ଝିଅ ନିଜ ମମ୍ମିକୁ ନେଇ ଡକ୍ଟର ପାଖକୁ ଗଲା, ଝିଅ: ମେଡିକାଲ ଚେକଅପ କରିବାର ଅଛି…ଡକ୍ଟର- ଡ୍ରେସ ଖୋଲିକି ପରଦା ପଛରେ ଶୋଇପଡ…

ଆଜିକା ସମୟରେ ଲୋକ ହସିବା ଭୁଲି ଯାଇଛନ୍ତି ସମସ୍ତେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ସାଙ୍ଗ ବା ଘର ଲୋକଙ୍କୁ ସମୟ ଦେଇ ପାରୁ ନଥିଲେ ଓ ବର୍ତମାନ ସମୟରେ କୋରୋନ ଭାଇରସ ଦ୍ଵାରା ଲୋକଙ୍କ ଆରଥି ଓ ମାନସିକ ସ୍ଥିତି ଏତେ ଖରାପ ହୋଇଛି ଯେ ସମସ୍ତେ କିଛି ନା କିଛି ଟେନସନରେ ଅଛନ୍ତି । ତେବେ ଆଜି ଆମେ ଆପଣଙ୍କ ମୁଡ କିଛି ଭଲ କରିବା ପାଇଁ ଏମିତି କିଛି ଜୋକ୍ସ ଆଣିଛୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

Image Courtesy: Google

ଜୋକ ୧

ପତ୍ନୀର ପ୍ରତିଦିନ ଝିକ ଝିକରେ ପରେସାନ ପପୁ ନିଜ ଜିନିଷ ବାନ୍ଧୁ ବାନ୍ଧୁ କହିଲା

ଏବେ ମୁ ତୁମ ସହ ଗୋଟେ ସେକେଣ୍ଡ ରହିବିନି ….

ପାପୁ ରେଲୱେ ସ୍ଟେଶନ ଗଲା, ପପୁ ଟ୍ରେନ ଚଢିବାକୁ ଲାଗିଲା ସେହି ସମୟରେ ଆକାଶବାଣୀ ହେଲା

” ଏଥିରେ ଜମା ଚଢନି, ଇଏ ପଟରୀରୁ ବାହାରିଯିବ ”

ପପୁ ଏୟାର ପୋର୍ଟ ଗଲା …

ସେ ପ୍ଲେନରେ ଚଢିବାକୁ ଲାଗିଲାତ ଆବାଜ ଆସିଲା

” ଏଥିରେ ଚଢନା ଏଇଟା କ୍ରାଶ ହୋଇଯିବ ”

ପପୁ ବଶରେ ଯିବାକୁ ଭାବିଲାତ ପୁଣି ଆବାଜ ଆସିଲା

” ଏଥିରେ ଚଢନାଏହା କ୍ଷୟରେ ଗଳି ପଡିବ ”

ପପୁ ରାଗିକି କହିଲା :-

” କିଏ ତମେ ? ”

ଆବାଜ ଆସିଲା :-

” ମୁ ଭଗବାନ ଅଟେ ! ”

ପପୁ କାନ୍ଦିକି କହିଲା :- ,

” ପ୍ରଭୁ ମୁଁ ଯେବେ ଘୋଡା ଚଢିଲି ସେତେବେଳେ କଣ ତମ ଗଳା ବସିଯାଇଥିଲା ”

Image Courtesy: Google

ଜୋକ ୨

ଦୁଇଜଣ ଛୁଆ ବେଳର ସାଙ୍ଗ ବହୁତ ଦିନ ପରେ ଭେଟିଲେ…..

ପ୍ରଥମ ସାଙ୍ଗ :- ” କେତେ ଛୁଆ ଅଛନ୍ତି …. ?? ”

ଆଉଜଣେ ସାଙ୍ଗ :- ” ମୋର 4 ଟି ପୁଅ ଅଛି …!! ”

ପ୍ରଥମ ସାଙ୍ଗ :- ” କଣ କରୁଛନ୍ତି …??”

ଆଉଜଣେ ସାଙ୍ଗ :-

ପ୍ରଥମ MBA… ଦିତୀୟ MCA…

ତୃତୀୟ M॰TECH… ଓ ଚତୁର୍ଥ ଚୋର ଅଟେ… ”

ପ୍ରଥମ ସାଙ୍ଗ :- ” ତ ପୁଣି ଚୋରକୁ ଘରୁ ବାହାର କରୁ ନାହାନ୍ତି କଣ ପାଇଁ … ? ”

ଆଉ ଜଣେ ସାଙ୍ଗ :- ସେଇତ କମଉଛି …. ବାକି ସବୁତ ବେରୋଜଗାର ଅଟନ୍ତି ।

Image Courtesy: Google

ଜୋକ ୩

ସାଣ୍ଟା ଓ ବାଣ୍ଟା ଗୋଟିଏ ମେଳାରେ ଯାଇଥିଲେ ।

ସେଠାରେ ଗୋଟେ ହେଲିକାପ୍ଟର ଆସିଥିଲା ସେ ମେଳାରେ ଗୋଟେ ଚକ୍କର ଲଗେଇବା ପାଇଁ ସହେ ଟଙ୍କା ନେଉଥିଲା ।

ବାଣ୍ଟା ହେଲୀକାପ୍ଟରରେ ବସିବାକୁ ଚାହୁଁଥିଲା କିନ୍ତୁ ସାଣ୍ଟା ବାହୁତ କଞ୍ଜୁସ ଥିଲା ।

କହିଲା – ସାଙ୍ଗ ପାଞ୍ଚ ମିନିଟ ବସି ତୁ କଣ ରାଜା ହେଇଯିବୁ । ସହେ ଟଙ୍କା ଶହେ ଟଙ୍କା ଅଟେ  …

ବାଣ୍ଟା ଜିଦି କରିଲା ଓ ସାଣ୍ଟା ବାର ବାର ଏହା କହୁଥିଲାକି – ବୁଝ ଟିକେ, ଶହେ ଟଙ୍କା ଶହେ ଟଙ୍କା ଅଟେ ସାଙ୍ଗ ।

ତାଙ୍କ କଥା ପାଇଲାଟ ଶୁଣିନେଲା । ସେ କହିଲା- ଶୁଣ ମୁଁ ତୁମମାନଙ୍କ ଠାରୁ କିଛି ପଇସା ପତ୍ର ନେବିନି । କିନ୍ତୁ ସର୍ତ ଏହା ରହିବକି ତୁମ ଦୁଇଜଣଙ୍କ ଭିତରୁ ଯିଏ ପାଟି ଖୋଲିବ ସେଥି ପାଇଁ ଶହେ ଟଙ୍କା ଲାଗିବ ।

ସେମାନେ ସର୍ତ ମାନିଥିଲେ । ପାଇଲଟ ତାଙ୍କୁ ପଛ ସିଟରେ ବସେଇଲା ଓ ଉଡିଲା ।

ଆକାଶରେ ପାଇଲଟ ବହୁତ କଳାବାଜି କରିଲା କାରଣ ତାଙ୍କର ଆବାଜ ବାହାର କରିବା ପାଇଁ କିନ୍ତୁ ପଛ ସିଟରୁ କିଛି ଆବାଜ ଆସିଲା ନହିଁ ।

ଶେଷରେ ଯେବେସେ ତଳକୁ ଓଲାହାଇଲା ପାଇଲଟ କହିଲା ଏବେ ତୁମେ କହିପାରିବ । କୁହ ମୁଁ ଏତେ କଳାବାଜି କଲି, ତୁମକୁ ଡର ଲାଗିଲାନି । ନା ଡରିଲ ନା ଚିଲେଇଲ …. ଏବେ ସାଣ୍ଟା କହିଲା, ଡର ଲାଗିଥିଲା  ଓ ସେହି ସମୟରେ ମୁଁ ତ ଚିଲେଇ ଥାନ୍ତି ଯେବେ ବାଣ୍ଟା ତଳେ ପଡିଗଲା । କିନ୍ତୁ ତମେ କହିଥିଲ ନା ପାଟି କଲେ ଶହେ ଟଙ୍କା ଦବାକୁ ପଡିବ ସେଥିପାଇଁ ମୁଁ ଚୁପ ରହିଲି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *