ଡାଇବେଟିଜ ଠାରୁ ଆରମ୍ଭ କରି ପିମ୍ପଲ ପର୍ଯ୍ୟନ୍ତ ସବୁ ଭଲ କରିପାରେ ଏହି ଫଳ- ଜାଣନ୍ତୁ କଣ

ବଲୀଉଡ ସେଲିବ୍ରେଟି ନ୍ୟୁଟ୍ରିସ୍ୟନିଷ୍ଟ ଋଜୁତା ଦିବାକରଙ୍କ ଅନୁଯାଇ ରାମଫଳ ଏଠାର ସ୍ଥାନୀୟ ଫଳ ଅଟେ ଏବଂ ଏହା ବହୁତ ଲାଭକାରୀ ଅଟେ ଯାହା ସ୍ଵାଦିଷ୍ଟ ହବା ସହ କେତେକ ଔଷଧୀୟ ଏବଂ ଚିକିତ୍ସିୟ ଲାଭ ଦେଇଥାଏ । ଏହି ଫଳ ସବୁ ସିଜନ ରେ ମିଳେ ନାହିଁ କେବଳ ନିଜ ରିତୁ ରେ ଏହା ବଜାର ରେ ଉପଲବ୍ଧ ଥାଏ ଓ ସବୁ ଜାଗାରେ ଏହା ପ୍ରାପ୍ତ ହୋଇ ପାରେ ନାହିଁ ଏହା ସ୍ଥାନୀୟ ଜାଗା ରେ ଉପଲବ୍ଧ ଥାଏ ।

ରାମଫଳ ବିଷୟରେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ଶୁଣିଥିବେ କେତେକ ଲୋକ ଖାଇ ବି ଥିବେ କିନ୍ତୁ ବହୁତ ଲୋକ ଏହା ବିଷୟରେ ବହୁତ କମ ଜାଣିଛନ୍ତି ତେବେ ଆଜି ଆମେ ଏହାର ଲାଭ ବିଷୟରେ ଆପଣଙ୍କୁ କିଛି କହିବୁ ।

ଡାଇବେଟିଜ ଲୋକଙ୍କ ପାଇଁ ଲାଭକାରୀ ଅଟେ :

ରାମଫଳ ରେ ଅଧିକ ମାତ୍ରା ରେ କେଲସିୟମ ସହ କମ ମାତ୍ରା ରେ ଗ୍ଳୁକୋଜ ଥାଏ, ଫଳ ଏହି ଗୁଣ ପ୍ରି- ଡାଇବେଟିଜ ଲୋକ ବା ଡାଇବେଟିଜ ଲୋକଙ୍କୁ ଡାଇବେଟିଜ ଠାରୁ ଆରାମ ଦେଇଥାଏ ଏବଂ ଏହା ଦ୍ଵାରା କ୍ୟାନ୍ସର ଭଳି ରୋଗ ଠାରୁ ବଞ୍ଚି ରହି ହବ ।

 

ଇମୟୁନିଟିକୁ ମଧ୍ୟ ବଢେଇ ଥାଏ :

ଯଦି ଆପଣ ଏହି ସିଜନ ରେ ଲଗାତାର ରୋଗରେ ପଡ଼ୁଛନ୍ତି ତେବେ ଆପଣଙ୍କୁ ରାମଫଳ ସେବନ କରିବା ଉଚିତ ଅଟେ, ଏଥିରେ ଅଧିକ ମାତ୍ରା ରେ ବିଟାମିନ ଏ ରହିଥାଏ ଯାହା ଆପଣଙ୍କ ଇମୟୁନିଟି ବଢେଇ ଥାଏ । ଏହା ଛଡା ବିଟାମିନ ବି ଶରୀର ଫୁଲିବା କମ କରିଥାଏ ।

ପିମ୍ପଲ୍ସ :

ଋଜୁତା ଦିବାକର କହିବା ଅନୁଯାଇ ଯଦି ଆପଣ ୩୦ ବର୍ଷ ଠାରୁ ଉପରେ ଅଛନ୍ତି ଓ ପିମ୍ପଲ ପାଇଁ ଚିନ୍ତିତ ଅଛନ୍ତି ତେବେ ଏହି ରାମଫଳ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ମୁହଁ ଗ୍ଲୋ କରିବ ଏବଂ ପିମ୍ପଲ ମଧ୍ୟ ଦୂର ହବ । ଏବଂ ଆପଣ ଏକ ସୁନ୍ଦର ଓ ଚକଦାର ଛେରା ପାଇ ପାରିବେ ।

ଆଶା କରୁଛୁ ଅମମର ଏହି ଟିପ୍ସ ଆପଣଙ୍କ କାମରେ ଆସିବ, ପୋଷ୍ଟ ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ନୂଆ ନୂଆ ଟିପ୍ସ ଓ ଖବର ପାଇଁ  ଆମ ପେଜକୁ ଲାଇକ କରିବା ପାଇଁ ଜମା ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *