କାହିଁକି ବାବୁଶାନଙ୍କ ସହ ଫିଲ୍ମ କରୁନାହାନ୍ତି ବର୍ଷା? ଏହା ପଛରେ ଅଛି ଏହି କାରଣ

ଓଡିଆ ଚଳଚିତ୍ର ଦୁନିଆ ର ସୁପର ଡୁପର ହିଟ ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ, ସେ ଓଡିଆ ଚଳଚିତ୍ର ଦୁନିଆ ତାଙ୍କ ସମୟ ସବୁ ହିରୋ ସହ ବହୁତ ଭଲ ଭଲ ଫିଲ୍ମ ଦର୍ଶମାନଙ୍କୁ ଦେଖେଇଛନ୍ତି, ତେବେ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଅଟେ ଯେ ବର୍ଷା ବାବୁଶାନ ସହ ଫିଲ୍ମ କଣ ପାଇଁ କରୁ ନାହାନ୍ତି ବା ଏହା ପଛରେ କାରଣ କଣ ଅଟେ । ବର୍ଷାଙ୍କ ପ୍ରଥମ ଚଳଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଥିଲା ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଲୋକ ଏହାର ବହୁତ ପ୍ରଶଂସା ମଧ୍ୟ କରିଥିଲେ ।

Image Courtesy: Google

ତେବେ ବର୍ତମାନ ଅଲିବୁଡ ଜଗତ ଉପରେ ବାବୁସାନ ନିଜ ଅଭିନୟ ଏବଂ ସୁପର ହିଟ ଫିଲ୍ମ ଗୁଡିକ ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି ଏବଂ ବର୍ଷା ମଧ୍ୟ ନିଜ ଅଭିନୟ ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ବହୁତ ଚର୍ଚିତ ଅଛନ୍ତି, ତେବେ ବର୍ଷା ଓଡିଆ ଚଳଚିତ୍ର ଜଗତ ବଡ ବଡ ଅଭିନେତା ସହ ଫିଲ୍ମ କରିଛନ୍ତି ଯେମିତିକି ଅନୁଭବ, ସିଦ୍ଧାନ୍ତ ଏବଂ ଅନ୍ୟ କେତୋଟି ହିରୋ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ବାବୁସାନ ଏବଂ ବର୍ଷାଙ୍କ କୌଣସି ଫିଲ୍ମ ଦର୍ଶକ ମାନେ ଦେଖିବାକୁ ପାଇ ନାହାନ୍ତି ବହୁତ ଦର୍ଶକ ମାନଙ୍କ ମନରେ ଏହି ପ୍ରଶ୍ନ ଅଟେ ଯେ ଏତେ ଭଲ ଯୋଡି ବର୍ତମାନ ପର୍ଯ୍ୟନ୍ତ କୌଣସି ଫିଲ୍ମ କାହିଁକି କରି ନାହାନ୍ତି ।

Image Courtesy: Google

ତେବେ ଆଜି ଆମେ ଏହାର ଉତାର ଆପଣଙ୍କୁ କହିବୁ ଯେ କଣ ପାଇଁ ବର୍ତମାନ ପର୍ଯ୍ୟନ୍ତ ବର୍ଷା ଏବଂ ବାବୁସାନ କୌଣସି ଫିଲ୍ମ ଏକାଠି କରି ନାହାନ୍ତି । ଦର୍ଶକ ବନ୍ଧୁ ସୁପର ଦୁପର ହିଟ ହିରୋଇନ ବର୍ଷାଙ୍କ କହିବା ଅନୁଯାଇ ବାବୁସାନ ବହୁତ ଭଲ ଅଭିନେତା ଏବଂ ଏହା ସହ ସେ ବହୁତ ଭଲ ମଣିଷ ମଧ୍ୟ ଏବଂ ତାଙ୍କ ସହ କାମ କରିବା ପାଇଁ ବର୍ଷାଙ୍କୁ କୌଣସି ପ୍ରକାର ଆପତି ନାହିଁ, କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ତାଙ୍କୁ ଏମିତି କୌଣସି କାହାଣୀ ମିଳି ନାହିଁ ଯାହା ସେ ବାବୁସାନ ସହିତ କରି ପାରିବେ ।

Image Courtesy: Google

ତେବେ ବାବୁସାନଙ୍କ କହିବା ଅନୁଯାଇ ବର୍ଷା ଙ୍କ ଅଭିନୟ ତାଙ୍କୁ ବହୁତ ପସନ୍ଦ ଓ ସେ ଏମିତି କିଛି କାହାଣୀ ପାଇଁ ଅପେକ୍ଷା କରିଛନ୍ତି ଯାହା ଦୁହିଙ୍କ ପାଇଁ ବହୁତ ଭଲ ହବ ଏବଂ ତାଙ୍କୁ ସୁଟ କରୁଥିବ ଓ ଏମିତିକା କାହାଣୀ ପାଇଲା ପରେ ସେ ବର୍ଷାଙ୍କ ସହ ଚଳଚିତ୍ର ନିହାତି ବନେଇବେ ସେଥିପାଇଁ ସେ ନିଜେ ଅପେକ୍ଷାରେ ଅଛନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *