ଡାଇବେଟିସକୁ ନିୟନ୍ତ୍ରଣ କରିବାର ରାମବାଣ ଘରୋଇ ଉପାୟ- Health Tips

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜିର ସମୟରେ ଡାଇବେଟିସ ଏକ ସାଧାରଣ ରୋଗ ହୋଇ ଗଲାଣି । ଯାହା ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ଯାହା ଫଳରେ ସାରା ଜୀବନ ମେଡ଼ିସିନର ସେବନ କରିବାକୁ ପଡୁଛି । ଏମିତିକି କିଛି ଲୋକ ଙ୍କ କ୍ଷେତ୍ରରେ ଇନସୁଲିନ ମଧ୍ୟ ନେବାକୁ ପଡୁଛି । ଏ ସବୁ ପରେ ମଧ୍ୟ ସୁଗାର ଲେବଲ ନିୟନ୍ତ୍ରଣ ରେ ରହୁ ନାହି ଯାହା ଫଳରେ ଅନେକ ସମସ୍ଯା ଦେଖା ଯାଉଛି । ଯଦି ଆପଣଙ୍କର ସୁଗାର ଲେବଲ ଅଧିକ ରହିଛି ଓ ମେଡ଼ିସିନ ଖାଇଲେ ମଧ୍ୟ ଡାଇବେଟିସ କଣ୍ଟ୍ରୋଲରେ ରହୁ ନାହି ।

ତେବେ ଆଜି ଆମେ ପାନ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରିବା ଦ୍ଵାରା ଡାଇବେଟିସ ସଂପୂର୍ଣ୍ଣ ଭାବେ ଶେଷ ହୋଇଯିବ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ୧୫୦ ଗ୍ରାମର ଭଜା ଚଣା । ଦିତୀୟ ସାମଗ୍ରୀ ହେଉଛି ୧୫୦ ଗ୍ରାମା ପେସ୍ତା ବାଦାମ । ତୃତୀୟ ସାମଗ୍ରୀର ହେଉଛି ୧୫୦ ଗ୍ରାମର ଇନ୍ଦ୍ରଜବ ।

ଏହି ୩ଟି ସାମଗ୍ରି ସୁଗାର ଲେବଲକୁ କଣ୍ଟ୍ରୋଲ ରଖିବା ସହ ଡାଇବେଟିସ ସମ୍ପୂର୍ଣ ରୂପେ ଭଲ ହେବ । ୩ଟି ଯାକ ସାମଗ୍ରୀ କୁ ଅଲଗା ଅଲଗା କରି ଏହାର ପାଉଡର ପ୍ରସ୍ତୁତ କରିବା । ଇନ୍ଦ୍ରଜବ ବହୁ ପୁରାଣ ଔଷଧ ଅଟେ ଯାହା ସୁଗାର ଲେବାକୁ କଣ୍ଟ୍ରୋଲ କରିବାରେ ରାମବାଣ ଭାବେ କାମ କରିଥାଏ ।

ଭଜା ଚଣାରେ କାର୍ବୋ ହାଇଡ୍ରେଡ, ପ୍ରୋଟିନ, ଆଇରନ, ଅନେକ ପ୍ରକାରର ଭିଟାମିନ୍ସ ମିଳିଥାଏ । ଯାହା ଆପଣଙ୍କ ପାଇଁ ବହୁତ ବେନିଫିଟସ ଅଟେ । ପେସ୍ତା ବାଦାମ ଆମ ସମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଏଥିରେ ପ୍ରହକୁର ପରିମାଣରେ ମିନେରାଲ୍ସ, ଫାଇଭର, ଆଇରନ ଓ ପ୍ରୋଟିନ ମିଳିଥାଏ ଯାହା କୋଲେଷ୍ଟର ଲେବଲକୁ କାନ୍ତରଅଲରେ ରଖିବା ସହ ସୁଗାର ଲେବଲକୁ କଣ୍ଟ୍ରୋଲ ରେ ରଖିଥାଏ ।

ଡାଇବେଟିସ ରୋଗୀ ମାନେ ପେସ୍ତା ବାଦାମକୁ ସ୍ନାକ୍ସ ରୂପରେ ସେବନ କରି ପାରିବେ । ଯଦି ଆପଣ ସୁଗାର ରୋଗୀ ତେବେ ଆପଣଙ୍କୁ ପେସ୍ତା ବାଦାମ ଖାଇବା ନିହାତି ଆବଶ୍ୟକ ଅଟେ । ସୁଗାର ଲେବଲକୁ କଣ୍ଟ୍ରୋଲ ରଖିବା ପରେ ଏହିପରି ଭାବେ ରେମେଡି ପ୍ରସ୍ତୁତ କରିବେ । ଏବେ ଆସନ୍ତୁ ଜାଣିବା ଏହାକୁ କେତେ ମାତ୍ରା ରେ ଓ କେମିତି ସେବନ କରିବାକୁ ହେବ ।

ଏହି ୩ଟି ଜିନିଷର ମିଶ୍ରଣ କୁ ଆପଣ ଅନେକ ଦିନ ଯାଏଁ ଷ୍ଟୋର କରି ରଖି ପାରିବେ । ଏହାକୁ ସେବନ କରିବା ପାଇଁ ଏକ ଗ୍ଲାସ ଉଷୁମ ପାଣି ବା ନରମାଲ ପାଣି ରେ ଏକ ଚାମଚ ଏହି ପାଉଡର ମିକ୍ସ କରି ସେବନ କରନ୍ତୁ । ଆପଣ ଏହି ପାଉଡର ର ବ୍ୟବହାର ନିହାତି କିଛି ଦିନ ଯାଏଁ କରନ୍ତୁ ।

ଆପଣ ଦେଖିବେ ଆପଣଙ୍କୁ ଔଷଧ ଆଉ ସେବନ କରିବାକୁ ପଡିବ ନାହି । ଏହା ସହ ଆପଣଙ୍କର ସୁଗାର ଲେବଲ ସର୍ବଦା କଣ୍ଟ୍ରୋଲ ରେ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *