ହନୁମାନଙ୍କ ଏହି ଶକ୍ତିଶାଳୀ ଗୁପ୍ତ ମନ୍ତ୍ର, ଯାହାକୁ ଥରେ ମନେ ମନେ କହିଦେଲେ 1 ଘଣ୍ଟାରେ ନିଜେ ଦେଖିବେ ଚମତ୍କାର

ଆପଣ ଯଦି ନିଜ କଷ୍ଟ ରୁ ହନୁମାନ ଜି ଙ୍କୁ ପ୍ରଶନ୍ନ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ମନ୍ତ୍ର କୁ ଠାରେ ଜପ କରନ୍ତୁ ଦେଖିବେ ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ନିଶ୍ଚିତ ଭାବେ । ଆପଣମାନେ ଯଦି ଜାଣି ଛନ୍ତି କି ହନୁମାନଜି ହେଉଛନ୍ତି ଆମ କଳିଯୁଗର ର ଦେବତା । ଆଜି ଆମେ କହିବା ପାଇଁ ଯାଉଥିବା ମନ୍ତ୍ର ଆପଣଙ୍କ ସବୁ ସମସ୍ୟାର ସମାଧାନ କରିବ । ଆପଣ ଜାଣି ଥିବେ କି ହନୁମାନଜିଙ୍କ ମାତା ଆଞ୍ଜନି ମା ନିଜ ସନ୍ତାନ ପ୍ରାପ୍ତି ପାଇଁ ତପସ୍ୟା କରୁଥିଲେ ।

ସେ ପବନ ଦେବଙ୍କୁ ପ୍ରସନ୍ନ କରିବା ପରେ ତାଙ୍କୁ ହନୁମାନଜି ପ୍ରାପତ ହୋଇ ଥିଲେ ତେଣୁ ତାଙ୍କୁ ପବନ ପୁତ୍ର କୁହାଯାଏ । ଆଜି ଆମେ କହିବା କି ଭଗବାନ ହନୁମା ଜି ଜୀବିତ କଣ ପାଇଁ ଓ ତାଙ୍କ ଉପରେ କଳିଯୁଗ ର ସବୁ ଭକ୍ତ ଙ୍କ ରକ୍ଷା କରିବା ପାଇଁ କଣ ପାଇଁ ରକ୍ଷା ଯାଇଛି ।

ଭଗବାନ ହନୁମାନଜି ଥରେ ଭଗବାନ ସୂର୍ଯ୍ୟ ଙ୍କୁ ଖାଇ ଦେଇ ଥିଲେ ଏହା ପାଇଁ ଇନ୍ଦ୍ର ଦେବ ତାଙ୍କ ମୁହଁରୁ ସୂର୍ଯ୍ୟ ଙ୍କୁ କାଢିବା ପାଇଁ ତାଙ୍କ ଓଠକୁ ପ୍ରହାର କରିଥିଲେ । ଏହା ପରେ ପବନ ଦେବ ରାଗିକି ସାରା ଦୁନିଆରା ବାୟୁ କୁ ବନ୍ଦ କରି ଦେଇଥିଲେ । ସବୁ ଦେବ ଲୋକ ଆସିକି ତାଙ୍କୁ କ୍ଷମା ମାଗିବା ପରେ ତାଙ୍କୁ ସେ ସବୁ କିଛି ଠିକ କରିଥିଲେ ।

ସେହି ଦିନ ହିଁ ଭଗବାନ ହନୁମାନଜି ଙ୍କୁ ସବୁ ଦେବା ଦେବୀ ମାନେ ତାଙ୍କୁ ନିଜ ଆଶୀର୍ବାଦ ଦେଇଥିଲେ । ହନୁମାନଜି ଙ୍କୁ ସେହି ଦିନ ପରେ ଯେତେବେଳେ ମା ସୀତାଙ୍କୁ ଭଗବାନ ଙ୍କ ରାମଙ୍କ ସନ୍ଦେଶ ମିଳିଥିଲା ସେହି ଦିନ ସେ ନିଜର ସବୁ ଶକ୍ତି ଭଗବାନ ହନୁମାନଜିଙ୍କୁ ସବୁ କ୍ଷମତା ଦେଇ ଦେଇଥିଲେ । ଏହା ପରେ ସେ ଅଷ୍ଟସିଦ୍ଧି ଓ ନବନିଦ୍ଧି ର ମାଲିକ ହୋଇଥିଲେ ।

ଭଗବାନ ରାମଚନ୍ଦ୍ର କହିଥିଲେ କି ତୁମେ କଳିଯୁଗର ଅନ୍ତ ଯାଏ ଏହି ଧାରା ରେ ରହିବ ଓ ତୁମେ ଏହା ପରେ ଯାଇକି ସ୍ଵର୍ଗକୁ ଆସିବେ । ତେଣୁ ଏହା ସତ୍ୟ ଘଟଣା ଅଟେ କି ହନୁମାନଜି ହେଉଛନ୍ତି ଏହି ଯୁଗର ଜୀବନ୍ତ ଦେବତା । ହନୁମାନ ଜୀବନାନକ ସବୁ କୀର୍ତ୍ତି ତୁଳଶିଦାସ ଙ୍କ ଚଉପିସାରେ ଲେକହ ଯାଇଛି ।

ଆପଣ ଜଦି ସବୁ ଦିନ ହନୁମାନଜି ଙ୍କ ଚାଲିଶା ପଢିବାରେ ସାମର୍ଥ୍ୟ ନାହାନ୍ତି ତେବେ ଆପଣ ନିଶ୍ଚିତ ଭାବେ କିଛି ଦୋହା କୁ ମାନେ ରଖିବା ଅଭଲ ହୋଇ ଥାଏ । ଏହାକୁ ମନ ରଖିବା ଦ୍ଵାରା ସମସ୍ଯା ରୁ ମୁକ୍ତି ମିଳିବ । ଆପଣ ଯଦି ଭୁତ ପିଶାଚ କୁ ନେଇ ଡରୁଛନ୍ତି “ଭୁତ ପିଶାଚ ନିକଟ ନହିଁ ଆୱେ ମହାବୀର ଯଦି ନାମ ସୁନାବେ” ଆପ ଯଦି ବେମାର ଅଛନ୍ତି ତେବେ “ନସଇ ରୋଗ ସବ ହର ପିରା ଜପତ ନିରନ୍ତର ହନୁମତ ବୀରା” ।

ଜୀବନରେ ଯଦି ଆପଣ ସବୁବେଳେ ଶକ୍ତିଶାଳୀ ହେବା ପାଇଁ ଚାହୁ ଛନ୍ତି ତେବେ କୁହନ୍ତୁ “ଅଷ୍ଟ ସିଦ୍ଧି ନବନିଧି କେ ଦାତା ଅସବର ଦିନ ଯାନକୀ ମାତା” । ତେବେ ଏହା ଜପ କରିବା ଦ୍ଵାରା ଆପଣଙ୍କ ସମୟ ଭଲ ହେବା ସହ ଆପଣ ସବୁ ଜାଗାରେ ବିଜେତା ହେବେ ।

Leave a Reply

Your email address will not be published. Required fields are marked *