IPL ରେ ସବୁ ଦଳର ଏହି ସବୁ ସୁନ୍ଦରୀ ଚିଅର ଗାର୍ଲଙ୍କ ଦରମା କେତେ?

ଚିଅର ଗାର୍ଲଙ୍କ ଦରମା କେତେ?

ଦିନକୁ ଦିନ ଆଇପିଏଲ୍‌ ଖେଳର ଲୋକପ୍ରିୟତା ବଢି ବଢି ଚାଲିଛି। ୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି କ୍ରିକେଟ୍ ମହାକୁମ୍ଭ ଲୋକଙ୍କୁ ଅନେକ ଖୁସି ଦେଇଥାଏ। ଦର୍ଶକଙ୍କୁ ଆଇପିଏଲ୍‌ କ୍ରିକେଟ୍ ରେ ସବୁଠୁ ବେଶୀ ଆକର୍ଷିତ ଆରେ ବିଦେଶରୁ ଆସିଥିବା ଚିଅର ଲିଡର ଓ ତାଙ୍କ ନାଚ। ପ୍ରତ୍ୟେକ ଦଳର ଚିଅର ଲିଡରର୍ସ ଅଲଗା ଅଲଗା ଥାଆନ୍ତି। ଜାଣିବା କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଆଇପିଏଲ୍‌ରେ ଚିଅର ଲିଡରର୍ସମାନେ ଦିନକୁ କେତେ ଟଙ୍କା ରୋଜଗାର କରନ୍ତି?

ସନ୍‌ରାଇଜର୍ସ ହାଇଦ୍ରାବାଦ୍

ଦିନକୁ ପାଖାପାଖି ୧୦,୦୦୦ ଟଙ୍କା ରୋଜଗାର କରନ୍ତି।

ରୟାଲ୍ ଚାଲେଞ୍ଚର ବାଙ୍ଗାଲୋର

ଦିନକୁ ପାଖାପାଖି ୧୬,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହିତ ୩,୪୦୦ ଟଙ୍କା ବୋନସ୍ ପାଆନ୍ତି।

ରାଜସ୍ଥାନ ରୟାଲ୍ସ

ଦିନକୁ ପାଖାପାଖି ୧୨,୦୦୦ ଟଙ୍କା ରୋଜଗାର କରନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ

ଦିନକୁ ପାଖାପାଖି ୧୬,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହିତ ୬,୯୦୦ ଟଙ୍କା ବୋନସ୍ ପାଆନ୍ତି।

କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ

ଦିନକୁ ପାଖାପାଖି ୧୦,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହିତ ୩,୪୦୦ ଟଙ୍କା ବୋନସ୍ ପାଆନ୍ତି।

କୋଲକତା ନାଇଟ ରାଇଡର୍ସ

ଦିନକୁ ପାଖାପାଖି ୨୦,୦୦୦ ଟଙ୍କା ରୋଜଗାର କରନ୍ତି। ଏହା ସହିତ ୧୦,୦୦୦ ଟଙ୍କା ବୋନସ୍ ପାଆନ୍ତି।

ଚେନ୍ନାଇ ସୁପର କିଙ୍ଗସ

ଦିନକୁ ପାଖାପାଖି ୧୦,୦୦୦ ଟଙ୍କା ରୋଜଗାର କରନ୍ତି।

ଦିଲ୍ଲୀ ଡେୟାର ଡେଭିଲକ୍ସ

ଦିନକୁ ପାଖାପାଖି ୧୦,୦୦୦ ଟଙ୍କା ରୋଜଗାର କରନ୍ତି।

 

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *