ଦିଲ୍ଲୀ କୋର୍ଟରେ ପିଟିସନ ଦାଖଲ କଲେ ଅନୁଭବ ମହାନ୍ତି- କହିଲେ ବର୍ଷା ମୋ ସହ….

ଅଲିଉଡର ଅଭିନେତା  ତଥା ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ  ପଟିଆଲା ହାଉସ କୋର୍ଟରେ ପିଟିସନ ଦାଖଲ କଲେ । ଛାଡପତ୍ର ଦାଖଲ କରିଛନ୍ତି ଅନୁଭବ ମହାନ୍ତି ୪୭ ପୃଷ୍ଠାର ଏହି ପିଟିସନରେ ପତ୍ନୀ ବର୍ଷାଙ୍କ ବିରୁଦ୍ଧରେ ସଂଗିନୀ ଅଭିଯୋଗ ଆଣିଛନ୍ତି । ଶାରୀରିକ ସମ୍ପର୍କ ପାଇଁ ରାଜି ହେଉନଥିଲେ ବୋଲି ଏହି ପିଟିସନରେ ଉଲେଖ କରିଛନ୍ତି । ଶାରୀରିକ ସମ୍ପର୍କ ସ୍ଥାପନ ନ ହେବାରୁ ସେ ଅସହଯ ଓ ଅସୁଖୀ ମନେ କରୁଥିଲେ । ବାହାଘର ପ୍ରଥମ ଦିନ ସେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜିଥିଲେ ।

ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ତିନିରୁ ଚାରି ମାସ ମାଗିଥିଲେ । ମୁଁ ବର୍ଷାଙ୍କ ଇଚ୍ଛାକୁ ସନମାନ ଜଣାଇ ସମୟ ଦେଇଥିଲି ବୋଲି  ଅନୁଭବ ଏହି ପିଟିସନରେ ଉଲେଖ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସେ ରାଜ୍ୟ ସଭାର ସାଂସଦ ହେବ ପରେ ଦିଲ୍ଲୀରେ ବର୍ଷାଙ୍କ ସହିତ ରହିଥିଲେ ।

Image Courtesy: Google

ଦିଲ୍ଲୀରେ ଶାରୀରିକ ସମ୍ପର୍କ ରଖିବାକୁ ଯାଇ ନିରାଶ ହୋଇଥିଲି ଓ ଦିଲ୍ଲୀ ରହଣି ପରେ ଉଭୟ କଟକ ଫେରିଥିଲୁ । କଟକ ଫେରିଲା ପରେ ବର୍ଷା ଖୁସି ଅନୁଭବ କରିଥିଲେ, କଟକ ଫେରିଲା ପରେ ଆମର ସମ୍ପର୍କ ରହିବ ବୋଲି ବର୍ଷା କହିଥିଲେ । କିନ୍ତୁ ତା ପରେ ସମ୍ପର୍କ ନରଖି ସାତରୁ ଆଠ ମାସ ସମୟ ମାଗିଥିଲେ ।

Image Courtesy: Google

ସାସୁ ଘରେ ନରହି ଅଧିକାଂଶ ବାପଘରେ ରହୁଥିଲେ ବର୍ଷା ଏହାକୁ ନେଇ ଅଧିକାଂଶ ସମୟରେ ଝଗଡା ମଧ୍ୟ କରୁଥିଲେ । ବର୍ଷା ଶାଶୁଘରଙ୍କ ଖାଇବା ପସନ୍ଦ କରୁନଥିଲେ ବୋଲି ଅନୁଭବଙ୍କ ଅଭିଯୋଗ । ସାସୁ ଘର ଲୋକଙ୍କ ସହିତ ମିଶୁ ନଥିଲେ ଓ ବାପଘର ଜୀବ ପାଇଁ ବିଭିନ ବାହାନା କରୁଥିଲେ ।

Image Courtesy: Google

ଅନେକ ଅଭିନେତ୍ରୀଙ୍କ ସହିତ ସମ୍ପର୍କ ମିଥ୍ୟା ଅଟେ । ୨୦୧୯ ମେ ୧ ରୁ ଦୁଇଜଣ ଅଲଗା ରହିଆସୁଥିଲେ ପିଟିସନରେ ଉଲେଖା କରିଛନ୍ତି ଅନୁଭବ । ଅନୁଭବ କହିଛନ୍ତିକି ମାନସିକ ଷ୍ଟିତିର ପରିବର୍ତନ ଲାଗି ତାକୁ ଦେଶର ରାଜ୍ୟର ବିଭିନ ସ୍ଥାନକୁ ମଧ୍ୟ ବୁଲେଇବାକୁ ନେଇଛନ୍ତି । କିନ୍ତୁ ସେ ସବୁ ପରେ  ମଧ୍ୟ ବର୍ଷା  ରାଜି ହୋଇନାହାନ୍ତି ।

Image Courtesy: Google

ଏଥିରୁଜନ ପଡିଛିକି ସେ ଟଙ୍କା ବୈବାହିକ ଜୀବନ ତୁଲାଇବାକୁ ଚାହୁଁ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ମହିଳା ମୋତେ ଓ ମୋର ପରିବାରକୁ ଶାରୀରିକ ନିର୍ଯାତନ ଦେଉଛନ୍ତି, ସେହିଭଳି ପତ୍ନୀଙ୍କ ସହିତ ଜୀବନ କଟାଇବ ସମ୍ଭବ ନୁହେଁ । ଏହିସବୁ ସେ ଛାଡପତ୍ର ଆବେଦନରେ ଦର୍ଶାଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *