ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଉତ୍ତର ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣିଥିବେ କିନ୍ତୁ ଆମେ ମଜା ପାଇଁ ଆଜି ଟେଷ୍ଟ କରିବାକୁ ଯାଉଛୁ ଯେ ଆପଣଙ୍କ ବୁଦ୍ଧି କେତେ କାମ କରୁଛି, ଆପଣ ମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥାନ୍ତି ଯାହା ଉତ୍ତର ଭାବିଲେ ଆପଣଙ୍କୁ ମଧ୍ୟ ଜଣା ପଡିନଥାଏ କିନ୍ତୁ ଉତ୍ତର ବହୁତ ସହଜ ହୋଇଥାଏ । ତେବେ ଉତ୍ତର ଆମ ଆଖ ପାଖ ହୋଇଥାଏ, ଆପଣ ମାନେ ଏହି ଭଳି ଖେଳ ଦ୍ଵାରା ଆପଣଙ୍କ ବୁଦ୍ଧି ବଢେଇ ପାରିବେ ଓ ଏହା ଆପଣଙ୍କ ମସ୍ତିସ୍କକୁ ସ୍ଵସ୍ଥ ରଖିଥାଏ । ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଆପଣ କମେଣ୍ଟରେ ଲେଖିବେ ।

ପ୍ରଶ୍ନ :- କେଉଁ ଦେଶର ଲୋକ ସାପ ଖାଇଥାନ୍ତି ?
ଉତ୍ତର :- ଚୀନର ଲୋକ
ପ୍ରଶ୍ନ :- କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟି ଥାଏ ?
ଉତ୍ତର :- ନୀଳକୁରଞ୍ଜି
ପ୍ରଶ୍ନ :- ବିଶ୍ଵ ଆସମାନୀ ବିଜୁଳି ସବୁଠୁ ବେସୀ କେଉଁଠି ପଡିଥାଏ ?
ଉତ୍ତର :- ଆଫ୍ରିକାରେ ।
ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ଇଂରାଜୀ ଭାଷା ଅଛି ?
ଉତ୍ତର :- ନାଗାଲାଣ୍ଡ

ପ୍ରଶ୍ନ :- ଫୁଟବଲରେ କେଉଁ ଗ୍ଯାସ ଭରାଯାଏ ?
ଉତ୍ତର :- ହାଇଡ୍ରୋଜେନ ଗ୍ଯାସ
ପ୍ରଶ୍ନ :- ମାନବ ଶରୀରରେ ସବୁଠୁ ଛୋଟ ହାଡ କେଉଁଠି ମିଳିଥାଏ ?
ଉତ୍ତର :- କଣରେ ।
ପ୍ରଶ୍ନ :-ମାସର ବୟସ ସୀମା କେତେ ହୋଇଥାଏ ?
ଉତ୍ତର :- ୧୪ ଦିନରୁ ୫୬ ଦିନ ପର୍ଯ୍ୟନ୍ତ
ପ୍ରଶ୍ନ :- ଆକାଶରେ ଦେଖା ଯାଉଥିବା ତାରର କେତୋଟି ରଙ୍ଗ ହୋଇଥାଏ ?
ଉତ୍ତର :- ତିନୋଟି ରଙ୍ଗ

ପ୍ରଶ୍ନ :- ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀଙ୍କ ନାମ କଣ ଥିଲା ?
ଉତ୍ତର :- କସ୍ତୁରବା ଗାନ୍ଧୀ ।
ପ୍ରଶ୍ନ :- ନବାବୋକା ସହର କେଉଁ ସହରକୁ କୁହାଯାଏ ?
ଉତ୍ତର :- ଲକ୍ଷ୍ନୋ କୁ ।
ପ୍ରଶ୍ନ :- ଗୋଟେ ସ୍ତ୍ରୀ ତା ଜୀବନରେ କେତେ ଛୁଆକୁ ଜନ୍ମ ଦେଇ ପାରିବ ?
ଉତ୍ତର :- ପାଖା ପାଖି 40 ଛୁଆକୁ ।
ପ୍ରଶ୍ନ :- ଦୁନିଆରେ କେତେ ପ୍ରତିଶତ ଲୋକ ବାଁ ହାତର ବ୍ୟବହାର କରିଥାନ୍ତି ?
ଉତ୍ତର :- ୧୧ ପ୍ରତିଶତ

ପ୍ରଶ୍ନ :- କେଉଁ ସହରରେ ୫ ଟି ସୂର୍ଯ୍ୟ ଦେଖାଯାଏ ?
ଉତ୍ତର :- ସିଂ ନାଇଟ ଚୁ ଯେଉଁଟା ଚୀନରେ ଦେଖାଯାଏ ।
ପ୍ରଶ୍ନ :- କେଉଁ ଭଜା ଖାଇଲେ ଦାନ୍ତ ସଫା ହୋଇଥାଏ ?
ଉତ୍ତର :- ଭଣ୍ଡା
ପ୍ରଶ୍ନ :-ବିଶ୍ବରେ କେଉଁ ନଦୀର ପାଣି ସବୁଠୁ ଗରମ ହୋଇଥାଏ ?
ଉତ୍ତର :- ନୀଳ ନଦୀ
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।