ପର୍ସରେ ରଖିବା କଥା ନୁହେଁ ଏହି ଜିନିଷ, ରହିବ ନାହିଁ ଗୋଟେ ବି ପଇସା

ସାଧାରଣତଃ ଲୋକ ନିଜ ପର୍ଶରେ ପଇସା ସହିତ ଆଉ ବି କିଛି ଜିନିଷ ରଖିଥାନ୍ତି । କିନ୍ତୁ କିଛି ଜିନିଷ ପର୍ଶରେ ରଖିଲେ ଆର୍ଥିକ ପରିସ୍ଥିତି ଉପୁଜି ଥାଏ, ପର୍ଶରେ ଅନାବଶ୍ୟକ ଜିନିଷ ରଖିଲେ ପଇସା ସମ୍ବଧିତ ସମସ୍ଯା ଦେଖାଦେଇଥାଏ । ସେଥିପାଇଁ ଆମକୁ ପର୍ଶରେ ଏମିତି ଜିନିଷ ରଖିବା ଉଚିତ ନୁହେଁ । ଆସନ୍ତୁ ଜାଣିବା କେଉଁ ଜିନିଷ ରଖିଲେ ପଇସା ରହିବା ନାହିଁ । ଯେମିତି ଛୋଟ ଛୋଟ କାଗଜ ଓ ବିଲ, କିନ୍ତୁ ବସ୍ତୁ ହିସାବରେ ଏହି ଜିନିଷ ପର୍ଶରେ ରଖିଲେ ନକରାତ୍ମକ ଊର୍ଜା ବଢିଥାଏ ଓ ଧାନ ହାନି ହୋଇଥାଏ ।

Image Courtesy: Google

କିଛି ଲୋକ ନିଜ ପର୍ଶରେ କୌଣସି ମୃତ ବ୍ୟକ୍ତିର ଫୋଟୋ ରଖିବା କଥା ନୁହେଁ, ବାସ୍ତୁ ହିସାବରେ କୌଣସି ମୃତ ବ୍ୟକ୍ତିଙ୍କ ଫୋଟୋ ରଖିଲେ ଅଶୁଭ ହୋଇଥାଏ । ଏମିତି ଜିନିଷ ରଖିଲେ ଅଶୁଭ ହେବା ସହିତ କାର୍ଯ୍ୟରେ ମଧ୍ୟ ବାଧା ହୋଇଥାଏ । ଯେମିତି ମନ୍ଦିରରେ ଭଗବାନଙ୍କ ଭାଙ୍ଗି ଯାଇଥିବା ପ୍ରତିମା ରଖିବା ଅନୁଚିତ, ସେହିଭଳି ଭଗବାନଙ୍କ ଫଟା ମଟା ଫୋଟୋ ରଖିବା ଅନୁଚିତ ।

Image Courtesy: Google

ଯଦି ପର୍ଶରେ କୌଣସି ଦେବୀ ଦେବତାବକ ଫୋଟୋ ରଖିବା ପାଇଁ ଚହୁଁଛନ୍ତି ତ ନୂଆ ଫୋଟୋ ରଖନ୍ତୁ ଓ ପରଷକୁ କେବେ ଅସନା ହାତରେ ଛୁଇଁବ  ଅନୁଚିତ । ଅପବିତ୍ର ହାତରେ ଛୁଇଁଲେ ଲକ୍ଷ୍ମୀ ବସ କରନ୍ତି ନାହିଁ । ବହୁତ ଲୋକ ଅଛନ୍ତି ପଇସାକୁ ପର୍ଶରେ ସଜାଡିକି ରଖିନଥାନ୍ତି କିନ୍ତୁ କେବେବି ପାଇସାକୁ ମୋଡା ମୋଡି କରି ରଖନ୍ତୁ ନାହିଁ, ଏମିତି ପଇସା ରଖିବା ଅନୁଚତ, ପାଇସାକୁ ସବୁବେଳେ ଢଙ୍ଗରେ ରଖନ୍ତୁ । ପର୍ଶରେ ନୋଟ ଓ ଖୁଚୁରାକୁ ଏକା ସାଙ୍ଗରେ ରଖିବା ଅନୁଚିତ ।

Image Courtesy: Google

ଏଥିରେ ଧନହାନୀ ହେବାର ସମ୍ଭାବନା ରହିଥାଏ । ଏହା ସହିତ ଖୁଚୁରାର ଅନାବଶ୍ୟକ ଆବାଜରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେଥିଲାଗି ନୋଟ ଓ ଖୁଚୁରାକୁ ଅଲଗା ରଖନ୍ତୁ । ପର୍ଶରେ କିଛି ଅଶ୍ଳୀଳ ସାମଗ୍ରୀ ରଖିବା ଅନୁଚିତ । କାରଣ ପର୍ସ ମା ଲକ୍ଷ୍ମୀଙ୍କ ସ୍ଥାନ ହୋଇଥାଏ । ଏହିଭଳି ସାମଗ୍ରୀ ପର୍ଶରେ ରଖିଲେ ମା ଲକ୍ଷ୍ମୀ ରାଗିଥାନ୍ତି । ଏମିତି ଲୋକଙ୍କ ପାଖରେ କେବେ ଧନ ରହିନଥାଏ । ବସ୍ତୁ ହିସାବରେ ନକଲି ବସ୍ତୁ ରଖିବା ଅନୁଚିତ, ନକଲି ବସ୍ତୁ ପର୍ଶରେ ରଖିଲେ ନାକରାତ୍ମକ ଉର୍ଜା ଆସିଥାଏ । ପଇସାର ଅପବ୍ୟୟ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *