ଓଡିଆ ଗୀତକାର କିଏ କେତେ ଟଙ୍କା ନିଅନ୍ତି ? ଗୋଟିଏ ଗୀତ ଗାଇବା ପାଇଁ, ଆସନ୍ତୁ ଜାଣିବା

ଗୀତ ଶୁଣିବା ଆପଣ ମାନଙ୍କୁ ପସନ୍ଦ ହୋଇଥିବ ତେବେ ସମସ୍ତଙ୍କୁ ଗୋଟେ ଗୀତକାର ଗୀତ ପସନ୍ଦ ହବ ବୋଲି କିଛି ମାନେ ନାହିଁ ସମସ୍ତଙ୍କ ଗୀତ ଗାଇବା ଷ୍ଟାଇଲ ଅଲଗା ଅଟେ ତେବେ ଗୀତ ମଧ୍ୟ ଅଲଗା ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କିଛି ଗୀତକାର ମାନଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଆଜି ଆମେ ଆପଣଙ୍କୁ ଗୋଟେ ଗୀତ ପାଇଁ କେତେ ଟଙ୍କା ନିଅନ୍ତି ତାହା କହିବାକୁ ଯାଉଛୁ, ତେବେ ଆସନ୍ତୁ ଆରମ୍ଭ କରିବା ।

୬. ଅମ୍ରିତା :

ଆପଣ ମାନେ ଅମ୍ରିତାଙ୍କୁ ତାଙ୍କ ଗୀତ ପାଇଁ ଜାଣିଥିବେ ସେ ବର୍ତମାନରେ ଓଲିଉଡ ଗୀତ ଦୁନିଆର ପ୍ଲେ ବେକ ଶିଂଗାର ଅଟନ୍ତି, ତେବେ ଅମ୍ରିତା “କେମିତି ଭୁଲି ବି ସେ ଅଭୂଲା ଦିନରୁ” ଫେମସ ହୋଇଥିଲେ ଯାହା ପରେ ତାଙ୍କ ଶିଙ୍ଗିଙ୍ଗ କେରିଅର ସଫଳତା ପାଇବା ଆରମ୍ଭ କରିଥିଲା । ତେବେ ଅମ୍ରିତା ଗୋଟେ ଗୀତ ଗାଇବା ପାଇଁ ୧୦ ହଜାର ଚାର୍ଜ କରନ୍ତି ।

୫. ମଣ୍ଟୁ ଛୁରିଆ:

ଆପଣ ମାନେ ମଣ୍ଟୁ ଛୁରିଆଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ତେବେ ସମ୍ବଲ ପୁରୀ ଗୀତ ପାଇଁ ମାଣ୍ଟୁ ଝୁରିଆ ବହୁତ ଫେମସ ହୋଇଥିଲେ ତେବେ ବର୍ତମାନ ରେ ସେ ଗୋଟେ ଗୀତ ଗାଇବା ଆଇନ ୮ରୁ ୧୦ ହଜାର ଟଙ୍କା ଚାର୍ଜ କରନ୍ତି । ମାଣ୍ଟୁ ଝୁରିଆଙ୍କର ଗୋଟେ ୟୁଟୁବ ଚେନେଲ ମଧ୍ୟ ଅଛି ଯେଉଁଠି ୫ଲକ୍ଷ ଠାରୁ ଅଧିକ ସବସ୍କ୍ରାଇବର ଅଛନ୍ତି ।

Image Courtesy: Google

୪. ଦିପ୍ତି ରେଖା :

ଆପଣ ମାନେ ଦିପ୍ତି ରେଖାଙ୍କୁ ରାଜ କନ୍ୟା ସିରିଏଲ ରେ କାମ କରିଥିବାର ମଧ୍ୟ ଦେଖିଥିବେ ତେବେ ଅଭିନୟ ଦୁନିଆରୁ ଗୀତ ଦୁନିଆରେ ଫେମ୍ସ ହୋଇଥିବା ଦିପ୍ତି ରେଖା ବର୍ତମାନ ଗୋଟେ ଗୀତ ଗାଇବା ପାଇଁ ୮ରୁ ୧୨ ହଜାର ଟଙ୍କା ଚାର୍ଜ କରି ଥାନ୍ତି ।

୩. ହ୍ୟୁମାନ ସାଗର :

ହ୍ୟୁମାନ ସାଗର ୟୁଥ ମଧ୍ୟରେ ବହୁତ ଫେମସ ଅଟନ୍ତି ହ୍ୟୁମାନ ସାଗର ନିଜ ଶ୍ୟାଡ ସଙ୍ଗ ପାଇଁ ବହୁତ ଫେମସ ଅଟନ୍ତି, ତେବେ ହ୍ୟୁମାନ ସାଗର ଭଏସ ଅଫ ଓଡିଶା ତରଙ୍ଗ ପ୍ଲାଟଫର୍ମରୁ ଆସିଛନ୍ତି, ହ୍ୟୁମାନ କୌଣସି ଗୀତ ଗାଇବା ପାଇଁ ମନା କରନ୍ତି ନାହିଁ ତାହା ଆଇଟମ ସଙ୍ଗ ହେଉ ବା ରୋମାଣ୍ଟିକ ବା ଶ୍ୟାଡ ସଙ୍ଗ ସେ ସବୁ ଗୀତ ଗାନ୍ତି ସେ ଗୋଟେ ଗୀତ ପାଇଁ ୧୦ହଜାର ଟଙ୍କା ନିଅନ୍ତି ଓ ତରଙ୍ଗ ରେ ଗୀତ ଗାଇବା ପାଇଁ ତାଙ୍କୁ ୧୫ହଜାର ଟଙ୍କା ମିଳିଥାଏ ।

Image Courtesy: Google

୨. ତାରିକ ଅଲି :

ତାରିକ ଆଲିଙ୍କୁ ଛୁଆ ଛୁଆ ଜାଣିଛନ୍ତି କାହିଁକିନା ଏମିତି କେହି ନାହାନ୍ତି ଯିଏ ଟାଟୁବାଲି ବା ନାଗିନ ଗୀତ ଶୁଣି ନଥିବେ । ତାରିକ ଗୋଟେ ଗୀତ ଗାଇବା ପାଇଁ ୧୦ ହଜାର ଟଙ୍କା ନିଅନ୍ତି, ସେ ସବୁବେଳେ ଆଇଟମ ସଙ୍ଗ ଗାଇବା ପସନ୍ଦ କରନ୍ତି ।

୧. ଅସୀମା :

ଅସୀମା ଭଜନ ଦ୍ଵାରା ଗୀତ ଦୁନିଆରେ ପାଦ ଦେଇଥିଲେ କିନ୍ତୁ ଗତ କିଛି ବର୍ଷରେ ସେ ମଡନ ଗୀତ ପାଇଁ ବହୁତ ଫେମସ ହୋଇଛନ୍ତି ଦର୍ଶକ ମାନଙ୍କୁ ତାଙ୍କ ଗୀତ ବହୁତ ପସନ୍ଦ ଆସିଛି । ଅସୀମା ଆଲ୍ବମ ଗୀତ ଗାଇବା ପାଇଁ ୧୫ହଜାର ଓ ଫିଲ୍ମ ଗୀତ ଗାଇବା ପାଇଁ ୨୦ ହଜାର ଟଙ୍କା ଚାର୍ଜ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *