ତାରା ତାରିଣୀ ସିରିଏଲ ଅଭିନେତା ଅଭିନେତ୍ରୀଙ୍କ ପ୍ରକୃତ ବୟସ ଜାଣି ଆଶ୍ଚର୍ଯ୍ୟ ହେବେ

ତାରା ତାରିଣୀ ସିରିଏଲ ଆପଣ ମାନେ ସମସ୍ତେ ନିଶ୍ଚିନ୍ତ ଦେଖିଥିବେ ତେବେ ଏହି ସିରିଏଲ ଆପଣ ମାନଙ୍କ ଘର ସ୍ତ୍ରୀ ଲୋକ ନିଶ୍ଚିନ୍ତ ଦେଖିଥିବେ କାହିଁକିନା ଏହା ଏକ ପାରିବାରିକ ସୋ ଅଟେ ଯାହା ଦେଖିବା ପାଇଁ ବହୁତ ଭଲ ଓ ଏହାର କାହାଣୀ ମଧ୍ୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି ତେବେ ବର୍ତମାନ କରୋନା ପାଇଁ ସୁଟିଙ୍ଗ ବନ୍ଦ ଅଛି, ଆଜି ଆମେ ଆପପଣଙ୍କୁ ତାରା ତାରିଣୀ ସିରିଏଲ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କ ଅସଲ ବୟସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

୧. ତାରା ତାରିଣୀ :

ତେବେ କୁନି ତାରିଣୀ ତାପ୍ତିଙ୍କ ବୟସ ୮ ବର୍ଷ ଅଟେ ଓ ସେ ବର୍ତମାନ ୩ର୍ଡ କ୍ଳାସରେ ପାଠ ପଢୁଛନ୍ତି ।

୨. ବୀର :

ଆପଣ ମାନେ ବୀରକୁ ଜାଣିଥିବେ ସେ ରାକେଶଙ୍କ ପୁଅ ଅଟନ୍ତି ଓ ତାଙ୍କ ବୟସ ୯ ବର୍ଷ ଅଟେ ଓ ସେ ଚତୁର୍ଥରେ ପାଠ ପଢୁଛନ୍ତି ।

୩. ନେହା :

ଆପଣ ମାନେ ନେହାଙ୍କୁ ଏହି ସିରିଏଲ ରେ ରାକେଶଙ୍କ ଝିଅ ଭଳି ଦେଖିବାକୁ ପାଇଛନ୍ତି ତେବେ ନେହାଙ୍କୁ ୧୪ ବର୍ଷ ଅଟେ ଓ ସେ ଅଭିନୟ କରିବାକୁ ବହୁତ ପସନ୍ଦ କରନ୍ତି ।

୪. ରିୟା :

ଆପଣ ମାନେ ରିଯାଙ୍କୁ ବହୁତ ଆଲ୍ବମ ରେ ମଧ୍ୟ ଦେଖିବାକୁ ପାଇଥିବେ ତେବେ ରିୟା ଏହି ସିରିଏଲ ରେ ଜବରଦସ୍ତ କାମ କରିବାର ଦେଖା ଦେଇଛନ୍ତି, ତେବେ ରିୟାଙ୍କୁ ୨୪ ବର୍ଷ ଅଟେ ଓ ତାଙ୍କୁ ମଦ୍ଲିଙ୍ଗ କରିବା ବହୁତ ପସନ୍ଦ ଅଟେ ।

 

Image Courtesy: Google

୫. ତନୁଜା :

ଆପଣ ମାନେ ଏହି ସିରିଏଲ ରେ ତନୁଯାଙ୍କୁ ବହୁତ ଭଲ ଅଭିନୟ କରିଥିବାର ଦେଖିଛନ୍ତି ତେବେ ତନୁଜା ରାଜ କ୍ଵିନ ମାଧ୍ୟମରେ ଅଭିନୟ ଦୁନିଆରେ ପାଦ ରଖିଥିଲେ ଓ ବର୍ତମାନ ତାଙ୍କୁ ୨୬ ବର୍ଷ ଅଟେ ।

୬. ତାରିଣୀ :

ତେବେ ଆପଣ ତାରିଣୀଙ୍କୁ ଏହି ସିରିଏଲ ରେ ମୁଖ୍ୟ ଭୂମିକା କରୁଥିବାର ଦେଖିଥିବେ ତାରିଣୀ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନେଇଛନ୍ତି । ତାଙ୍କ ଅଭିନୟ ଓ ସୁନ୍ଦରତା ଦେଖି ଲୋକ ଏହି ସିରିଏଲ ଦେଖିବା ପସନ୍ଦ କରନ୍ତି, ତେବେ ତାରିଣୀଙ୍କୁ ୩୨ ବର୍ଷ ବୟସ ଅଟେ ।

୭. ମୋହନା :

ଆପଣ ମାନେ ମୋହନାଙ୍କୁ ଏହି ସିରିଏଲ ରେ ଭିଲିଅନ ରୂପରେ ଦେଖିବାକୁ ପାଇଥିବେ ଓ ତାଙ୍କ ଅଭିନୟ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦଉଥିବ ତାଙ୍କ ଅଭିନୟ ବହୁତ ଭଲ ଅଟେ । ତେବେ ମୋହନାଙ୍କୁ ବର୍ତମାନ ୩୪ ବର୍ଷ ବୟସ ଅଟେ ।

Image Courtesy: Google

୮. ଉଦୟ :

ଆପଣ ମାନେ ଉଦୟଙ୍କୁ ଆଗରୁ ସିନ୍ଦୁର ବିନ୍ଦୁ ସିରିଏଲ ରେ କାମ କରୁଥିବାର ଦେଖିଥିବେ ତେବେ ବର୍ତମାନ ଉଦୟ ତାରିଣୀ ସିରିଏଲରେ ବହୁତ ଭଲ କାମ କରୁଛନ୍ତି ଓ ତାଙ୍କ ବୟସ ୪୧ ବର୍ଷ ବସ ହୋଇଛି ।

୯. ରୂପମ :

ଆପଣ ମାନେ ରୂପମଙ୍କୁ ମୁଖ୍ୟ ନାୟକ ଭାବରେ ଏହି ସିରିଏଲ ରେ ଅଭିନୟ କରୁଥିବାର ଦେଖିଛନ୍ତି, ତେବେ ରୂପମଙ୍କୁ ୪୩ ବର୍ଷ ବୟସ ଅଟେ ।

୧୦. କନିକା :

ଆପଣ ମାନେ ତାରିଣୀ ସିରିଏଲ ରେ କନିକାଙ୍କୁ ନେଗେଟିବ ଅଭିନୟ କରୁଥିବାର ଦେଖିଥିବେ ତେବେ କନିକାଙ୍କୁ ବର୍ତମାନ ୪୬ ବର୍ଷ ବୟସ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *