ବନ୍ଧୁଗଣ ହିନ୍ଦୁ ଧର୍ମ ଓ ବୈଦିକ ଜ୍ଯୋତିଷରେ ଶନି ଗ୍ରହର ବଡ ମହତ ରହିଛି । ଭଗବାନ ଶନିଙ୍କୁ ସୂର୍ଯ୍ୟ ପୁତ୍ର ଓ ନବ ଗ୍ରହରେ ସର୍ବ ଶ୍ରେଷ୍ଠ ମାନାଯାଇଛି । ଭଗବାନ ଶନି ମୋକ୍ଷ ପ୍ରଦାନ କରୁଥିବା ଏକମାତ୍ର ଗ୍ରହ ଅଟନ୍ତି । ଯାହାଙ୍କୁ ନ୍ୟାୟ ଓ ନ୍ୟାୟଧୀଶର ଉପାଧି ଦିଆଯାଇଛି । ଭଗବାନ ଶନି ସବୁ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି । କିନ୍ତୁ ଯେଉଁ ଲୋକ ଖରାପ କାମ କରିଥାନ୍ତି ସେମନଙ୍କୁ ଶନିଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ତେବେ ଆଜି ଠାରୁ ୨୧ ବର୍ଷ ଯାଏଁ କିଛି ରାଶିଙ୍କ ଉପରେ ଭଗବାନ ଶନିଙ୍କ କୃପା ପଡିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ ।
ମେଷ ରାଶି : ଏହି ରାଶିର ଲୋକଙ୍କ ଉପରେ ଆଗାମୀ ୨୧ ବର୍ଷ ଯାଏଁ ଶନିଦେବ ମେହରବାନ ରହିବେ । ଆପଣଙ୍କ ଘରେ ଧନର ବର୍ଷା ହେବ । ଯେଉଁ ଲୋକ ମାନଙ୍କର ଆର୍ଥିକ ସ୍ଥିତି ଠିକ ନାହି ସେମାନଙ୍କର ଦିନ ଏବେ ଭଲ ହୋଇଯିବ । ଆୟ କରିବାର ନୂଆ ସ୍ରୋତ ମିଳିବ ।
ତୁଳା ରାଶି : ଏହି ସମୟରେ ସ୍ୱାସ୍ଥ୍ୟ ସମସ୍ଯା ଦୂର ହେ । କୌଣସି ଇଚ୍ଛା ପୂରଣ ହେବାରୁ ଜୀବନ ସାଥି ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କୁ ନୂଆ କଣ୍ଟ୍ରାକ୍ଟରୁ ଫାଇଦା ପାଇଅବେ । ପୁରୁଣା କରଜରୁ ମୁକ୍ତି ପାଇବେ ।
ବୃଷ ରାଶି : ଏହି ସମୟରେ ଆପଣଙ୍କୁ ଭାଗ୍ଯର ସହଯୋଗ ମିଳିବ । କ୍ଯାରିୟରରେ ଅଗ୍ରସର ହେବାର ଅବସର ମିଳିବ । ଆପଣ କ୍ରୋଧରୁ ବଞ୍ଚିତ ରୁହନ୍ତୁ । ବନ୍ଧୁଙ୍କ ସହଯୋଗରେ ଆୟର ସ୍ରୋତ ବିକଶିତ ହେବ । କାର୍ଯ୍ୟ କ୍ଷେତ୍ରରେ ସିନିୟର ମାନଙ୍କର ସହଯୋଗ ମିଳିବ । ଯାହା କାରଣରୁ ବିସ୍ତାର ହେବ ।
ବିଛା ରାଶି : ଏହି ରାଶିର ଲୋଙ୍କ ଉପରେ ଶନିଦେବ ବିଶେଷ କୃପା କରିବେ । ପରିବାରରେ ସୁଖ ଶାନ୍ତିର ମାହୋଲ ରହିବ । କ୍ଲେଶ ଦୂର ହେବ । ଫସି ରହିଥିବା ଧନ ଫେରି ପାଇବେ ।
କନ୍ୟା ରାସୀ : ଆପଣଙ୍କ ପାଇଁ ଆଗାମୀ ୨୧ ବର୍ଷ ଯାଏଁ ସମୟ ଭାଗ୍ୟଶାଳୀ ରହିବ । ଆପଣଙ୍କୁ ଧନ ଲାଭ ହେବ । ଘରେ ଖୁସି ଆସିବାକୁ ଯାଉଛି । ଆର୍ଥିକ ସ୍ଥିତି ମଜବୁତ ହେବ । ସବୁ ଇଚ୍ଛା ଭଗବାନ ଶନିଦେବ ପୂରଣ କରିବେ ।
ଧନୁ ରାଶି : ଆପଣଙ୍କୁ କହି ରଖୁଛୁ କି ଆପଣଙ୍କ ପାଇଁ ଭାଗ୍ୟଶାଳୀ ସମୟ ରହିବ । ଧନର ଲାଭ ହେବ । ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ । ନୂଆ ଆଭୁଷଣ, ବାହନ ଓ ସମ୍ପତି କ୍ରୟ କରିବେ ।
ମକର ରାଶି : ଏହି ସମୟରେ ସନ୍ତାନ ସହ ଜଡିତ ଖୁସି ଖବର ମିଳିବ । ଚାକିରିରେ ସଫଳତା ହାସଲ ହେବ । ପରିବାର ପାଇଁ ସମୟ ଦେବେ । କାମ କ୍ଷେତ୍ରରେ ଗୁଣବତ୍ତା ଆସିବ ।
କୁମ୍ଭ ରାଶି : ପ୍ରେମ ମାମଲାରେ ଭାଗ୍ୟଶାଳୀ ରହିବେ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ କିନ୍ତୁ ମେହନତ କରିବାକୁ ହେବ । ସମାଜରେ ଆପଣଙ୍କ ଗୁଣର ପ୍ରଶଂସା ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।