ଡାଇରୀ ମିଲ୍କ ବ୍ରେଷ୍ଟ କ୍ୟାନ୍ସର ଖତରା ୮୦% ବଢେଇଥାଏ, ୫୩ ହଜାର ମହିଳାଙ୍କ ଉପରେ ଅଧ୍ୟୟନ

ଅଧ୍ୟୟନ କର୍ତା ମାନଙ୍କ ଅନୁଯାଇ କମ ମାତ୍ରା ରେ ମଧ୍ୟ ପ୍ୟାକ୍ଡ କ୍ଷୀର ମହିଳା ମାନଙ୍କ ପାଇଁ ଅସୁବିଧା କରିଥାଏ ଓ କ୍ୟାନ୍ସର ଭଳି ରୋଗ ବଢେଇ ପାରେ । ରୋଗ ହେବାର ସମ୍ଭାବନା ୮୦% ଯାଏଁ ବଢି ପାରେ, ଏହା କ୍ଷୀର ସେବନ ଉପରେ ନିର୍ଭର କରେ, ଅମେରିକା ର ଲୋମା ଲିଂଡା ୟୁନିୱର୍ସିଟୀ ଦ୍ଵାରା ଗୈରୀ ଈ. ଫ୍ରେଜର କହିଛନ୍ତି ଏହି କଥାର ପ୍ରମାଣ ଅଛି ଯେ ପକେଟ କ୍ଷୀର ପିଇବା ଦ୍ଵାରା ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହଉଛି ।

ପ୍ରତିଦିନ ୧/୪ ଠାରୁ ୧/୩ କପ ପକେଟ କ୍ଷୀର ସେବନ ବ୍ରେଷ୍ଟ କ୍ୟାନ୍ସର ଆଡୁକୁ ନେଇ ଯାଇଥାଏ ।

ଅଧ୍ୟୟନ କର୍ତା ଅନୁଯାଇ : ପ୍ରତିଦିନ ଗୋଟେ କପ କ୍ଷୀର ପିଇଲେ ଏହାର ସମ୍ଭାବନା ୫୦% ବଢି ଯାଏ ଥାଏ, ପ୍ରତିଦିନ ଦୁଇ ରୁ ତିନ କପ ପକେଟ କ୍ଷୀର ପିଇଲେ ଖତରା ୭୦% ବଢି ଯାଇଥାଏ । ଅଧ୍ୟୟନ ସମୟରେ ମହିଳାଙ୍କ ଖାଇବା ପିଇବା ଓ ଔଷଧ ଯାହା ସେ ଆଗରୁ ଖାଇଥିଲେ ଏବଂ ତାଙ୍କ ଜୀବନ ଶୈଳୀ ଉପରେ ଅଧ୍ୟୟନ କରା ଗଲା ।

୧୦୫୭ ମହିଳାଙ୍କ ବ୍ରେଷ୍ଟ କ୍ୟାନ୍ସର ସାମ୍ନାକୁ ଆସିଛି :

ଅଧ୍ୟୟନ ଅନ୍ତ ରେ ଦେଖା ଗଲା ଯେ ୧୦୫୭ ମହିଳା ମାନେ ବ୍ରେଷ୍ଟ କ୍ୟାନ୍ସର ଭଳି ରୋଗ ଦ୍ଵାରା ପୀଡିତ ଅଛନ୍ତି ଓ ଏହାର ମୁଖ୍ୟ କାରଣ ତାଙ୍କ ଆହାର ଅଟେ । ଡକ୍ଟର ଫ୍ରେଜର ଅନୁଯାଇ ପକେଟ କ୍ଷୀର ଓ କ୍ଷୀର ଜିନିଷ ଅଧିକ ଖାତରନାକ ଅଟେ । ଅଧ୍ୟୟନ ଅନୁଯାଇ ଏହି ରୋଗ ପାଇଁ ମୁଖ୍ୟ କାରଣ ହେଉଛି ପକେଟ କ୍ଷୀର ସେବନ ଅଟେ

ବ୍ରେଷ୍ଟ କ୍ୟାନ୍ସର ହର୍ମୋନ ସହ ସମ୍ବନ୍ଧିତ ଅଟେ :

ଅଧ୍ୟୟନ ଅନୁଯାଇ ବ୍ରେଷ୍ଟ କ୍ୟାନ୍ସର ପାଇଁ ପକେଟ କ୍ଷୀର ରେ ସେକ୍ସ ହର୍ମୋନ କଣ୍ଟେଣ୍ଟ ଅଧିକ ଅଟେ, ତେବେ ଗାଈ ସ୍ଥନ ପାନ କରାଇ ଥାଏ ଓ କ୍ଷୀର ରେ ପ୍ରାୟତଃ ୭୫% ଗର୍ଭବତୀ ହୋଇ ଥାଏ, ମହିଳାଙ୍କ ବ୍ରେଷ୍ଟ କ୍ୟାନ୍ସର ହର୍ମୋନ ସମ୍ବନ୍ଧିତ କ୍ୟାନ୍ସର ଅଟେ । ଏହା ଛଡା କ୍ଷୀର ବା ଅନ୍ୟ ଜୀବ ପ୍ରୋଟିନ ସେବନ ହର୍ମୋନ ଉଚ୍ଚ ରକ୍ତ ସ୍ତର ବଢାଇ ଥାଏ ଯାହା ଆମ ଶରୀର ବହୁତ ସନ୍ତୁଳନ ଠିକ ରଖି ଥାଏ କିନ୍ତୁ କ୍ୟାନ୍ସର ବଢିବାର କାରଣ ମଧ୍ୟ ହୋଇଥାଏ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *