ଦେଖନ୍ତୁ କଣ ହେଲା ଯେତେବେଳେ ସ୍ତ୍ରୀ, ତା ସ୍ବାମୀ ଙ୍କୁ ପ୍ରେମିକା ସହ ଦେଖିଲା… ଭିଡିଓ ହେଲା ଭାଇରାଲ

କୁହନ୍ତି ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ପ୍ରେମ ଓ ବିଶ୍ୱାସ ରେ ଗଢା ହୋଇଥାଏ । ଯେ କେହି ବି ନିଜ ସ୍ବାମୀ ର ସବୁ ଦୁର୍ବଳତା କୁ ସହି ପାରନ୍ତି ହେଲେ ନିଜସ୍ବାମୀ ପର ସ୍ତ୍ରୀ ଙ୍କ ସହ ସମୟ ବିତେଇଲେ ଜମା ବି ସହି ପାରନ୍ତି ନି । ଯଦି କୌଣସି ପୁରୁଷ ଏମିତି କରୁଚି ତ ସେ ଖବର ତା ସ୍ତ୍ରୀ ଜାଣିପାରେ, ତ ସେ ଚେଷ୍ଟା କରେ ସେ ମହିଳା ଜଣଙ୍କ ବିଷୟରେ ଜାଣିବାକୁ ।

ସେଥିପାଇଁ ନିଜ ସ୍ବାମୀ ର ଯାସୁସି ମଧ୍ୟ କରିବାକୁ ପଛାଏ ନାହିଁ ।

ଏମିତି ବି ହେଇଛି ଏ ଭିଡିଓ ରେ ଯାହା ସୋସିଆଲ୍ ମିଡ଼ିଆ ରେ ଦେଖା ଯାଉଚି ଗୋଟେ ସ୍ତ୍ରୀ ନିଜ ସ୍ବାମୀ ଙ୍କୁ ଏକ ପର ସ୍ତ୍ରୀଲୋକ ସହ ସମ୍ବନ୍ଧ ଥିବାର ଦେଖିଲା । ସ୍ବାମୀ ,ପର ସ୍ତ୍ରୀ ଜଣଙ୍କ ସହିତ ସମୟ କାଟୁଥିବାର ଦେଖି ସ୍ତ୍ରୀ ଜଣଙ୍କ ଜାଣିଲେ ଯେ ସେ ତାଙ୍କ ପ୍ରେମିକା ।

ସେ ସ୍ତ୍ରୀଜଣଙ୍କ ନିଜ ସ୍ବାମୀ ସହ ତାକୁ ଦେଖିଲେ ସେ ବହୁତ ରାଗିଗଲେ । ସେ କିଛି ଚିନ୍ତା କରିପାରୁନଥିଲେ । ତାପରେ ସେ ସେମାନଙ୍କ ପାଖକୁ ଯାଇ ନିଜ ସ୍ବାମୀ ଙ୍କୁ ମାରିବା ରେ ଲାଗିଲେ ଓ ତାଙ୍କ ସହ ଆଉ ଜଣେ ଥିଲେ ସେ ପର ସ୍ତ୍ରୀ ଜଣ ଙ୍କ ଚୁଟି କୁ ଧରି ମାରିବାକୁ ଲାଗିଲେ । ସ୍ବାମୀ ଜଣଙ୍କ ନିଜ ପ୍ରେମିକା କୁ ରକ୍ଷା କରିବା ପାଇଁ ଚେଷ୍ଟା କଲେ ହେଲେ କିଛି ନକରି ପାରି ନିଜ ସ୍ତ୍ରୀ ହାତରୁ ମାଡ଼ ଖାଇଲେ ।

ପତ୍ନୀ ଜଣକ ନିଜ ସ୍ବାମୀ ଙ୍କ କଲର୍ କୁ ଧରି ସମସ୍ତଙ୍କ ସାମ୍ନା ରେ ମାରି ବାରମ୍ବାର ଗୋଟେ କଥା କହୁଥିଲେ କି ତାକୁ କାଇଁ ଧୋକା ଦେଲ । କାରଣ ମହିଳା ଜଣଙ୍କ ଗର୍ଭବତୀ ଥିଲେ । ସେଠି ଯେତେ ଲୋକ ଥିଲେ ସବୁ ଦେଖି ଆଶ୍ଚର୍ଯ୍ୟ ହେଲେ କିନ୍ତୁ କେହି ସେ ମାମଲା ରେ ପଶିଲେନି । ଏଇ ଘଟଣା ର ଭିଡିଓ ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହୋଇଯାଇଛି । ଲୋକେ ମହିଳା ଙ୍କ ର ସାହସ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ।

ଯଦି ଆପଣକୁ ଆମର ଏହି ଆର୍ଟିକ୍ଲ ପଢିବାକୁ ଭଲ ଲାଗୁଥିବ ତେବେ ଆପଣ ଅନ୍ୟ ମାନକୁ ଶେୟାର କରନ୍ତୁ ଦେଖିବା ପାଇଁ ।

Leave a Reply

Your email address will not be published. Required fields are marked *