ହୃଦୟ ଥରିଯିବ ଏହି ଘଟଣା ବିଷୟରେ ଜାଣି ! ଅଧ୍ୟାପକ କଲା ଚତୁର୍ଥ ଶ୍ରେଣୀର ୧୧ଟି ଝିଅଙ୍କ ସହ… ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ଗୋଟେ ପ୍ରାଇଭେଟ ସ୍କୁଲ ଟିଚର ଦ୍ଵାରା ଚତୁର୍ଥ ଶ୍ରେଣୀ ୧୧ଟି ଝିଅଙ୍କ ରେପ କେସ ସାମ୍ନାକୁ ଆସିଛି, ଏହି ଘଟଣା ତେଲେଙ୍ଗାନା ରାଜ୍ୟ ବାନାପାର୍ଥୀ ରେ ସଞ୍ଚାଳିତ ସ୍କୁଲ ଅଟେ, ରେପ ଆରୋପି ଟିଚରକୁ ଗିରଫତାର କରା ଯାଇଛି, ସବୁ ପୀଡିତ ଝିଅମାନେ ଚତୁର୍ଥ ଶ୍ରେଣୀ ର ଅଟନ୍ତି ସେଥିରୁ କିଛି ଛାତ୍ରାମାନଙ୍କ ରେପ ସ୍କୁଲ ପରିସର ରେ କରା ଯାଇଥିଲା । ଆଜିକା ସମୟରେ ବାପା ବୟସ ଟିଚର ମଧ୍ୟ ଛୋଟ ଛୁଆଙ୍କୁ ଏତେ ଖରାପ ନଜର ରେ ଦେଖୁଛନ୍ତି ଯାହା ଆପଣ କେବେ ଭାବି ନଥିବେ ।

ଭାରତ ରେ ଗୁରୁ ମା ବାପା ଠାରୁ ବଡ ହୋଇଥାନ୍ତି କିନ୍ତୁ ଏଠି ରକ୍ଷା କରିବା ବଦଳ ରେ ଗୁରୁ ନିଜ ଶିଷ୍ୟକୁ ରେପ କରୁଛନ୍ତି ।

ପୋଲିସ କହିବା ଅନୁଯାଇ ଆରୋପି ବୟସ ୨୬ ବର୍ଷ ଅଟେ, ୧୦ ବର୍ଷ ଝିଅ ମା ବାପା ଅଭିଯୋଗ ପରେ ଆରୋପି ଉପରେ ଆଇପିସି ଧାରା ୩୭୬(ରେପ) ଏହା ସହ ପାକ୍ସୋ ଏକ୍ତ ଦ୍ଵାରା ଗିରଫତାର କରା ଯାଇଛି । ପୋଲିସ ଯାଞ୍ଚ ଅନୁଯାଇ କିଛି ପୀଡିତ ଝିଅଙ୍କ ରେପ ସ୍କୁଲ ପରିସର ରେ କାରା ଯାଇଛି ଏହା ଛଡା କେତେ ଝିଅଙ୍କ ସହ ବହୁତ ଥର ୟୋନ ଶୋଷଣ ବହୁତ ଥର କରା ଯାଇଛି ।

କିଛି ଝାଇଅଙ୍କ ସହ ଟ୍ୟୁସନ ନା ରେ ଘରେ ଶୋଷଣ କରିଛି ଏହି ଆରୋପି । ଡିଏସପି କିରନ କୁମାର କଥା ବାରତା ସମୟରେ କହିଛନ୍ତି ଏହି ଶର୍ମନାକ କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଦୁଇ ଝିଅଙ୍କ ମଧ୍ୟରୁ ଗୋଟେ ଝିଅ ନିଜ ମା ବାପାକୁ ବ୍ଲିଡିଙ୍ଗ ଅଭିଯୋଗ କଲା । ପଚାରିଲା ପରେ ଝିଅ ଟିଚର ଦୁଷ୍କର୍ମ ବିଷୟରେ ସ୍ପଷ୍ଟ କରି କହିଲା, ମା ବାପାକୁ ପରେ ଅନ୍ୟ ଝିଅ ମାନଙ୍କ ରେପ ବିଷୟରେ ଜଣା ପଡିଲା ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ପୋଷ୍ଟ ଗୁଡିକ ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *