ଓଡ଼ିଶା ପୋଲିସ ମାନଙ୍କର ଦରମା କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ପୋଲିସ ମାନଙ୍କ ବର୍ଦିର ସେମାନେ ବହୁତ ଯତ୍ନ ନେଇଥାନ୍ତି, ଆଜି ଆମେ ଆପଣଙ୍କୁ ପୋଲିସ ମାନଙ୍କ ପୋଷ୍ଟ ଓ ତାଙ୍କ ଦରମା ବିଷୟରେ କିଛି ତଥ୍ୟ ଦେବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ ଆମ ଦେଶରେ ବହୁତ ପ୍ରକାର ସିକ୍ୟୁରିଟି ସିଷ୍ଟମ ଅଛି ଓ ତା ମାଧରେ ପୁଲିସ ବିଭାଗ ଗୋଟେ । ଏମାନେ ସବୁଠାରେ ସବୁବେଳେ ଉପସ୍ଥିତ ଥାନ୍ତି । କାହାର କିଚିବି ଅସୁବିଧା ହେଲେ ସମସ୍ତେ ପ୍ରଥମେ ଲୋକାଲ ପୋଲିସଙ୍କ ସହାୟତା ନିଅନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି ଖାସ କଥା ।

୧. କଂଷ୍ଟେବଲ :

ଆପଣ ପୋଲିସ ଦେଖିଥିବେ ଯାହା ଡ୍ରେସରେ କୌଣସି ସ୍ଟ୍ରିପ ନଥାଏ କେବଳ ଓପି ଲେଖା ହୋଇଥାଏ ଏହାର ଅର୍ଥ ଓଡ଼ିଶା ପୋଲିସ ଅଟେ । ଓଡିଶାରେ ପୋଲିସ୍ କନଷ୍ଟେବଳ ଦରମା ବାର୍ଷିକ ହାରାହାରି ₹ 2.2 ଲକ୍ଷ ଅଟେ ।

୨. ହେଡ କଂଷ୍ଟେବଲ :

ତେବେ ହେଡ କଂଷ୍ଟେବଲ ଡ୍ରେସରେ ଗୋଟେ ଧଳା ଇଂରାଜୀ ଭି ଭଳି ସ୍ଟ୍ରିପ ଥାଏ ।

୩. ହାବିଲଦାର :

ତେବେ ହାବିଲଦାର ମାନଙ୍କ ଡ୍ରେସରେ କାନ୍ଧ ଉପରେ ଧଳା ୩ଟି ଭି ଭଳି ସ୍ଟ୍ରିପ ଲଗା ହୋଇଥାଏ ।

Image Courtesy: Google

୪. ଆସିସଟାଣ୍ଟ ସବ ଇନ୍ସପେକ୍ଟର :(ଏଏସଆଇ)

ତେବେ ଏଏସଆଇ ମାନଙ୍କ ଡ୍ରେସରେ କାନ୍ଧ ଉପରେ ଗୋଟେ ଷ୍ଟାର ଥାଏ ଓ ଗୋଟେ ନାଲି ଓ ଗୋଟେ ନୀଳ ସ୍ଟ୍ରିପ ହୋଇଥାଏ ଏହା ସହ ଓପି ଲେଖା ହୋଇଥାଏ ଓଡ଼ିଶା ପୋଲିସ ତେବେ ଓଡ଼ିଶା ପୋଲିସ ସବୁ ପୋସ୍ଟ କାନ୍ଧ ଉପରେ ଲେଖା ହୋଇଥାଏ ।

୫. ସବ ଇନ୍ସପେକ୍ଟର (ଏସଆଇ) :

ଆପଣ ମାନେ ସବ ଇନ୍ସପେକ୍ଟର ମାନଙ୍କୁ ଦେଖିବାକୁ ପାଇଥିବେ ତାଙ୍କ ଡ୍ରେସରେ କାନ୍ଧ ଉପରେ ଦୁଇଟି ଷ୍ଟାର ଓ ଗୋଟେ ନାଲି ଓ ଗୋଟେ ନୀଳ ସ୍ଟ୍ରିପ ହୋଇଥାଏ । ଓଡିଶାରେ ପୋଲିସ୍ ସବ୍ ଇନ୍ସପେକ୍ଟରଙ୍କ ଦରମା ହାରାହାରି ବାର୍ଷିକ ₹ 6.1 ଲକ୍ଷ ।

Image Courtesy: Google

୬. ଇନ୍ସପେକ୍ଟର :

ତେବେ ଆପଣ ଇନ୍ସପେକ୍ଟର ମାନଙ୍କ ଡ୍ରେସ କୋଡରେ ଦେଖିବେ ୩ଟି ଷ୍ଟାର ହୋଇଥାଏ ଓ କୌଣସି ସ୍ଟ୍ରିପ ନଥାଏ ।

୭. ଡିଏସପି :

ଡିଏସପି ଯିଏ ହୋଇଥାନ୍ତି ତାଙ୍କ ଡ୍ରେସ କୋଡରେ ୩ଟି ଷ୍ଟାର ଓ ଓପିଏସ ଲେଖା ହୋଇଥାଏ ।

୮. ଏଏସପି :

Image Courtesy: Google

ଡିଏସପି ଉପରେ ଥାନ୍ତି ଏଏସପି ଯାହା କାନ୍ଧ ଉପରେ ଓପିଏସ ଲେଖା ହୋଇଥାଏ ଓ ଗୋଟେ ଅଶୋକ ସ୍ତମ୍ବ ଦିଆ ହୋଇଥାଏ । ଓପିଏସ ଅର୍ଥ ହେଲା ଓଡ଼ିଶା ପୋଲିସ ସର୍ଭିସ ।

ପୋଲିସ ସର୍ଭିସରେ ସବୁଠାରୁ ବଡ ପୋସ୍ଟ ହେଉଛି ଡିଜିପି ଓ ତାଙ୍କ ଦରମା ହେଉଛି ୨ଲକ୍ଷ ୨୫ ହଜାର ଟଙ୍କା ଗୋଟେ ମାସର । ତେବେ ଡିଜିପି ତଳେ ଯିଏ ପୋଷ୍ଟିଂ ହୋଇଥାନ୍ତି ଏଡିଯିପି ତାଙ୍କ ଦରମା ୨ ଲକ୍ଷ ୫ ହଜାର ହୋଇଥାଏ । ତେବେ ଏଡିଯିପିଙ୍କ ତଳ ପୋସ୍ଟ ହେଉଛି ଆଇପିଏସ ତେବେ ଆଇପିଏସ ମାନଙ୍କ ଆରମ୍ଭ ଦରମା ୬୦ହଜାର ହୋଇଥାଏ ଓ ଏହା ବଢି ଯାଇ ୨ ଲକ୍ଷ ପର୍ଯ୍ୟନ୍ତ ଯାଇ ଥାଏ ।

Leave a Reply

Your email address will not be published. Required fields are marked *