ତେବେ ହିନ୍ଦୁ ଧର୍ମ ମାନ୍ୟତା ଅନୁଯାଇ ଧନ ଦେବୀ ମାତା ଲକ୍ଷ୍ମୀ ଅଟନ୍ତି ଓ ଶାସ୍ତ୍ର ଅନୁଯାଇ ମଣିଷ ଏମିତି କିଛି କାମ ଜାଣିକି ବା ଅଜାଣତରେ କରିଥାଏ ଯାହା ଫଳ ସ୍ୱରୂପ ମାତା ଲକ୍ଷ୍ମୀ ତାଙ୍କ ଘର ଛାଡି ଚାଲି ଯାଇ ଥାନ୍ତି, ତେବେ ସ୍ତ୍ରୀ ପୁରୁଷ ଦୁହିଙ୍କୁ ଏହା ଜାଣିବା ଉଚିତ ଯେ କେଉଁ କାର୍ଯ୍ୟ ପାଇଁ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯାନ୍ତି ଯାହା ଦ୍ଵାରା ସେ ସେମିତି କାମ କରିବେ ନାହିଁ ଓ ଏହି କଥା ଗୁଡିକ ଧ୍ୟାନ ରଖିବେ କାହିଁକିନା ଧନ ଜୀବିକା ପାଇଁ ବହୁତ ଆବଶ୍ୟକ ଜିନିଷ ଅଟେ ଓ ଟଙ୍କା ରୋଜଗାର କରି ଆଣିବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ।
ତେବେ ଏତେ ସହଜରେ ମାତା ଲକ୍ଷ୍ମୀଙ୍କୁ ଛାଡି ଦବା ଉଚିତ ନୁହ ସେଥିପାଇଁ ନିଜ ଘରେ ଏହି କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ ।
୧. ମହିଳାଙ୍କୁ କେବେ ଗୁରୁବାର ଦିନ ଆଇଂଷ ଖାଇବା ଉଚିତ ନୁହ, ଏମିତି ଯେଉଁ ଘରେ ହୋଇଥାଏ ସେହି ଘର ମହିଳା ରାକ୍ଷାସୀ ହୋଇଥାନ୍ତି ଓ ଏମିତି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୨. ଗୁରୁବାର ଦିନ ମହିଳାଙ୍କୁ ଧ୍ୟାନ ରଖି ମୁଣ୍ଡ ଧୋଇ ଗାଧେଇବା ଉଚିତ କାହିଁକିନା ଗୁରୁବାର ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ ଓ ଏହି ଦିନ ମୁଣ୍ଡ ଧୋଇ ଗାଧେଇଲେ ମହିଳା ମାନେ ସ୍ଵଛ ହୋଇଥାନ୍ତି, ଯେଉଁ ମହିଳା ଅସନା ରୁହନ୍ତି ତାଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୩. ଗୁରୁବାର ଦିନ ପୁରୁଷ ହେଉ ବା ମହିଳା ଯିଏ ଅନ୍ନ ବା ଭାତ ନଷ୍ଟ କରିଥାନ୍ତି ତାଙ୍କୁ ଜୀବନରେ ଅନ୍ନ ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ ତଥାପି ମିଳେ ନାହିଁ ଓ ମାତା ଲକ୍ଷ୍ମୀ ତାଙ୍କ ଘରେ କେବେ ବାସ କରନ୍ତି ନାହିଁ ।
୪. ଯେଉଁ ଘରେ ସନ୍ଧ୍ୟା ସମୟ ଗଡିଗଲା ପରେ ସନ୍ଧ୍ୟା ଦିଆ ଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୫. ଯେଉଁ ଘରେ ସ୍ତ୍ରୀ ବା ମହିଳା ରାତିରେ ଅଇଁଠା ବାସ ରୋଷେଇ ଘରେ ଛାଡି ସୋଇ ପଡନ୍ତି ସେ ଘରେ ମଧ୍ୟ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।
୬. ଯେଉଁ ଘରେ ମହିଳା ରାତିରେ କେଶ ଖୋଲି ବା ଉଲଗ୍ନ ହୋଇ ସୋଇଥାଏ ସେହି ଘରେ ଭଗବାନ ବାସ କରନ୍ତି ନାହିଁ ।
୭. ଯେଉଁ ଘରେ ଗୁରୁବାର ଦିନ ଘର ଲୁଣ ପାଣିରେ ପୋଛା ହୋଇନଥାଏ ଓ ଚୁଲ୍ହିରୁ ପାଉଁଶ କଢା ହୋଇନଥାଏ ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।
୮. ଯେଉଁ ଘରେ ସାନ ବଡ ଲୋକଙ୍କୁ ଓଲଟା ଜବାବ ଦିଅନ୍ତି ବା ବହୁ ନିଜ ସାସୁ ଶଶୁର ଧ୍ୟାନ ରଖି ନଥାଏ ତାଙ୍କ ସହ ଦୂରବ୍ୟବହାର କରିଥାଏ ସେହି ଘରେ ମତ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।