‘ଦେବୋ କେ ଦେବ ମହାଦେବ’ ସିରିଏଲରେ ମହାଦେବଙ୍କ ଅଭିନୟ କରିଥିବା ଅଭିନେତା ଆଜି ଦେଖା ଯାଉଛନ୍ତି ଏମିତି

ଆପାନ ମାନେ ସମସ୍ତେ କେବେ ନା କେବେ ଭଗବାନ ମହାଦେବଙ୍କ ଜୀବନ କଥା ଜାଣିବା ବିଷୟରେ ରୁଚି ନିଶ୍ଚିନ୍ତ ରଖିଥିବେ । ତେବେ ଟିଭି ରେ ଭଗବାନ ଶିବଙ୍କ ଉପରେ ଗୋଟେ ସିରିଏଲ ଆସିଥିଲା ଯାହା ନାମ ଥିଲା ଦେବୋ କେ ଦେବ ମହାଦେବ ଏହି ସିରିଏଲ ପୋରାଣିକ କାହାଣୀ ଉପରେ ନିର୍ଧାରିତ ଥିଲା । ଏହି ସିରିଏଲରେ ମହାଦେବଙ୍କ ସମ୍ପୂର୍ଣ କାହାଣୀ ବିଷୟରେ କୁହା ଯାଇଥିଲା । ଦର୍ଶକ ମାନଙ୍କ ମନ କିଣି ନେଇଥିଲା ଏହି ସିରିଏଲ, ଏହି ସିରିଏଲ ରେ କାମ କରିଥିବା ସବୁ କଳାକାର ମାନେ ତାଙ୍କ ଅନୁଯାଇ ବହୁତ ଭଲ କାମ କରିଥିଲେ ।

Image Courtesy: Google

ତେବେ ଆଜି ଆମେ ଆପପଣଙ୍କୁ ଶିବଙ୍କ ଅଭିନୟ କରିଥିବା କଳାକାର ଯାହାଙ୍କ ନାମ ମୋହିତ ରେନା ଥିଲା ତାଙ୍କ ବିଷୟରେ କିଛି କଥା କହିବାକୁ ଯାଉଛୁ । ମୋହିତ ଶିବଙ୍କ ଅଭିନୟ ଏତେ ଭଲ କରିଥିଲେ ଯେ ଲୋକ ତାଙ୍କୁ ସତ ଶତିକା ମହାଦେବ ଭାବନ୍ତି ବର୍ତମାନ ମଧ୍ୟ ମୋହିତ ବାହାରେ କୁଆଡେ ଗଲେ କିଛି ଲୋକ ତାଙ୍କୁ ଭଗବାନ କହି ତାଙ୍କ ଗୋଡ ତଳେ ପଡିଥାନ୍ତି ।

Image Courtesy: Google

ମୋହିତ ରେନାଙ୍କ ଜନ୍ମ ୧୪ ଅଗଷ୍ଟ ୧୯୮୨ରେ ଯମୁରେ ହୋଇଥିଲା ରେନା ନିଜ ମା ବାପାଙ୍କ ସହ ଯମୁରେ ବଡ ହେଲେ ବଡ ହେଲା ପରେ ସେ ମଡଲୀଙ୍ଗ କଲେ ଯାହା ପରେ ତାଙ୍କୁ ମେହେର, ବନ୍ଦିନୀ ଭଳି ବହୁତ ସିରିଏଲ ରେ କାମ ମିଳିଲା କିନ୍ତୁ ନା ହେଲା ନାହିଁ ଯାହା ପରେ ସେ ଆଉ ଥରେ ଅଡିସନ ଦେଲେ ଭାଗ୍ୟବଶ ତାଙ୍କୁ ଦେବୋ କେ ଦେବ ମହାଦେବ ରେ କାମ ମିଳିଲା ଯାହା ପରେ ସେ ବହୁତ ପ୍ରସିଦ୍ଧ ହୋଇଗଲେ ଓ ଏହି ସିରିଏଲ ପରେ ତାଙ୍କୁ ଅନ୍ୟ ବହୁତ ସିରିଏଲ ରେ କାମ ମିଳିଲା ଯେମିତିକି ମହାଭାରତ, ଚକ୍ର ବର୍ତୀ ଶମରାଥ ଅଶୋକ ଭଳି ସିରିଏଲ ପ୍ରାପ୍ତ ହେଲା ।

Image Courtesy: Google

ତେବେ ଏତେ କାମ କଲା ପରେ ମୋହିତ ନିଜ ଅଭିନୟ ଦୁନିଆ ଠାରୁ ଟିକେ ଦୂରେଇ ଗଲେ ତାଙ୍କ ବିରାମ ଆଗରୁ ଅନ୍ତିମ ଥର ସର୍ଫରୋଶ ସାରାଗଡି ୧୮୯୭ରେ ଦେଖା ଯାଇଥିଲା ଯେଉଁଥିରେ ସେ ଗୋଟେ ଶିଖ ଅଭିନୟ କରିଥିଲେ । ଏହା ପରେ ମୋହିତ ବହୁତ ସମୟ ଲାଇମ ଲାଇଟ ଠାରୁ ଦୂରେଇ ରହିଲେ କିନ୍ତୁ ଏବେ ଫୁନୀ ସେ ଅଭିନୟ ଦୁନିଆକୁ ଫେରି ଆସିଛନ୍ତି । ବର୍ତମାନ ମୋହିତ ୩୭ ବର୍ଷ ର ଅଟନ୍ତି ଓ ସେ ଚଳଚିତ୍ର ଦୁନିଆରେ ଫେରି ଆସିଛନ୍ତି ଆପଣ ତାଙ୍କୁ ଉଋ ଦ ସର୍ଜିକାଲ ଷ୍ଟ୍ରାଇକରେ ଦେଖିବାକୁ ପାଇବେ ଓ ମେଜର କରନ କାଶ୍ୟପ ଅଭିନୟ କରିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *