ଦର୍ପଣ ଘରେ କେଉଁଠି ଲଗାଇଲେ ଅର୍ଥ ସମସ୍ଯା ଦୂର ହୋଇଥାଏ ? ଆଜିର ଅନୁଚିନ୍ତା

ବନ୍ଧୁଗଣ ସାଂସାରିକ ଜୀବନକୁ ସୁଖମୟ ଓ ସରସମୟ କରିବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । 1- ଘର ସାମ୍ନାରେ ଲକ୍ଷ୍ମୀଙ୍କ ପାଦ ଚିହ୍ନ ଆଙ୍କିବା ଉଚିତ । ଏହା ବହୁତ ଶୁଭପ୍ରଦ ହୋଇଥାଏ । ଓ ଖରାପ ଶକ୍ତିର ନଜର ପଡି ନ ଥାଏ ।

2- ଘରର ମୁଖ୍ୟ ଦ୍ଵାରରେ ଘୋଡା ନାଳ ଲଗାଇବା ଉଚିତ । ଏହା ଦ୍ଵାରା ଅଶୁଭ ଦ୍ରୁଷ୍ଟି ଦୂରେ ହୁଏ ଓ ପରିବାରର ଲୋକଙ୍କ ମାନସିକ ଅବସ୍ଥା ଭଲ ରହିଥାଏ ।

3- ଶନିବାର ଦିନ ଘର, ଦୋକାନ କିମ୍ବା ଅଫିସ ସମୁଖରେ ଲେମ୍ବୁ ଓ 7ଟି ଲଙ୍କା ଲଗାଇଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

4- ଘରେ ଉପରେ ଯଦି ଓସ୍ତ ଗଛ ଉଠିଥାଏ ତେବେ ରବିବାର ଦିନ ଏହାକୁ ପୂଜା କରିବା ପରେ ଉପାଡି କୌଣସି ଉଦ୍ୟାନରେ ଲଗାଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

5- ବାମ ପଟେ ମାଡି ଶୋଉଥିବା ଲୋକ ମାନେ ଆତ୍ମବିଶ୍ବାସୀ ହୋଇଥାନ୍ତି । ନିଜ କାମରେ ସଫଳତା ପାଇବା ସହ ଉପଲବ୍ଧି ପ୍ରାପ୍ତ କରିଥାନ୍ତି ।

6- ଘୋଡାଇ ହୋଇ ଶୋଉଥିବା ଲୋକମାନେ ଲାଜକୁଳା ସ୍ଵଭାବର ହୋଇଥାନ୍ତି ଓ ଦୟାଳୁ ହୋଇଥାନ୍ତି । ବୁଧବାର ଦିନ ଘର ଭିତରେ ଓ ବାହାରେ ଗଙ୍ଗା ଜଳ ସିଂଚନ କରିଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

7- ବୁଧବାର ଦିନ ଗଣେଶ ଭଗବାନଙ୍କୁ ଘିଅ ଜାତୀୟ ଖାଦ୍ୟ ଓ ଗୁଡ ଅର୍ପଣ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ଓ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।

8- ନିୟମିତ ଭାବରେ ବୁଧବାର ଦିନ ଗାଈକୁ ଘଷା ଖୁଆଇବା ଦ୍ଵାରା ଅତ୍ୟନ୍ତ ଶୁଭପ୍ରଦ ହୁଏ ଓ ଜୀବନରେ ସବୁ ସମସ୍ଯା ଦୂର ହେବା ସହ ଧନଧାନ୍ୟ ପ୍ରାପ୍ତ ହୁଏ ।

9- ଭଙ୍ଗା ଖଟରେ ଶୋଇବା ଦ୍ଵାରା ଶୁଭ ହୋଇଥାଏ । ଅଇଁଠା ମୁହଁରେ ଶୋଇବା ଉଚିତ ନୁହେଁ । ଓଦା ପାଦରେ ଶୋଇବା ଉଚିତ ନୁହେଁ । ସୋଇଥିବା ଲୋକଙ୍କୁ ଅଚାନକ ଉଠାଇବା ଅନୁଚିତ ଓ ବିଦ୍ୟାର୍ଥୀଙ୍କୁ ନିଦରୁ ଉଠାଇବା ଉଚିତ ହୋଇଥାଏ ।

10- ମଥାରେ ତିଳକ ଲଗାଇ ଶୋଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଘରର ବୀମ ତଳେ ଶୋଇବା ଉଚିତ ନୁହେଁ । ସେହିପରି ଛାତି ଉପରେ ହାତ ରଖିକି ବା ଗୋଡ ଉପରେ ଗୋଡ ରଖିକି ଶୋଇବା ଦ୍ଵାରା ମଙ୍ଗଳ ହୋଇଥାଏ ।

11- ସ୍ଵାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖରାପ ହେଉଥାଏ ସ୍ବାମୀଙ୍କ ତକିଆ ତଳେ କର୍ପୁର ରଖିକି ସକାଳେ ଜଳାଇ ଦେବା ଦ୍ଵାରା ସମ୍ପର୍କ ଧୀରେ ଧୀରେ ସୁଧୁରିଯାଏ । ଅଧିକ ଚିଡୁଥିବା ବା ରାଗି ଲୋକଙ୍କ ଘରେ ଖାଦ୍ୟ ଖାଇବା ଅନୁଚିତ ।

12- ସକାଳ ସମୟରେ ଗୁରୁଜନଙ୍କୁ ପ୍ରଣାମ କରିବା ଦ୍ଵାରା ମଙ୍ଗଳକାରୀ ହୁଏ ଓ ସୌଭାଗ୍ୟ ପ୍ରାପ୍ତ ହୁଏ । ଶୁକ୍ଳ ପକ୍ଷ ଶୁକ୍ରବାରରେ ମା ଲକ୍ଷ୍ମୀଙ୍କ ଇତ୍ର ଓ ଶ୍ରୀଙ୍ଗାର ଉପହାର ଦେବା ଦ୍ଵାରା ଧନ ସମ୍ପତି କମ ହୁଏନି ।

13- ଘରର ଉତ୍ତର ବା ପୂର୍ବ ଦିଗରେ ଆଇନା ଲଗାଇବା ଉଚିତ । ଏହା ଅର୍ଥ ସମସ୍ଯା ଦୂର କରିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *