରକାରର ରୋଗ ଜନ୍ମ ନେଇଥାଏ । ଡାଇବେଟିସ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଉତପନ କରିଥାଏ ।

ଯଦି ମଧୁମେହ ରୋଗୀ ଖାଦ୍ୟପେୟ ଓ ଜୀବନ ଶୈଳୀ ପ୍ରତି ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାର ମାତ୍ର 7 ଦିନ ପ୍ରୟୋଗ କରିଲେ ସୁଗାର କଣ୍ଟ୍ରୋଲ ହେବ । ଏକ ଅଧ୍ୟୟନ ଅନୁଯାୟୀ କଲରା ରେ ଆଣ୍ଟି ଡାଇବେଟିସ ଗୁଣ ସହ କିଛି ସକ୍ରିୟ ପଦାର୍ଥ ମିଳିଥାଏ । ଯାହା ରକ୍ତ ରେ ଗ୍ଳୁକୋଜ ର ସ୍ତର ହ୍ରାସ କରିଥାଏ ।

ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ରହିଛି କଲରା । ଦ୍ଵିତୀୟ ସାମଗ୍ରୀ ହେଉଛି କାକୁଡି । ଏକ ଅଧ୍ୟୟନ ଅନୁଯାୟୀ ମଧୁମେହ ରୋଗୀ କାକୁଡି ଖାଇ ରକ୍ତ ର ଶର୍କରା କୁ ହ୍ରାସ କରି ପାରିବେ । କାରଣ ଏଥିରେ ପ୍ରଚୁର ପରିମାଣ ରେ ଫାଇଭର ଥାଏ । ଯାହା ରକ୍ତ ରେ ଶର୍କରା ର ସ୍ତର କମ କରିବାରେ ବହୁତ ଅଧିକ ଲାଭଦାୟକ ହୋଇଥାଏ ।

ତୃତୀୟ ଓ ଶେଷ ସାମଗ୍ରୀ ହେଉଛି ବିଲାତି । 2011 ରେ ହୋଇଥିବା ଏକ ଅଧ୍ୟୟନ ରୁ ଜଣା ପଡିଛି କି ପ୍ରତି ଦିନ 200 ଗ୍ରାମନା ବିଲାତି ଅଧୁମେହ ରୋଗୀ ଙ୍କ ରକ୍ତ ଚାପ କୁ ହ୍ରାସ କରିଥାଏ । ଅନୁସନ୍ଧାନକାରୀ ମାନେ ସିଦ୍ଧାନ୍ତ ଦେଇଛନ୍ତି ଯେ ବିଲାତି ର ସେବନ ଦ୍ଵାରା ହୃଦ ରୋଗ ଦୂର ହୋଇଥାଏ । ଯାହା ଟାଇପ ଟୁ ମଧୁମେହ ସହ ଜଡିତ ଅଟେ ।

ଏହି 3ଟି ସାମଗ୍ରୀ ବଡ ହୋଇଥିଲେ ଏଥିରୁ ଛୋଟ ଛୋଟ ଗୋଟେ ଲେଖାଏଁ ନିଅନ୍ତୁ । ଯଦି ଛୋଟ ଛୋଟ ସାଇଜର ଅଛି ତେବେ ଏଥିରୁ ଗୋଟେ ଲେଖାଏଁ ନିଅନ୍ତୁ । ଏହି 3ଟି ସାମଗ୍ରୀ କୁ ମିଶାଇ ଏହାର ଜୁସ ପ୍ରସ୍ତୁତ କରନ୍ତୁ । ଏବା ଏହାକୁ ଏକ ପାତ୍ର କୁ ନିଅନ୍ତୁ । ସକାଳୁ ଖାଲି ପେଟରେ ଏହି ଜୁସ ର ସେବନ କରନ୍ତୁ । ଏହାର 7 ଦିନ ପ୍ରୟୋଗ କରିବା ପରେ ଆପଣଙ୍କୁ ନିଶ୍ଚୟ ପରିଣାମ ମିଳିବ ।

ଆପଣଙ୍କର ମଧୁମେହ 250 ଥାଉ କି 450 କେବଳ 7 ଦିନ ପ୍ରୟୋଗ ଡାଇବେଟିସ କଣ୍ଟ୍ରୋଲ କୁ ଆସିଯିବ । ଯଦି ଡାଇବେଟିସ 500 ଉପରକୁ ଅଛି ତେବେ ପ୍ରତି ଦିନ ଏହି ଜୁସ ର ସେବନ ସହ ଗୋଟେ କଷି କଲରା ଚୋବାଇ ଖାଇବା ଆଉଚିତ । ଦେଖିବେ ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣ କୁ ଆସିଯିବ । ନିଶ୍ଚୟ ଏହି ଉପଚାର ର ପ୍ରୟୋଗ କରି ଦେଖନ୍ତୁ । ଆପଣଙ୍କୁ ଭଲ ପରିଣାମ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *