ପସନ୍ଦ କାରଣରୁ ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଏହି ବଡ ରାଜ- Personality Test

ପ୍ରତେକ ବ୍ୟକ୍ତିଙ୍କ ମୁହଁ ଓ ବ୍ୟବହାର ଅଲଗା ଅଲଗା ହେବା ସହ ସେମାନଙ୍କର ପସନ୍ଦ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ । ଯେପରି କି କୌଣସି ବ୍ୟକ୍ତିକୁ ସାନ୍ତ ପସନ୍ଦ ହୋଇଥାଏ ତା ଆଉ କେତେକଙ୍କୁ ଗହଳିରେ ରହିବାକୁ ଅସନ୍ଦ ହୋଇଥାଏ । ସେହିପରି ରଙ୍ଗ ବିଷୟରେ ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ହୋଇଥାଏ । ଯେପରିକି କାହାକୁ ନାଲି, ଧଳା ରଙ୍ଗ ପସନ୍ଦ ହୋଇଥାଏ । ରଙ୍ଗର ଅଭାବରୁ ବ୍ୟକ୍ତି ଜୀବନ ଫିକା ହୋଇଥାଏ ।

ରଙ୍ଗ ଦ୍ଵାରା ବ୍ୟକ୍ତି ବିଷୟରେ ବହୁତ କିଛି ଜାଣି ହୁଏ । ଆଜି ଆମେ ଆପଣଙ୍କୁ ୩ଟି ରଙ୍ଗ ବିଷୟରେ କହିବାକୁ ଯାଉଛୁ । ସେଥି ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ ରଙ୍ଗ ଚୟନ କରି ଜାଣି ପାରିବେ ଆପଣଙ୍କର ଭବିଷ୍ୟତ ବିଷୟରେ ।

୧- ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ଏକ ଆଶାବାଦି ଓ ସର୍ବଦା ଖୁସିରେ ରହିବା ଭଳି ଅଟନ୍ତି । ଆପଣ ସ୍ବାଭିମାନୀ ବ୍ୟକ୍ତି ଅଟନ୍ତି । କିନ୍ତୁ ହୋଇପାରେ କି ଆପଣ କିଛି ସ୍ଵାର୍ଥୀ ମଧ୍ୟ ହୋଇ ପାରନ୍ତି । ଆପଣ କାହାରି ସାହାଜ୍ଯ ନେବା ପସନ୍ଦ କରନ୍ତି ନାହି । ଆପଣ ସର୍ବଦା ନିଜ ସାଥିଙ୍କ ପ୍ରତି ବିଶ୍ଵସ୍ତ ହୋଇଥାନ୍ତି ।

ଆପଣ ସଚ୍ଚୋଟ ଓ ଜିଦି ସ୍ଵଭାବର ହୋଇ ପାରନ୍ତି । ଆପଣ ନିଜ କମ ଉପରେ ଧ୍ୟାନ ଦେବାକୁ ପସନ୍ଦ କରିଥାନ୍ତି । ଅନ୍ୟ କଥାରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରନ୍ତି ନାହି । ଆପଣ ନିଜ ପାଖରେ ଥିବା ଧନକୁ ଅଯଥା ଖର୍ଚ୍ଚ କରନ୍ତି ନାହି । ଯାହା କାରଣରୁ ଲୋକେ ଆପଣଙ୍କୁ ଲୋଭୀ ପ୍ରକୃତିର ଭାବିଥାନ୍ତି । କିନ୍ତୁ ଆପଣ ଭୁତ ଭଲ ହୋଇଥାନ୍ତି ।

୨- ନାଲି ରଙ୍ଗ : ଯଦି ଆପଣ ନାଲି ରଙ୍ଗ ପସନ୍ଦ କରିଛନ୍ତି ତେବେ ଆପଣ ମେଳାପୀ ବ୍ୟକ୍ତି ଅଟନ୍ତି । କାହ ସହ ଅତି ସହଜରେ ମିସିଥାନ୍ତି । କିନ୍ତୁ ଆପଣ କ୍ରୋଧୀ ପ୍ରକୃତିର ବ୍ୟକ୍ତି ହୋଇ ପାରନ୍ତି । ଆପଣ ନିଜ ସାଥିଙ୍କ ଠାରୁ ସଚ୍ଚୋଟତାର ଆଶା ରଖିଥାନ୍ତି । ଆପଣଙ୍କୁ ମିଛ ପସନ୍ଦ ନୁହେଁ । ଆପଣଙ୍କର ହୃଦୟ କୋମଳ ସ୍ଵଭାବର ହୋଇଥାଏ ।

ଯାହା ଫଳରେ ଆପଣ ଛୋଟ କଥାରେ ଭାବୁକ ହୋଇଥାନ୍ତି । ପ୍ରାୟତ ଏପରି ବ୍ୟକ୍ତି ରୋମାଣ୍ଟିକ ଟାଇପର ହୋଇଥାନ୍ତି । ଆପଣଙ୍କର ଦାଂପତ୍ଯ ଜୀବନ ଭଲରେ ରହିବା ସହ ଭଲ ଖାଇବା ଓ ପିନ୍ଧିବା ପ୍ରତି ଧ୍ୟାନ ଦେଇଥାନ୍ତି । ୩- ହଳଦିଆ ରଙ୍ଗ : ଯଦି ଆପଣ ହଳଦିଆ ରଙ୍ଗ ଚୟନ କରିଛନ୍ତି ତେବେ ଆପଣ ନିଜେ ବି ଖୁସିରେ ରହୁଛନ୍ତି । ଅନ୍ୟକୁ ମଧ୍ୟ ଖୁସିରେ ରଖୁଛନ୍ତି ।

ଆପଣ ଅନ୍ୟକୁ ଗାଇଡ କରିବାରେ ଓ ସାହାଜ୍ଯ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି । ଏପରିକି ହୋଇପାରେ ଆପଣ କାହାକୁ ସାହାଜ୍ଯ କରିବା ସମୟରେ ଭୁଲି ଯାଇଥାନ୍ତି କି ସେ ଆପଣଙ୍କର ଶତ୍ରୁ କି ମିତ୍ର ଅଟନ୍ତି । ଆପଣ ସର୍ବଦା ସାହାଜ୍ଯ କରିବାକୁ ଆଗରେ ରହିଥାନ୍ତି । ଆପଣ ଅତି ସହଜରେ ମିତ୍ରତା କରିଥାନ୍ତି । କାହା ବିଷୟରେ ଖରାପ ଚିନ୍ତା କରନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *