ସାବଧାନ! ଫ୍ରିଜରେ ରଖାଯାଇଥିବା ଚକଟା ଅଟା ହୋଇଥାଏ ମୃତ୍ୟୁର କାରଣ- ଜାଣନ୍ତୁ କାହିଁକି?

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ  ସୂଚନା ଦେବକାଉ ଯାଉଛୁ ଯାହା ଆପଣ ଆଗରୁ ଯାନୀ ନଥିବେ । ଆପଣମାନେ ତ ଜାଣିଥିବେ ଆଜିକାଲି କେମିତ ଲୋକ ମାନେ ଖାଦ୍ୟକୁ ଫ୍ରିଜ ରେ ରଖି ଖାଉଛନ୍ତି । ତେବେ ରୋଷେଇ ହୋଇଥିବା ଖାଦ୍ଯ ତ ଛାଡ ଏମିତି କି ଅଟା ଚକଟା ମଧ୍ୟ କିଛି ଲୋକ ଫ୍ରିଜ ରେ ରଖି ପରେ ରୋଟି କରି ଖଊଛନ୍ତି । ତେବେ କଣ ଆପଣ ଜାଣିଛନ୍ତି ଫ୍ରିଜ ରେ ଚକଟା ଅଟା ରଖି ଖାଇବା ଦ୍ଵାରା ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତି କରିଥାଏ ।

ଫ୍ରିଜ ଆସିବାରୁ ଲୋକେମାନେ ଏତେ ଅଳସୁଆ ହୋଇଗଲେଣି କି ଏକାଥରେ ଦୁଇ 4ଦିନ ପାଇଁ ଅଟା ଚକଟି ରଖି ଦେଉଛନ୍ତି । ଏବଂ ପରେ ଏହାକୁ ଅଳ୍ପ ଅଳ୍ପ କରି ବ୍ୟବହାର କରନ୍ତି । ତେବେ ଆପଣ ଜାଣିଛନ୍ତି ଫ୍ରିଜ ଆପଣଙ୍କ ଖାଦ୍ୟକୁ ଖରାପ ହୋଇ ସଢ଼ିବାର ପ୍ରକ୍ରିୟାକୁ କିଛି ଦିନ ପାଇଁ ମନ୍ଥର କରି ଦେଇଥାଏ । ଯାହା ଦ୍ବାରା ଆପଣଙ୍କ ଖାଦ୍ୟ ଅଧିକ ଦିନ ଯାଏଁ ତାଜା ରହିଥାଏ । କିନ୍ତୁ ଆପଣଙ୍କ ଶରୀର ପାଇଁ ଏହା କେତେ ଯେ କ୍ଷତି କରାକ ଏହା ଆପଣ ଜାଣି  ନାହାନ୍ତି ।

ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିବା ଉଚିତ୍ । କାରଣ ଅଟା ପାଣି ସଂସ୍ପର୍ଶରେ ଆସିବା ଫଳରେ ଏଥିରେ ରାସାୟନିକ ପରିବର୍ତ୍ତନ ହୋଇଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଅଟାକୁ ଚକଟି ଫ୍ରିଜରେ ରଖିବା ଦ୍ବାରା ଫ୍ରିଜର ହାନିକାରକ କିରଣ ଏହା ସଂସ୍ପର୍ଶରେ ଆସିଥାଏ ଯାହା ଅଟାକୁ ଖରାପ କରି ଦେଇଥାଏ । ଏହାପରେ ଦ୍ବିତୀୟ ଥର ଅଟାରେ ରୋଟି କଲେ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ବଢ଼ିଯାଇଥାଏ । ଏହା ଫଳରେ ଗ୍ୟାସ୍ ସମସ୍ୟା, କୋଷ୍ଠକାଠିନ୍ୟ ସମସ୍ୟା, ହଜମ କ୍ରିୟାରେ ପ୍ରଭାବ ଏବଂ ଖାଦ୍ୟର ସ୍ବାଦ ବଦଳି ଯାଇଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *