ଏହି ଭିଡିଓ ଦେଖି ଲାଗିବ ଯେ ଆଜି ବି ଦୁନିଆରେ ମଣିଷପଣିଆ ରହିଛି, ଥରେ ନିଶ୍ଚୟ ଦେଖନ୍ତୁ

ଆମ ଦେଶରେ ଏମିତି କିଛି ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁ ଏମାନେ ଏମିତି କିଛି କାମ କରିଥାନ୍ତି ଯାହା ପାଇଁ ସେଠାରେ ଥିବା ସବୁ ବ୍ୟକ୍ତି ଅ-ପ-ମା-ନ ହେବା ସହ ସେହି ବ୍ୟକ୍ତି ଜଣକ ମଧ୍ୟ ଅ-ପ-ମା-ନି-ତ ହୋଇଥାଏ । କିନ୍ତୁ ଆମ ଦେଶରେ ଏମିତି କିଛି ଲୋକ ଏମାନେ ଅଛନ୍ତି ଯେଉଁ ମାନେ ନିଜର ଭଲ କାମ ପାଇଁ ସବୁ କ୍ଷେତ୍ରରେ ହେଉ ବା ସବୁ ପରିସ୍ଥିତି ରେ ହେଉ ପ୍ରଶଂସା ପାଇଥାନ୍ତି । ଆଜି ବି ଦୁନିଆରେ ଏମିତି କିଛି ମହାନ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅନ୍ୟ ର ଦୁଖ ଦେଖିଲେ ତାଙ୍କୁ ସାହାଜ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ।

ଆଜିର ଆମର ଏହି ଲେଖା ରେ ଏମିତି ଏକ କାହାଣୀ ରହିଛି । ତେବେ ଆସନ୍ତୁ ଜାଣିବା ସେହି କାହାଣୀ ଟି କାହା ଉପରେ ଆଧାରିତ ଓ ପୁରା କାହାଣୀ କଣ ରହିଛି । ଏହି ଭିଡିଓ ରେ ଜଣେ ମହିଳା ରାସ୍ତାରେ ଯାଉଥିବା ସମୟରେ ତାଙ୍କ ପାଖ କୁ ଗୋଟେ ଫୋନ କଲ ଆସୁଛି । ଏହା ପରେ ମହିଳା ଜଣକ କାନ୍ଦିବାର ଦୃଶ୍ୟ ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି ।

କାରଣ ମହିଳା କୌଣସି ଅସୁବିଧାରେ ଥିବାର କଥା ଶୁଣିବା ପରେ ସେ ନିଜକୁ ରୋକି ନ ପାରି କାନ୍ଦି ପକାଉଛନ୍ତି । ଏହା ପରେ ମହିଳା ଙ୍କ ପଛ ପଟେ ବସିଥିବା ଜଣେ ଯୁବକ ତାଙ୍କର ସବୁ କଥା ଶୁଣିଛନ୍ତି । ଏହା ପରେ ଯୁବକ ଜଣକ ଯେଉଁ କାମ କରିଛନ୍ତି । ତାହା ଦେଖିଲେ ଆପଣ ମାନେ ବିଶ୍ଵାସ କରି ପାରିବେ ନାହି । ଏହି ଭିଡିଓ ରେ ଯୁବକ ଜଣକ ନିଜର ଜୋତା ର ଲେସ କାଢି ଠିଆ ହୋଇ ଯାଇଛନ୍ତି ।

ଯେଉଁ ସମୟରେ ମହିଳା ଟି ଯୁବକ ଙ୍କ ପାଖରେ ଦେଇ ଯାଉଥିଲେ ଠିକ ସେହି ସମୟରେ ଯୁବକ ଜଣକ ତାଙ୍କୁ ନିଜ ଜୋତା ର ଲେସ ବାନ୍ଧିବାକୁ କହିଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଏହା ପରେ ମହିଳା ଯୁବକ ଙ୍କର ଲେସ ବାନ୍ଧିବା ସମୟରେ ଏହାର ଫାଇଦା ଉଠାଇ ଯୁବକ ମହିଳା ଙ୍କ ପର୍ସ ରେ କିଛି ଟଙ୍କା ରଖି ଦେଇଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

ତେବେ ବାସ୍ତବରେ ଯୁବକ ଙ୍କର ଏଭଳି କାମ ଦେଖି ଲାଗୁଛି ଯେ ଆଜି ବି ଦୁନିଆରେ ମାନବିକତା ଓ ମଣିଷପଣିଆ କେଉଁଠି ନା କେଉଁଠି କୌଣସି ବ୍ୟକ୍ତି ପାଖରେ ରହିଛି । ସତରେ ଯୁବକ ଙ୍କର ଏଭଳି କାମ ପାଇଁ ସେ ପ୍ରଶଂସାର ପାତ୍ର ଅଟନ୍ତି । ସେ ମହିଳା ଙ୍କର ଟଙ୍କା ଅଭାବ ଥିବା ଦେଖି ତାଙ୍କୁ ଯେଉଁ ଆର୍ଥିକ ସାହାଜ୍ଯ କରିଛନ୍ତି ମହିଳା ନିଜେ ବି ଜାଣି ପାରିଲେ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆମର ଲେଖା ଟି ଭଲ ଲାଗିଥାଏ ତେବେ ଅହି ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *