ଏହି ବ୍ୟକ୍ତିର ଦୀର୍ଘ ୧୦ ବର୍ଷରୁ ଶରୀର ତଳ ଭାଗ ରେ ହେଉଥିଲା କଷ୍ଟ , ଏକ୍ସ-ରେ ରିପୋର୍ଟ ରେ ଯାହା ବାହାରିଲା ଆପଣ ବିଶ୍ବାସ କରିପାରିବେନି

ଚୀନ ର ଆଜି ପର୍ଯ୍ୟନ୍ତର ସବୁଠୁ ଆଶ୍ଚର୍ଯ୍ୟ କରି ଦେଉଥିବା ଘଟଣା । ଆପଣ ବୋଧେ କେବେବି ଏମିତିଆ ଖବର ଶୁଣିଥିବେ । ଗୋଟିଏ ୫୫ ବର୍ଷର ଲୋକ ର ତଳ ଭାଗ ରେ ଗତ ୧୦ ବର୍ଷ ରୁ ଭୀଷଣ କଷ୍ଟ ହେଉଥିଲା । ଯେତେବେଳେ ଏହି ଦରଜ ର କାରଣ ରୋଗୀ ଓ ଡାକ୍ତର ଜାଣିଲେ ତାଙ୍କ ଆଶ୍ଚର୍ଯ୍ୟ ର ସୀମା ନଥିଲା । ମିଡ଼ିଆ ରିପୋର୍ଟ ଅନୁସାରେ, ଲୋକ ନା ଚେନ ଅଟେ । ସେ ଗତ ୧୦ ବର୍ଷ ରୁ କଷ୍ଟ ସହୁଥିଲେ ।

ସେ କହିଲେ ସେ କାମ ରେ ଏତେ ବ୍ୟସ୍ତ ହେଇଯାଇଥିଲେ ଯେ ଡାକ୍ତର ପାଖୁକୁ ଯିବାପାଇଁ ତାଙ୍କ ପାଖରେ ସମୟ ନଥିଲା ।

ଚେନ କହିଲେ ପ୍ରାରମ୍ଭ ରେ କଷ୍ଟ ଛୁଞ୍ଚି ଫୁଟିଲା ପରି ହେଉଥିଲା, ହେଲେ ଧୀରେ ଧୀରେ ତାଙ୍କ କଷ୍ଟ ବଢିବାକୁ ଲାଗିଲା ଏବଂ ଗମ୍ଭୀର ରୂପ ହୋଇଗଲା । ଅବସ୍ତା ଏତେ ଖରାପ ହେଇଗଲା କି ତାଙ୍କୁ ଡାକ୍ତର ପାଖକୁ ଯିବାକୁ ପଡିଲା । ମିଡ଼ିଆ ରିପୋର୍ଟ ଅନୁସାରେ, ପ୍ରାରମ୍ଭିକ ଚିକିତ୍ସା ରେ ଡାକ୍ତର ବୁଝି ପାରିଲେନି ରୋଗୀ ର କଣ ହେଇଚି ।

ସେଥିପାଇଁ ଡକ୍ଟର ଚେନ କୁ ଏକ୍ସ-ରେ କରିବାକୁ କହିଲେ । ଯେତେବେଳେ ଏକ୍ସ-ରେ ରିପୋର୍ଟ ଆସିଲା ଚେନ ଏବଂ ଡକ୍ଟର ଦୁଇଜଣଙ୍କ ହୋସ ଉଡିଗଲା । ଏକ୍ସ-ରେ ରିପୋର୍ଟ ରେ ଡକ୍ଟର ଦେଖିବାକୁ ପାଇଲେ ଯେ ଚେନ ଶରୀର ତଳ ଭାଗ ରେ ୮ ଛୁଞ୍ଚି ପସିକିରି ଥିଲା । ଏହି ଛୁଞ୍ଚି କପଡା ଉପରେ ବୁଣା ବୁଣି କରିବାପାଇଁ ବ୍ୟବହାର କରା ଯାଏ । ଚେନ ଅନୁସାରେ ସେ ଯେତେବେଳେ ଦୌଡନ୍ତି ତାଙ୍କୁ ବହୁତ କଷ୍ଟ ହୁଏ । ଚେନ ଏହି ଘଟଣା ବିଷୟ ରେ କହିଲେ ୧୦ ପୂର୍ବରୁ ସେ ଏକ ଅଳିଆ ଗଦା ଉପରେ ପଡିଥିଲେ, ସେତେବେଳେ ତାଙ୍କ ତଳ ଭାଗ ରେ କେତେ ଛୁଞ୍ଚି ପସିଯାଇଥିଲା ।

ସେ କେତେ ଛୁଞ୍ଚି ବାହାର କରିଦେଇଥିଲେ ହେଲେ କେତେ ଗୁଡେ ଭିତେରେ ପଶି ରହି ଯାଇଥିଲା, ତା ବିଷୟ ରେ ତାଙ୍କୁ ଜମା ଜଣାନଥିଲା । ୧୫ ଅଗୁଷ୍ଟ ରେ ଚେନ ର ସର୍ଜରୀ ହେଲା ଏବଂ ସବୁ ଛୁଞ୍ଚି ବାହାର କରାଗଲା । ଏହି ସର୍ଜରୀ ପାଇଁ  ଡକ୍ଟର କୁ ଚାରି ଘଣ୍ଟା ର ସମୟ ଲାଗିଲା । ସର୍ଜରୀ ପରେ ଡକ୍ଟର କହିଲେ ଚେନ ଏହି କଷ୍ଟ ରୁ ମୁକ୍ତ ହେଲେ ଏବଂ ଜୀବନ ରେ ଏହା ତାଙ୍କୁ ଆଉ କଷ୍ଟ ଦେବନାହିଁ ।

ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *