ଜାଣନ୍ତୁ ଏକ ଏମିତି ପରମ୍ପରା ବିଷୟରେ ଯେଉଁଠି- ୫ଜଣ ପୁରୁଷ ମିଶି ଖୋଲିଥାନ୍ତି ଗୋଟେ ଝିଅର ପୋଷାକ, ଆଉ ତା’ପରେ…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ ।  ଆଜି ଆମେ ଆପଣଙ୍କୁ ଏକ ଏଭଳି ପରମ୍ପରା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣ ବିଶ୍ଵାସ କରି ପାରିବେ ନାହିଁ କି ଆଜି କା ସମୟରେ ଏମିତି ହେଉଛି ବୋଲି । ତେବେ ଏହି ଘଟଣା ହେଉଛି କର୍ଣ୍ଣାଟକର । ଯେଉଁଠି ପାଞ୍ଚ ଜଣ ଯୁବକ ମିଶି ସମସ୍ତଙ୍କ ଆଗରେ ଖୋଲନ୍ତି ଗୋଟେ ଝିଅର ପୋଷାକ ଏବଂ ତାଙ୍କୁ କରା ଯାଏ ଦେବଦାସୀ । ତେବେ ଏହି ପ୍ରଥା କର୍ଣ୍ଣାଟକର ଅଧିକାଂଶ ମନ୍ଦିରରେ ଚାଲିଆସିଛି । କେବଳ କର୍ଣ୍ଣାଟକ ନୁହେଁ ଦକ୍ଷିଣ ଭାରତର ଅନେକ ମନ୍ଦିରରେ ଏଭଳି ପରଂପରା ଚାଲିଆସୁଛି ।

ତେବେ ଏ ଝିଅ ମାନେ ହେଉଛନ୍ତି ସେହି ସବୁ ଝିଅ ଯେଉଁ ମାନଙ୍କର କେହି ନାହାନ୍ତି , ଯେଉଁମାନେ ଅନାଥ ଓ ଗରିବୀ ପାଇଁ ନା ଖାଇବାକୁ ପାଆନ୍ତି ନା ପିନ୍ଧିବାକୁ ଓ ରହିବାକୁ । ସେହିଭଳି ଅସହାୟ କିଶୋରୀ ଝିଅ ମାନଙ୍କୁ ଖୋଜି ଆଣି ଚାରି ପାଞ୍ଚ ଜଣ ପୁରୁଷ ମିଶି ସେହି ଝିଅମାନଙ୍କୁ ନିବସ୍ତ୍ର କରନ୍ତି । ତେବେ ଏହାକୁ ସେମାନେ କୁହନ୍ତି ଦେବଦାସୀ ପ୍ରଥା । ଯେଉଁଠି ସେମାନେ ଏହି ଝିଅ ମାନଙ୍କୁ  ଦେବାଦେବୀଙ୍କ ପାଇଁ ଉତ୍ସର୍ଗୀକୃତ କରନ୍ତି । କିନ୍ତୁ ସତ୍ୟତା ହେଲା କି ଏମାନେ ଦେବତାଙ୍କ ପାଇଁ ସମର୍ପିତ ସତ କିନ୍ତୁ ଏମାନଙ୍କୁ ଉପଭୋଗ କରିଥାନ୍ତି ସମସ୍ତେ ।

ଏମାନେ ଶେଷରେ ହୋଇଯାନ୍ତି ବେଶ୍ୟା । ଏମାନକ ଜୀବନରେ ସରିଯାଏ ସବୁ ଖୁସି । ମନ୍ଦିରରେ ନୃତ୍ୟ ପରିବେଷଣ କରିବା ସହ ଅନ୍ୟମାନଙ୍କ ମନୋରଞ୍ଜନ କରିଥାନ୍ତି ଏମାନେ । ଏହି ପରମ୍ପରା ପ୍ରାଏ ବହୁତ ମନ୍ଦିରରେ ଦେଖିବାକୁ ମିଳେ । ଏମିତିକି ଆମ ଓଡିଶାର କିଛି ମନ୍ଦିରରେ ମଧ୍ୟ ଏହି ପ୍ରଥା ଅଛି । ସବୁଠୁ ଦୁଃଖର ବିଷୟ ଏହି କି ଯେ ମନ୍ଦିରଭଳି ଏକ ପବିତ୍ର ସ୍ଥାନରେ ଘଟେ ଏହି ଅମାନବୀୟ କାଣ୍ଡ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *