ସବୁବେଳେ କଣ୍ଟା ଉପରେ ଶୁଅନ୍ତି ଏହି ସାଧୁବାବ, କାରଣ ଜାଣିଲେ ଉଡିଯିବ ହୋସ

ଯେବେ ବି ଆପଣ କୁମ୍ଭମେଳାରେ ଯାଇଥିବେ ବହୁତ ଅଲଗା ଅଲଗା ପ୍ରକାରର ବାବା ଦେଖିଥିବେ କି ତାଙ୍କ ବିଷୟରେ ଶୁଣୁଥିବେ କିନ୍ତୁ ଆଜି ଆମେ ଯେଉଁ ବାବଙ୍କ ନାଁରେ କହିବାକୁ ଯାଉଛୁ ତାଙ୍କ ବିଷୟରେ ଜାଣି ଆପଣଙ୍କର ବି ରୁମ ଟାଙ୍କୁରି ଉଠିବ । ଏହିସମୟରେ ପ୍ରୟାଗରାଜ କୁମ୍ଭମେଳାରେ କଣ୍ଟାରେ ସୌଥିବା ବାବା ଅବଏ ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ଯିଏ ବି ଏହି ବାବାଙ୍କୁ ଦେଖୁଛି ସେ ଆଶ୍ଚର୍ଯ୍ୟ ହେଉଛି । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ କି ଏହି ବାବା କଣ୍ଟାର ଶେଯରେ ସବୁବେଳେ ସୋଇରୁହନ୍ତି ।

Image Courtesy: Google

ହଁ ଆଜ୍ଞା… ଯିଏବି ଦେଖୁଛି ଏହି ବାବଙ୍କୁ ଦେଖି ଡରିଯାଉଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଏହି କଣ୍ଟା ବାଲା ବାବା ସବୁବେଳେ କଣ୍ଟା ଉପରେ କାହିଁକି ଶୋଉଛନ୍ତି ? ତ ଚାଲନ୍ତୁ ଆମେ ଆପଣଙ୍କୁ ହ୍ରୁଦୟକୁ ଛୁଇଲାଭଳି କଥା କହିବାକୁ ଯାଉଛୁ । ଏଇଆ କୁହାଯାଏ କି ଏହି ବାବା ପାପର ପ୍ରାୟଶ୍ଚିତ କରୁଛନ୍ତି । ଏହା ବିଷୟରେ ବାବଙ୍କ କହିବା କଥା କି, ‘ଯେବେ ସେ ୧୮ ବର୍ଷର ଥିଲେ ସେ ଗୋ -ହତ୍ୟା କରିଥିଲେ, ଯାହାପରେ ସେ ପ୍ରାୟଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ।

Image Courtesy: Google

କେବଳ ସେତିକି ନୁହେଁ କଣ୍ଟା ବାଲା ବାବା କହିଛନ୍ତି କି, ‘ସେ ମାଘ ମେଳା ଓ କୁମ୍ଭ ମେଳାରେ ପ୍ରୟାଗରାଜ ନିଶ୍ଚିନ୍ତ ଆସନ୍ତି । ଏହିସମୟରେ ଯାହା କିଛି ଧନ ମିଳିଥାଏ, ସେ ସେଠାରେ ମଥୁରା ଗାଁର ସେବା ଶୁଶ୍ରୁଷାରେ ବ୍ୟବହାର କରନ୍ତି । କଣ୍ଟା ବାଲା ବାବା ଦେଶରେ ହଉଥିବା ସବୁ ବଡ ଧାର୍ମିକ ଆୟୋଜନରେ ଯୋଗ ଦେଇଥାନ୍ତି । ଏହି ବାବଙ୍କ ଅସଲି ନାମ ଲକ୍ଷ୍ମଣ ରାମ ହୋଇଥାଏ । ବାବା ଏହାଭି କହିଛନ୍ତି କି କଣ୍ଟା ଶେଯରେ ଶୋଇଲେ କଷ୍ଟ ବହୁତ ହୁଏ କିନ୍ତୁ ସେ ସହିଜାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *