ବନ୍ଧୁଗଣ ଜ୍ୟେଷ୍ଠ ମାସରେ ଆସୁଥିବା ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ଵ ରହିଛି । ଧାର୍ମିକ ଦୃଷ୍ଟିରୁ ଏହି ଦିନ ସ୍ନାନ ଓ ଦାନ କରିଲେ ଶୁଭ ଫଳ ମିଳିଥାଏ । ଏହି ଦିନ ଗଙ୍ଗା ନଦୀରେ ସ୍ନାନ କରିଲେ ବ୍ଯକ୍ତିର ସବୁ ପାପ କ୍ଷୟ ହେବା ସହ ସୁଫଳ ମିଳିଥାଏ । ଜୁନ ୪ ରବିବାରରେ ପଡିବାକୁ ଯାଉଛି ଜ୍ୟେଷ୍ଠ ପୂର୍ଣ୍ଣିମା । ଏହି ପୂର୍ଣ୍ଣିମା ଠାରୁ ୪ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।
ମା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଭାଗ୍ୟରେ ଅଚାନକ ଧନର ଆଗମନ ହେବାକୁ ଯାଉଛି । ଏମାନେ ହେବାକୁ ଯାଉଛନ୍ତି ମାଲାମାଲ । ଆସନ୍ତୁ ଜାଣିବା ବିସ୍ତାର ଭାବେ । କନ୍ୟା ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ । ଅଧିକ ଧନ ଲାଭ କରିବେ । ଘର ପରିବାରରେ ଖୁସି ର ମାହୋଲ ରହିବ ।
ମା ଲକ୍ଷ୍ମୀ ଏବେ ଆପଣଙ୍କ ଘରକୁ ଆଗମନ କରିବେ । ଆପଣ ଜୀବନରେ ସଫଳତା ପାଇଅବେ । ଆର୍ଥିକ ସ୍ଥିତିରେ ସୁଧାର ହେବ । ଜୀବନ ସୁଖମୟ ହେବ । ବ୍ୟାପାରରେ ଫାଇଦା ପାଇବେ । ଚାକିରି ସହ ଜଡିତ ଖୁସି ଖବର ମିଳିବ ।
ମେଷ ରାଶି : ଆପଣଙ୍କ କୁଣ୍ଡଳୀରେ ଜବରଦସ୍ତ ମହାଲକ୍ଷ୍ମୀ ଯୋଗ ବନୁଛି । ଏଭଳି ସଂଯୋଗ କେବେ କେବେ ହୋଇଥାଏ । ଆପଣଙ୍କ ପାଇଁ ସମୟ ଉତ୍ତମ ରହିବ । ଏମିତି ବ୍ୟକ୍ତିଙ୍କ ସହ ଭେଟ ହେବ ଯାହା ପାଇଁ ଆପଣଙ୍କ ଜୀବନର ଦିଶା ବଦଳିଯିବ । ସୁଖ ସୁବିଧାର ଅଭାବ ରହିବ ନାହିଁ । ଚାରି ଆଡୁ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ । ବ୍ୟାପାରରେ ଦୁଇ ଗୁଣା ଉନ୍ନତି ହେବ ।
କୁମ୍ଭ ରାଶି : ମା ଲକ୍ଷ୍ମୀ ଏବେ ଆପଣଙ୍କ ଉପରେ ଅଧିକ ପ୍ରସନ୍ନ ହୋଇଛନ୍ତି । ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିବ । ଅଧିକ ଧନ ଲାଭ ହେବାକୁ ଯାଉଛି । ନୂଆ କାମ ଆରମ୍ଭ କରିଲେ ସେଥିରେ ସଫଳତା ପାଇବେ । ଘର ପରିବାରରେ ଶାନ୍ତି ବଜାୟ ରହିବ । ବ୍ୟାପାରରେ ଅଧିକ ଫାଇଦା ମିଳିବ । ସନ୍ତାନଙ୍କ ଠାରୁ ଖୁସି ଖବର ମିଳିବ । ବିଦେଶରେ ଯାଇ ପାଠ ପଢିବାକୁ ଚାହୁଁଥିଲେ ସୁଫଳ ପାଇବେ ।
ତୁଳା ରାଶି : ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି । ପୂର୍ବରୁ କରିଥିବା ମେହନତର ପରିଣାମ ସାମନାକୁ ଆସିବ । ଆପଣଙ୍କ ଯୋଗ୍ୟତାର ପ୍ରଦର୍ଶନ ଲୋକ ଦେଖିବେ । ମା ଲକ୍ଷ୍ମୀ ଆପଣଙ୍କ ଜୀବନରେ ଏମିତି ପରିବର୍ତ୍ତନ ଆଣିବେ ଯାହା ଆପଣ କେବେ ଭାବି ନ ଥିବେ । ବ୍ୟାପାରରେ ଉନ୍ନତି ହେବ । ସମାଜରେ ମାନ ସମାନ ବଢିବ ।
ଲକ୍ଷ୍ମୀ ଯୋଗ କାରଣରୁ ଇନକମରେ ବୃଦ୍ଧି ହେବ । ଧନ ଲାଭର ସୁଯୋଗ ମିଳିବ । ନୂଆ ବାହନ ବା ଘର କ୍ରୟ କରିବାର ଯୋଜନା କରୁଥିଲେ ସଫଳ ହେବେ । ସନ୍ତାନ ପ୍ରାପ୍ତିର ସୁଖ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କୁ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।