ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ୧୦ ଟି ଶିକ୍ଷା- ଶ୍ରୀ ଭଗବତ ଗୀତା, କିପରି ନିଷ୍ପତ୍ତି ନେବେ?

ଶ୍ରୀଭଗବତ ଗୀତା ଗୋଟେ ଏମିତି ବହି ଅଟେ ଆପଣ ଜୀବନକୁ ଗୋଟେ ନୂଆ ଦିଗ ଦେଇପାରେ । ଏଠାରେ ଆମେ ଏମିତି ଜିନିଷ କହିବୁ ଯାହା ଜୀବନରେ ନିସ୍ପତି ନେବାରେ ସହାୟକ ହେବ । ୫୦୦୦ ବର୍ଷ ତଳେ କୁହାଯାଇଥିବା ଏହି କଥା ଆଜି ବି ସତ୍ୟ ଅଟେ । ଭଗବତ ଗୀତା ସବୁ ବହିଠୁ ଅଲଗା ଅଟେ ଆପଣ ଏହି ବହିକୁ କୌଣସି ବହି ସହିତ ତୁଳନା କରିପାରିବେ ନହିଁ । ଭଗବତ ଗୀତା କେମିତି ନିସ୍ପତି ନେବାରେ ସହାୟକ ହୁଏ ଜାଣିବା । ଗୋଟେ ପ୍ରଶ୍ନ ଅଛି ଗୋଟେ ଜିନସ ଆପଣାକୁ ଭଲ ଅନୁଭବ କରାଉଛି ଓ ଆଉ ଗୋଟେ ଜିନିଷ ଖରାପ ଅନୁଭବ କରୁଛନ୍ତି, ନିହାତି ଆପଣ ଭଲକୁ ପସନ୍ଦ କରିବେ ।

ଅର୍ଜୁନ ଯୁଧ୍ୟ ଲଢିବାକୁ ଚାହୁଁନଥିଲେ କାରଣ ତାଙ୍କ ଭାଇ ବନ୍ଧୁ ଓ ଗୁରୁଙ୍କୁ ହରେଇବାର ଦୁଃଖ ଥିଲା । କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନକୁ ଯୁଧ୍ୟ କରିବାର ମାର୍ଗ ଦେଖାଇ ଥିଲେ ।

ଆମେ କିଛିବି ନିସ୍ପତି  ଫୀଲିଙ୍ଗର ହିସାବରେ ନବା କଥା ନୁହେଁ । କାରଣ ଫିଲିଙ୍ଗ୍ସ କ୍ଷଣସ୍ଥାୟୀ  ଅଟେ । ସେଥିଲାଗି ଭଗବାନ ଗୀତାରେ କହିଛନ୍ତି କୌଣସିବି ନିସ୍ପତି ଫିଲିଙ୍ଗ୍ସ ହିସାବରେ ନେବନି, କାରଣ ଫିଲିଙ୍ଗ୍ସ ସବୁବେଳେ କ୍ଷଣସ୍ଥାୟୀ ହୋଇଥାଏ । ଯାହା ଆପଣଙ୍କୁ ଭଲ ଲାଗିଥାଏ ତାହା ସବୁବେଳେ ଠିକ ହୋଇନଥାଏ । ଅଧ୍ୟାୟ ୬ ରେ ଭଗବାନ ଶ୍ରୀକୃଷ୍ଣ  କହିଛନ୍ତି ଆମର ମନକୁ ବ୍ୟାଲାନ୍ଶ କରି ଚାଲିବାର ଅଛି ।

ଆପଣ କେବେବି କିଛି ଗୁରୁତ୍ଵ ପୂର୍ଣ ନିସ୍ପତି ସେତେବେଳେ ନେବେନି ଯେତେବେଳେ ବେସୀ ଖୁସି କି ଦୁଃଖରେ ଥିବେ । ଏଭଳି ନିଷ୍ପତି ସବୁବେଳେ ଭୁଲ ହୋଇଥାଏ । ଏହି ନିଷ୍ପତିରେ ଆମକୁ ପସ୍ତେଇବାକୁ ପଡିଥାଏ । କିଛିବୀ ନିସ୍ପତି ନେବା ଆଗରୁ ନିଜ ସହିତ କଥା ବର୍ତା ହୁଅନ୍ତୁ,” ମୁ ଏହି ନିସ୍ପତି କ୍ରୋଧରେ କି ମୋହରେ ତ ନେଉନି ” । କ୍ରୋଧରେ ନେଉଥିବା ନିସ୍ପତି ସବୁବେଳେ ଭୁଲ ହୋଇଥାଏ ।

ଯଦି ଆପଣ ଭଗବତ ଗୀତାକୁ ପଢିବେ ଜାଣି ପାରିବେ ସେଥିରେ ଲେଖା ଅଛି, ନିଷ୍କାମ କର୍ମ ବହୁତ ଥର ରିପିଟ ହୋଇଛି ମାନେ କର୍ମ କର ଫଳକୁ ଆସା ରଖନି,କାରଣ କର୍ମ ତୁମ ହାତରେ ଅଛି । ଯଦି ଆପଣ କିଛିବି କର୍ମ କରୁଛନ୍ତି କିନ୍ତୁ ଫଳ ଭଲ ମିଳୁନି କଣ ଆପଣ କର୍ମ କରିବା ଛାଡିଦେବେ, ସବୁବେଳେ ମନେ ରଖିବେ କର୍ମ କରିବେ ଫଳକୁ ଆସା ରଖିବେ ନହିଁ । ଆପଣ କର୍ମରେ ଲାଗିରୁହନ୍ତୁ କାରଣ କର୍ମ ଆପଣଙ୍କ ହାତରେ ଅଛି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ବଦଲୁଥିବା ପରିସ୍ଥିତିକୁ ଡରନ୍ତୁ ନହିଁ ।

ଯଦି ଆପଣଙ୍କର କିଛି ନିଷ୍ପତିରେ ପରିସ୍ଥିତି ବଦଳୁଚି ତ ଡରନ୍ତୁ ନହିଁ । କାରଣ ଆପଣ ଗୋଟେ ଜିନିଷ ସହିତ ସୁବିଧା ହେଉଛି ଆପଣଙ୍କୁ ଆବଶ୍ୟକ ଅଛି କମଫୋର୍ଟ ଜୋନରୁ ବାହାରି ଭାବନ୍ତୁ । ଯୁଧ୍ୟ ଲଢିବା ଅର୍ଜୁନ ପାଇଁ ନୂଆ ଜିନିଷ ଥିଲା ସେ ଏହା ପାଇଁ ରେଡି ନଥିଲେ । କିନ୍ତୁ ବଦଳିବା ତ ଆବଶ୍ୟକ ଓ ଏହାର ଆବଶ୍ୟକ ରହିଛି । ଅର୍ଜୁନଙ୍କ ମନରେ ଯେଉଁ ଦର ଥିଲାକି ସେ ଯୁଧ୍ୟ କରି ନିଜ ଲୋକଙ୍କୁ ହରାଇବେ, ଏହାହିଁ ଥିଲା ଅର୍ଜୁନଙ୍କର କମଫୋର୍ଟ ଜୋନ  ଏଥିରୁ ବାହାରିବ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଅର୍ଜୁନଙ୍କୁ ସାହାର୍ଯ୍ୟ କରୁଥିଲେ ।

ଭଗବତ ଗୀତାର ୧୭ ଭାଗର ୨୮ ଶ୍ଳୋକରେ  କୁହାଯାଇଛି ଆମେ ଯାହାବି ବିନା ବିଶ୍ବାସରେ କରୁ ସବୁ ଅଦରକାରୀ ହୋଇଥାଏ । କିଛି କରିବା ପୂର୍ବରୁ ଭାବନ୍ତୁକି ମୁ ଏହା ଠିକରେ  କରିପାରିବିକି ଦୃଢ ବିଶ୍ୱାସ ରଖିବା ଉଚିତ । ବିଶ୍ଵାସ ଓ ଭରସା ଏମିତି ପିଲାର ଅଟେ ଏହାର ଆଧାରରେ ସବୁକିଛି ସମ୍ଭବ ହୋଇଥାଏ । ସେଥିପାଇଁ ଶକ୍ତ ନିସ୍ପତି ନିଅନ୍ତୁ ନିଜ ଉପରେ ଓ ଭଗବାନ ଉପରେ ଓ ନିଜ ଉପରେ ବିଶ୍ବାସ ଓ ଭରସା ରଖନ୍ତୁ ।

ଭଗବତ ଗୀତାର ଅଧ୍ୟାୟ ୩ ଶ୍ଳୋକ ୨୧ରେ କୁହାଯାଇଛିକି ଯାହାବି ଜଣେ ବଡମଣିଷ ଯାହାବି ନିସ୍ପତି ନେଇଥାଏ ତାକୁ ସାଧାରଣ ଲୋକ ମାନି ଥାନ୍ତି । ଭଗବାନ କୃଷ୍ଣଙ୍କ କର୍ମ ଓ ଜଣେ ସାଧାରଣ ମଣିଷର କର୍ମରେ  ବହୁତ ଫରକ ଥାଏ । ଶ୍ରୀକୃଷ୍ଣ ଭଗବାନଙ୍କ ଲକ୍ଷ ଓ ଜଣେ ସାଧାରଣ ମଣିଷର ଲକ୍ଷଠୁ ବହୁତ ଉପରେ ଥିଲା । ସେଥିପାଇଁ ସେ ଭଗବାନ ହୋଇ ପୂଜା ପାଉଛନ୍ତି । ସବୁବେଳେ ନିଜର ଚିନ୍ତା ଧାରା ଓ ବଡ ଲକ୍ଷ ରଖି ନିସ୍ପତି ନିଅନ୍ତୁ । ସବୁବେଳେ ନିଜର ବଡ  ଲକ୍ଷ  ରଖନ୍ତୁ ।

Leave a Reply

Your email address will not be published. Required fields are marked *